ଭୁବନେଶ୍ୱର ପ୍ଲାଟଫର୍ମରେ ଗୀତ ଗାଇ ଭିକ୍ଷା ମାଗୁଛନ୍ତି ଆଉ ଜଣେ ଭାଇରଲ ସିଙ୍ଗର…ସୋସିଆଲ ମିଡିଆରେ ଭିଡ଼ିଓ ହେଲା ଭାଇରାଲ…

ସୋସିଆଲ ମିଡ଼ିଆ ବର୍ତ୍ତମାନ ଏକ ଏପରି ପ୍ଲାଟଫୋମ ସାଜିଛି ଲୋକଙ୍କ ପାଇଁ ଯେଉଁଠୁରେ ଲୋକ ମାନେ ମନ ଇଚ୍ଛା ଯେକୌଣସି ଭିଡିଓ ରେକର୍ଡ କରି ସେୟାର କରୁଛନ୍ତି। ସଧାରଣ କଥା ଠାରୁ ଆରମ୍ଭ କରି, ଗୀତ ନାଚ , କମେଡି ଏମିତି ଅନେକ କିଛି।ତେବେ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଅନେକ ଲୋକ ଙ୍କୁ ତାଙ୍କର ଜୀବନ ବନାଇବା ରେ ବର୍ତ୍ତମାନ ସାହାଯ୍ୟ କରିଛି ମଧ୍ୟ। ତେବେ ଏହାର ଉଦାହରଣ ଭାବରେ ଆପଣ ରାନୁ ମଣ୍ଡଳ ଙ୍କୁ ମଧ୍ୟ ନେଇ ପାରିବେ। ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି କି ରାନୁ ମଣ୍ଡଳ ଜଣେ ଗରିବ ଲୋକ ଥିଲେ ଯିଏକି ଷ୍ଟେସନ ରେ ଭିକ୍ଷା ବୃତ୍ତି କରି ବଞ୍ଚୁଥିଲେ। ତେବେ ଭିକ୍ଷା ବୃତ୍ତି କରିବା ପାଇଁ ସେ ଗୀତ ଗାଉଥିଲେ।

ଆଉ ଗୀତ ମାଧ୍ୟମରେ ଏତେ ଫେମ୍ସ ହୋଇଗଲେ କି ତାଙ୍କୁ ବଲିଉଡ ରେ ସୁଯୋଗ ମିଳିଥିଲା। ତେବେ ବର୍ତ୍ତମାନ ସେହିପରି ଆମ ଓଡିଶା ର ଜଣେ ଭିକାରୀ ଙ୍କର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରାଲ ହେଉଛି, ତେବେ ଏହି ଭିକ୍ଷା ବୃତ୍ତି କରୁଥିବା ବ୍ୟକ୍ତି ଜଣଙ୍କ ଏତେ ସୁନ୍ଦର ଓ ଆକର୍ଷଣୀୟ ଅଟେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ସେହି ବ୍ୟକ୍ତି ଙ୍କର ଏହାକୁ କେହି ଜଣେ ବ୍ୟକ୍ତି ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭିଡ଼ିଓ ଟି ବିଷୟରେ।

ତେବେ ବନ୍ଧୁଗଣ ଭାଇରାଲ ହେଉଥିବା ଭିଡ଼ିଓ ଟି ହେଉଛି ଓଡ଼ିଶାର ରାଜଧାନୀ ଭୁବନେଶ୍ବର ର ରେଲୱେ ଷ୍ଟେସନ ରେ ଜଣେ ବ୍ୟକ୍ତି ଭିକ୍ଷା ବୃତ୍ତି କରୁଥିଲେ। ତେବେ ସେ ଭିକ୍ଷା ବୃତ୍ତି କରିବା ପାଇଁ ନିଜର ଅଂର୍ନିହିତ ଗୁଣ ର ବ୍ୟବହାର କରୁଥିଲେ ଯାହା ଥିଲା ତାଙ୍କର କଣ୍ଠ ସ୍ୱର ଯାହାକି କୋଉ ଯାଦୁ ଠାରୁ କମ ନଥିଲା। ତେବେ ସେ ଭୁବନେଶ୍ୱର ର ରେଲୱେ ଷ୍ଟେସନ ରେ ଗୀତ ଗାଇ ଗାଇ ଭିକ୍ଷା ବୃତ୍ତି କରୁଥିଲେ। ତେବେ ସେ ନବେ ଶତକ ର କେତେକ ହିନ୍ଦୀ ରୋମାଣ୍ଟିକ ସଙ୍ଗ ଗାଉଥିଲେ, ତେବେ ତାଙ୍କର ସ୍ୱର ସତ ରେ ବହୁତ ସୁନ୍ଦର ଓ ଆକର୍ଷଣୀୟ ଥିଲା।

ତେବେ ବ୍ୟକ୍ତି ଙ୍କର ଗୀତ ଶୁଣି ତାଙ୍କୁ ଟଙ୍କା , ଖାଇବା ଆଦି ଦେଉଥିଲେ ଆଉ ଲୋକ ମାନେ ତାଙ୍କର ଗୀତ ଶୁଣିବା କୁ ସେଠାରେ ଭିଡ଼ ଜମାଉ ଥିଲେ। ତେବେ ବ୍ୟକ୍ତି ଜଣଙ୍କ ର ଏହି ଗାଉଥିବା ଗୀତ ଟିର ଜଣେ ବ୍ୟକ୍ତି ଭିଡ଼ିଓ ବନାଇଥିଲେ , ତେବେ ପରେ ସେ ଭିଡ଼ିଓ ଟିକୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ତେବେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକମାନେ ଏହାକୁ ଖୁବ ପସନ୍ଦ କରିଛନ୍ତି ଆଉ ଭିଡ଼ିଓ ଟି ବର୍ତ୍ତମାନ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି। ତେବେ ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment