Odisha News Portal

ବିବାହ ବନ୍ଧନରେ ବାନ୍ଧିହେଲେ ଓଲିଉଡର ସୁପରହିଟ ଯୋଡି ଅର୍ଚ୍ଚିତା ଓ ସବ୍ୟଚାଚୀ

ଅଲିଉଡ ଜଗତରେ ଅନେକ ସେଲିବ୍ରେଟି ମାନେ ନିଜର ସୁନ୍ଦର ଅଭିନୟ ପ୍ରଦର୍ଶନ କରିଥାନ୍ତି କିନ୍ତୁ ସେଥି ମଧ୍ୟରୁ କେତେକ ସୁପରଷ୍ଟାର ରହିଛନ୍ତି ଯେଉଁ ମାନଙ୍କର ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ କରିଥାନ୍ତି । ସେହି ସୁପରହିଟ ଯୋଡି ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅର୍ଚ୍ଚିତା ଓ ସବ୍ୟସାଚୀ , ଏହି ଦୁଇ ଜଣଙ୍କ ଯୋଡି ସୁନ୍ଦର ହେବା ସହିତ ସେମାନଙ୍କ ଅଭିନୟ ମଧ୍ୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ । ସେମାନେ ଦୁହେଁ ଯେଉଁ ଫିଲ୍ମୀରେ ଅଭିନୟ କରିଥାନ୍ତି ଦର୍ଶକମାନେ ତାହାକୁ ବହୁତ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ଜାଣି ବହୁତ ଖୁସି ହେବେ କି ସେ ଦୁଇ ସପରଷ୍ଟାର ଏବେ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେମାନଙ୍କ ଫ୍ୟାନ ମାନେ ମଧ୍ୟ ସେ ଦୁଇ ଯୋଡିକୁ ବହୁତ ପସନ୍ଦ କରୁଛନ୍ତି ।

ସୂଚନା ଅନୁସାରେ ମଙ୍ଗଳବାର ଦିନ ଏକ ରାଜ ଉଆସରେ ବିବାହ ବନ୍ଧନରେ ରାଜସ୍ଥାନରେ ବାନ୍ଧି ହୋଇଥିଲେ ଓଡିଆ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡି ସବ୍ୟସାଚୀ ଏବଂ ଅର୍ଚ୍ଚିତା । ସବ୍ୟ ଏବଂ ଅର୍ଚ୍ଚିତାଙ୍କ ରିଙ୍ଗ ସେରିମନିରେ ସେମାନେ ଦୁହେଁ ଅନେକ ଫୋଟ ଉଟାଇବା ସହିତ ସେମାନେ ବହୁତ ଖୁସୀ ଥିବାର ନଜର ଆସିଛନ୍ତି । ସେମାନଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି ଏବଂ ବର ବଧୂ ବେଶରେ ସବ୍ୟ ଏବଂ ଅର୍ଚ୍ଚିତା ରାଜରାଣୀ ଭଳି ଦେଖାଯାଉଛନ୍ତି । ରାଜ ଉଆସର ସାଜସଜ୍ଜା ବହୁତ ସୁନ୍ଦର ଭାବରେ କରାଯାଇଛି ଏବଂ ସେଠାରେ ସେ ଦୁହିଁଙ୍କର ରିଙ୍ଗ ସେରିମନି ଉତ୍ସବ ପାଳନ କରିଛନ୍ତି ।

ସବ୍ୟ ଏବଂ ଅର୍ଚ୍ଚିତା ବ୍ରାଉନ କଲର ଡ୍ରେସ କୋର୍ଟ ପିନ୍ଧି ଥିବାର ନଜର ଆସିଛନ୍ତି ଏବଂ ଯାହା ସେମାନଙ୍କର ଫ୍ୟାନ ମାନଙ୍କୁ ଅଧିକ ମନଛୁଆ କରାଇଛି । ଆପଣ ମାନେ ସମସ୍ତେ ଜାଣିଥିବେ କି ଅର୍ଚ୍ଚିତା କେବଳ ଫିଲ୍ମୀ କ୍ୟାରିଅର ନୁହେଁ ବରଂ ସେ ମିସ ଇଣ୍ଡିଆରେ ମଧ୍ୟ ସଫଳତା ହାସଲ କରିଥିଲେ ଏବଂ ଆମ ଓଡିଶା ପାଇଁ ଗୌରବ ଆଣିଥିଲେ । ଅର୍ଚ୍ଚିତାଙ୍କ ମଡେଲିଙ୍ଗ ଷ୍ଟାଇଲ ମଧ୍ୟ ଟିକିଏ ନିଆରା ଏବଂ ତାଙ୍କର ଫାଇଟିଙ୍ଗ କରିବା ମଧ୍ୟ ବହୁତ ଭଲ ଲାଗିଥାଏ ଦର୍ଶକ ମାନଙ୍କୁ । କିନ୍ତୁ ଏହି ସମୟରେ ଦୁଇ ସୁପରହିଟ ଯୋଡି ଅର୍ଚ୍ଚିତା ଓ ସବ୍ୟଙ୍କ ଜୀବନରେ ଖୁସୀର ଲହରୀ ଆସିଛି ଏବଂ ସେମାନେ ଏ ନେଇ ମଧ୍ୟ ଅଧିକ ଖୁସି ଅଛନ୍ତି ।

ଆଗାମୀ ସମୟରେ ସେ ଦୁଇ ଯୋଡିଙ୍କ ରିଏଲ ଲାଇଫ୍ ମଧ୍ୟ ଭଲରେ କଟିବାର ଆଶଙ୍କା କରାଯାଉଛି । ଏକ ରାଜ ଉଆସରେ ସୁସଜ୍ଜିତ ସ୍ଥାନରେ ସବ୍ୟ ଏବଂ ଅର୍ଚ୍ଚିତାଙ୍କ ରିଙ୍ଗ ସେରିମନି ଉତ୍ସବ ପାଳନ କରାଯାଇଛି । ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି , ଏହାର ସମ୍ପୂର୍ଣ୍ଣ ଭିଡିଓ ସେମାନେ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।