ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ |ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଦୁଃଖ ପ୍ରକାଶ କରିଥାଉ | ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଇଛି | ତାହାଲେ ଆସନ୍ତୁ ବନ୍ଧୁଗଣ ସେ ବିଷୟରେ ଅଧିକ ଆଲୋଚନା କରିବା |
ଆପଣ ମାନେ ବିଭିନ୍ନ ପ୍ରକାର କାହାଣୀ ଓ ବିଭିନ୍ନ ପ୍ରକାର ଟେଲି ସିରିଏଲ ବିଷୟରେ ଜାଣିଥିବେ ହେଲେ ଏବେ ଯେଉଁ ଟେଲି ସିରିଏଲ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତାହା ପୁରାତନ ଓ ବହୁତ ଲୋକ ପ୍ରିୟ ମଧ୍ୟ | ତେବେ ସମୟରେ ଟିଭି ପରଦା ମାନଙ୍କରେ ଯେପରି ଅଭିନୟ ଜୀବନ୍ତ ହେଇ ଉଠୁଥିଲା ତାହା ବହୁତ ହୃଦୟ ସ୍ପର୍ଶ ଥିଲା | ତେବେ ବହୁତ ପୁରାତନ ଟିଭି ସିରିଏଲ ବାସୀ ଫୁଲ ରେ ଯେଉଁ କଳାକାର ମାନେ ଅଭିନୟ କରୁଥିଲେ ତାହା ବହୁତ ହୃଦୟ ସ୍ପର୍ଶୀ ଥିଲା | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହି କାହାଣୀ ର ସାରାଂଶ କଣ ଥିଲା ସେ ବିଷୟରେ ଜାଣିବା |
ଏ କାହାଣୀ ର ମୁଖ୍ୟ ଭୂମିକା ଅଭିନୟ କରୁଥିବା ବିସିଆ ନାମକ ଜଣେ ଅନାଥ ବାଳକ ଘର ଦ୍ୱାରା ତାହାର କିଛି ନାହିଁ | ଦିନରେ ବ୍ୟବସାୟ ସାରି ରାତିରେ ଏକ ପାନ ଦୋକାନ ର କ୍ୟାବିନ ତଳେ ଶୋଇଯାଉଥିଲା | ତେବେ ସେହି ବାଳକ ଥରେ ମନ୍ଦିର ବେଢା ର ଖେଳୁଥିଲା ଓ ଖେଳୁ ଖେଳୁ ସେଠାରେ ସେ ଏକ ବାସୀ ଫୁଲର ମାଳ ଟି ପାଇଥିଲା ଓ ସେ ସେହି ମାଳ ହାତ ରଖି ଦେଖୁଥିବା ସମୟରେ ମନ୍ଦିର ଜଣେ ବ୍ୟକ୍ତି ପୂଜା କରିବା ପାଇଁ ଆସିଥିଲେ ଓ ସେଠାରେ ବିସିଆ ହାତରେ ଫୁଲ ମାଳ ଟି ନେଇ ତାଙ୍କୁ କିଛି ପଇସା ଦେଇଥିଲେ | ସେହି ଦିନଠୁ ବିସିଆ ଏହା ଭଗବାନ ଇଚ୍ଛା ଭାବି ମନ୍ଦିର ପଛପଟେ ସମସ୍ତ ବାସୀ ଫୁଲ ଗୁଟେଇ ତାକୁ ମାଳ କରି ବ୍ୟବସାୟ କରୁଥିଲା | ଯାହା କିଛି ପଇସା ହେଉଥିଲା ସେ ତାକୁ ଏକ ଦୋକାନ ର କ୍ୟାବିନ ତଳେ ଅଭଡ଼ା ହାଣ୍ଡି, କାଞ୍ଚ ଜାର ଓ ଟିଣ ବୋତଲ ରେ ସେ ସଞ୍ଜୟ କରି ମାଟି ତଳେ ପତି ଦେଉଥିଲା |
ହେଲେ ସେ ସବୁଠାରୁ ବିଶ୍ୱାସ କରୁଥିବା ବେଙ୍ଗ ଭାଇ ଯିଏ କି ଏକ ଚାର୍ଟ ଦୋକାନ ରେ କାମ କରୁଥିଲା | ସେ ରାତିରେ ଚାର୍ଟ ଦୋକାନୀ ର ସମସ୍ତ ପଇସା ଚୋରି କରି କୁଆଡେ ଫେରାର ହେଇଗଲା ଓ ଆଉ ପୋଲିସ ହାତରେ ଫୋସିଗଲା ବିଚରା ବିସିଆ | କଣ ଭୁଲ ଥିଲା ଏ ନିରୀହ ପିଲାର ଭୁଲ କଣ ବାସୀ ଫୁଲ ବିକି ନିଜର ଭୁକ ମେଣ୍ଟାଇବା ଭୁଲ | ତାହେଲେ ଏହା ସେହି ଟେଲି ସିରିଏଲ ବାସୀ ଫୁଲ ର କାହାଣୀ | ଯାହା ଏବେ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।