Odisha News Portal

ବାସ୍ତୁଶାସ୍ତ୍ର ଅନୁସାରେ ଜୀବନରେ କେବେବି ନିଜର ଏହି 3ଟି ଜିନିଷ କାହାକୁ ଦିଅନ୍ତୁନି | ନହେଲେ ସର୍ବନାଶ ହେବ ,…

0 2

ହିନ୍ଦୁ ଧର୍ମରେ ଦାନ ଓ ପୂଜାର୍ଚନାର ବିଶେଷ ମହତ୍ବ ରହିଛି । ଶାସ୍ତ୍ରରେ କହୁଯାଇଛି ଯେ ଦାନଦେବା ଠାରୁ ବଡ ପୂର୍ଣ୍ଣ୍ୟ ଆଉ କିଛି ବି ନାହିଁ । ଏହାଫଳରେ ଆପଣଙ୍କର ସମସ୍ତ ଜନ୍ମର ପାପ ନଷ୍ଟ ହୋଇଯାଇଥାଏ । ଏହା କୁହାଯାଏ କି ଯେଉଂ ବ୍ୟକ୍ତି ନିଜର ଜୀବନରେ ପୂଜାପାଠ ସହିତ ଦାନ ଧର୍ମ କରିଥାଏ ସେହି ବ୍ୟକ୍ତିର ଭବିଷ୍ୟତ ଆଗାମୀ ଜନ୍ରେ ଖୁସିରେ କଟିଥାଏ । ସେହି ବ୍ୟକ୍ତି ମଧ୍ୟ ମୋକ୍ଷ ମିଳିଯାଇଥାଏ । ତାହାସହିତ ସେହି ବ୍ୟକ୍ତି ସର୍ବଦା ସୁଖି ରହିଥାଏ । ସେହି ବ୍ୟକ୍ତିର ସମସ୍ତ ପିଢିକୁ ସେହି ବ୍ୟକ୍ତିର କରାଯାଇଥିବା ଦାନପୂର୍ଣ୍ଣ୍ୟରୁ ଫଳ ପ୍ରାପ୍ତି ହୋଇଥାଏ । ଆମର ହିନ୍ଦୁ ଧର୍ମରେ ଦାନକୁ ବହୁତ ବଡ ମହତ୍ବପୂର୍ଣ୍ଣ କଥା ବୋଲି କୁହାଯାଇଛି ।

କୌଣସି ଧାର୍ମିକ ବସ୍ତୁ କିମ୍ବା କୌଣସି ଆୟୋଜନରେ ଗରିବ ଓ ଅସହାୟ ଲୋକଙ୍କୁ ଦାନ ଦିଆଯାଇଥାଏ । ଏହାସହିତ ମାନ୍ୟତା ରହିଛି କି ଦାନ କରିବା ଦ୍ବାରା ବ୍ୟକ୍ତିଙ୍କୁ ଭଗବାନଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ ।

କିନ୍ତୁ କେତେଥର ମଧ୍ୟ ଲୋକମାନେ ଭୁଲରେ ଏମିତି କିଛି ବସ୍ତୁ ଦାନ ଦେଇ ଦେଇଥାନ୍ତି ଯାହାକୁ ଶାସ୍ତ୍ରରେ ଦାନଦେବା ବର୍ଜିତ ବୋଲି କୁହାଯାଇଛି । ଯାହାଫଳରେ ସେହି ବସ୍ତୁକୁ ଦାନ ଦେବା ଦ୍ବାରା ଆମକୁ ଶୁଭ ଫଳ ବଦଳରେ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ।ଏହାସହିତ ଦାନ ନେଇଥିବା ବ୍ୟକ୍ତିକୁ ମଧ୍ୟ ଅଶୁଭ ଫଳ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା କଣ ସେହି ଜିନିଷ ଯାହାକୁ ଦାନ ଦେବା ଉଚିତ ନୁହେଁ ।

1. ଝାଡୁ –

ଆପଣ କେବେ ବି ଝାଡୁର ଦାନ ଭୁଲରେ ମଧ୍ୟ ନ କରିବା ଦରକାର ।ଏହା କୁହାଯାଇଥାଏ କି ଝାଡୁକୁ ଧନର ଦେବୀ ମାତା ଲକ୍ଷ୍ମୀଙ୍କର ସ୍ବରୂପ କୁହାଯାଇଥାଏ । ଯେତେବେଳେ ଆପଣ କାହାକୁ ଝାଡୁ ଦାନ ଦେଉଥାନ୍ତି ଏହା ଦ୍ବାରା ଆପଣଙ୍କର ଘରର ଲକ୍ଷ୍ମୀ ରାଗି ଯାଇଥାନ୍ତି ଏବଂ ସେହି ଘର ଛାଡି ଲକ୍ଷ୍ମୀ ଚାଲି ଯାଇଥାନ୍ତି । ଏହା ପ୍ରଭାବରେ ବ୍ୟକ୍ତିକୁ ନିଜ ବ୍ୟପାରରେ ମଧ୍ୟ କ୍ଷତି ସହିବାକୁ ପଡିଥାଏ । ଘରେ ଅଭାବର କଳା ବାଦଲ ମାଡି ଯାଇଥାଏ ।

2. ବାସନ –

ଶାସ୍ତ୍ରେ ବାସନ ଦେବା ମଧ୍ୟ ବର୍ଜିତ ମଧ୍ୟ କୁହାଯାଇଛି । ଯଦି ଆପଣ ଷ୍ଟିଲ ଧାତରେ ତିଆରି ବାସନ ଦାନ କରୁଛନ୍ତି, ତେବେ ଏହା ଦ୍ହାରା ଆପଣଙ୍କର ଘରୁ ସୁଖ ଶାନ୍ତି ସଂମ୍ପୂର୍ଣ୍ଣ ଭାବରେ ସମାପ୍ତି ହୋଇ ଯାଇଥାଏ । ଏହା ସହିତ ଘରେ ସର୍ବଦା କଳିଝଗଡା , ମନାନ୍ତର ମତାନ୍ତର ଭଳି ଅବସ୍ଥା ଲାଗିରହିଥାଏ ।

3. ତେଲ –

ତେଲ ଦାନ ଦେବା ଦ୍ବାରା ଶନିଦେବଙ୍କର କୃପା ପ୍ରାପ୍ତ ହୋଇଥାଏ କିନ୍ତୁ ଯେଉଂ ବ୍ୟକ୍ତି ଖରାପ କିମ୍ବା ଉପଯୋଗ ହେଉଥିବା ତେଲ କାହାକୁ ଦାନ କରେ ତେବେ ଏହା ଦ୍ବାରା ସେହି ବ୍ୟକ୍ତିର ଘରର ଆର୍ଥିକ ପରିସ୍ଥିତି ଖରାପ ହୋଇ ଯାଇଥାଏ । ଏହି ସବୁ ଜିନିଷ ଦାନ ଦେବା ଦ୍ବାରା ମାତା ଲକ୍ଷ୍ମୀ ରାଗି ଯାଇଥାନ୍ତି ଏବଂ ଏହା ଅଶୁଭ ବୋଲି ମଧ୍ୟ କୁହାଯାଇଥାଏ । ଏହା କରିବା ଦ୍ବାରା ବ୍ୟକ୍ତିର ଟଙ୍କା ପଇସା ଅଭାବ ହୋଇ ଯାଇଥାଏ ଓ କରଜ ଭାର ମଧ୍ୟ ବଢି ଯାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।