ବେଡ଼ରୁମ କୁ ଡାକୁଥିଲେ ରେଲୱେ କର୍ମଚାରୀ ,ଅଳତା ଓ ସିନ୍ଦୁର ପିନ୍ଧେଇ ଛାଞ୍ଚୁଣିରେ ଛେଚିଲେ ମହିଳା… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖୁବାକୁ ପାଇଥିବେ | ତେବେ ଏଭଳି ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ମାନେ ଆଉ ବିଶ୍ୱାସ କରିପାରିବେ ନାହିଁ | ତେବେ ଯାହା ଜଣା ପଡିଛି କି ଜଣେ ସରକାରୀ କର୍ମଚାରୀ ଜଣଙ୍କ ମହିଳା ଙ୍କ ସହିତ କରିଛନ୍ତି ଅସଦାଚରଣ | ଆଉ ଯେଉଁଠି ଦେଖୁବାକୁ ମିଳିଛି କି ମହିଳା ଜଣଙ୍କ ତାଙ୍କର ଜମି ଉପରେ ରେଳ ରାସ୍ତା ନେଇକି କିଛି ଅସୁବିଧା ନେଇକି ଯାଇଥିବା ବେଳେ ରେଲୱେ କର୍ମଚାରୀ ଜଣଙ୍କ କରିଥିଲେ ଅସଦାଚରଣ | ଆଉ ଯେଉଁଥିପାଇଁ କଣ କରିଥିଲେ ଲୋକ ଜଣଙ୍କର ଅବସ୍ଥା ଆସନ୍ତୁ ଜାଣିବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ମିଶ୍ର କଲୋନୀ ରୋଡ଼ ଅଞ୍ଚଳରେ | ଆଉ ଯେଉଁଠି ଦଶପଲ୍ଲା ବ୍ଲକ ଅଧିନସ୍ଥ, ବାଣିଗଛା ଥାନା ନିକଟସ୍ଥ କୁଳୁରୁ ଗୁମ୍ଭା ଅଞ୍ଚଳରେ ପୁଷ୍ପା ମାଝୀ ଙ୍କର ଘର | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ମହିଳା ଜଣଙ୍କ ତାଙ୍କର ଜମି ଉପରେ ରେଲୱେ ଟ୍ରାକ ହେବାକୁ ଥିବାରୁ ସରକାର ଙ୍କ ତରଫରୁ 18 ଲକ୍ଷ ଟଙ୍କା ପାଇବାର ଥିଲା | ଆଉ ଯେଉଁଥିପାଇଁ ମହିଳା ଜଣଙ୍କ ଯାଇଥିଲେ ଯାଇଥିଲେ ସରକାରୀ କର୍ମଚାରୀ ଙ୍କ ପାଖକୁ ତାଙ୍କର ଅସୁବିଧା କୁ ଜଣାଇବା ପାଇଁ |

ଆଉ ଯେଉଁଠି କର୍ମଚାରୀ ଜଣଙ୍କ ମହିଳା ଙ୍କୁ 3 ଲକ୍ଷ ଟଙ୍କା ଦେବା ପାଇଁ ଦାବି କରିଥିଲେ ଆଉ ତାହା ସହିତ ମହିଳା ଜଣଙ୍କୁ କିଛି ଖରାପ କଥା କହିବା ସହିତ ଅଶ୍ଳୀଳ ଭାଷାରେ ଗାଳି ମଧ୍ୟ ଦେବାକୁ ଲାଗିଥିଲେ | ଆଉ ଯାହା ଜଣା ପଡିଥିଲା କି ମହିଳା ଜଣଙ୍କୁ ସରକାରୀ ବାବୁ ଜଣଙ୍କ କହିଥିଲେ କି ତାଙ୍କର ବେଡ଼ରୁମ କୁ ଯିବା ପାଇଁ ଆଉ ତାହା ପରେ ସେ ତାଙ୍କର ସମସ୍ତ କାମ କୁ ପୂରଣ କରିଦେବେ ବୋଲି | ଆଉ ଲୋକ ଜଣଙ୍କର ଏଭଳି କଥା ଶୁଣିକି ମହିଳା ଜନକ ଟାଉନ ଥାନା ରେ ଅଭିଯୋଗ କରିଥିଲେ ମାତ୍ର କିଛି ସୁଫଳ ମିଳି ନ ଥିଲା ତାହା ସହିତ ଉପଜିଲ୍ଲାପାଳ ଙ୍କୁ ଜଣାଇଥିଲେ ମଧ୍ୟ |

ତେବେ ଉପଜିଲ୍ଲାପାଳ ADM ଙ୍କୁ ଜଣାଇବା ପରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନ ନେବାରୁ ମହିଳା ଜଣଙ୍କ ଅନ୍ୟ ମହିଳା ଙ୍କ ସହିତ ମିଶିକି ଲୋକ ଜଣଙ୍କୁ ରାସ୍ତା ରେ ଅଟକାଇ ଥିଲେ | ଆଉ ତାହା ପରେ ସେମାନେ ଲୋକ ଜଣଙ୍କୁ ଅଲତା, ସିନ୍ଦୂର ସହିତ ହାତରେ ଚୁଡ଼ି ମଧ୍ୟ ପିନ୍ଧାଇ ଥିବାର ଦେଖିବାକୁ ମିଳିଥିଲା | ଆଉ ମହିଳା ଙ୍କୁ ନ୍ୟାୟ ନ ମିଳିବା ଯାଏ ସେ ରଖାଇ ଦେବେନି ବୋଲି କହିଛନ୍ତି | ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment