ଆସିଲା_ବଡ_ଖବର ! ବର୍ଷା ଛାଡ଼ିଲେ ଶାଶୂଘର, ଘରେ ପ୍ରବେଶ ପାଇଁ ପୁଲିସ ସହାୟତା ମାଗିଲେ ଅନୁଭବ… ଦେଖନ୍ତୁ Video

ହଁ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଦୀର୍ଘ ଦିନ ଧରିକି ବର୍ଷା ଆଉ ଅନୁଭବ ଙ୍କର ପାରିବାରିକ ବିବାଦ ସମାଧାନ ହେବାର ନାଁ ନେଇନି | ଆଉ ଏହି ଭଲୁ ପରିସ୍ଥିତି ଚାଲିଥିବା ବେଳେ ଏକ ନୂଆ ଖବର ଟି ସାମ୍ନା କୁ ଆସିଛି | ଆଉ ଯେଉଁ ଠି ଦେଖିବାକୁ ମିଳିଛି କି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଉ ତାଙ୍କର ଶାଶୂ ଘରେ ରହୁ ନାହାନ୍ତି | ସେ ତାଙ୍କର ଶାଶୂ ଘରକୁ ଛାଡିକି ଏବେ ପଳେଇ ଯାଇଛନ୍ତି ତାଙ୍କର ବାପ ଘରକୁ | ଆଉ ସେପଟେ ନିଜ ଘରକୁ ନିଜେ ପ୍ରବେଶ କରିବା ପାଇଁ ପୋଲିସ ର ସହାୟତା ଲଢ଼ି ଛନ୍ତି ଅଭିନେତା ଅନୁଭବ ମହାନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଯାହା ଜଣା ପଡିଛି କି କେନ୍ଦ୍ରାପଡ଼ା ର ସାଂସଦ ଅନୁଭବ ମହାନ୍ତି ଆଉ ବର୍ଷା ଙ୍କ ମଧ୍ୟରେ ଚାଲିଥିବା ବିବାଦ କୋଟ ରେ ଚାଲିଥିବା ବେଳେ ତାହାର କିଛି ବି ସୁଫଳ ମିଳିପାରିନି | ଆଉ ସେପଟେ ଦେଖିବାକୁ ମିଳିଛି କି କୋଟ ରେ ଅନୁଭବ ଆଉ ବର୍ଷା ଙ୍କର ପାରିବାରିକ ବିବାଦ କୁ ନେଇକି କେଶ ଚାଲିଥିବା ବେଳେ ତାହାର କୌଣସି ସ୍ଥାୟୀ ସମାଧାନ ହେଇ ପାରିନି | ଆଉ ସେପଟେ ଦେଖିବାକୁ ମିଳିଛି କି କି ଏହି ଘଟଣା କୁ ନେଇକି ଦୁଇ ଦୁଇ ଥର ସମାଧାନ ର ବାଟ ଖୋଜିଥିଲେ ମଧ୍ୟ ତାହା ବିଫଳ ହୋଇଛି |

ଆଉ ଯେଉଁଠି ପରିବାର କୋଟ ରେ ବର୍ତ୍ତମାନ ଚାଲିଛି ଏହି କେଶ ଟି | ଆଉ ସେପଟେ ଆଉ ଯେଉଁଠି ଅଗଷ୍ଟ 30 ତାରିଖରେ ନିର୍ଦେଶ ହୋଇଥିଲା କି ବର୍ଷା ଗୋଟିଏ ମାସ ପର୍ଯ୍ୟନ୍ତ ତାଙ୍କର ସ୍ୱାମୀ ଙ୍କ ଘରେ ରହି ପାରିବେ| ଆଉ ଗୋଟିଏ ମାସ ପୁରିଗଲା ପରେ ସେ ଅନୁଭବ ଙ୍କ ଘର ଛାଡ଼ିଦେବେ | ଆଉ ସେମିତି ଘଟଣା ଟି ଘଟିଛି ଆଉ ଆଜି ମାସେ ପୁରୁଯାଇଛି ବର୍ଷା ଙ୍କର| ଆଉ ଯେଉଁଥିପାଇଁ ବର୍ଷା ଅନୁଭବ ଙ୍କ ଘର ଛାଡିକି ପକେଇ ଯାଉଛନ୍ତି ଘରକୁ | ଆଉ ତାଙ୍କର ଶାଶୂ ଘରକୁ ସବୁଦିନ ପାଇଁ ଛାଡି ଦେଇଛନ୍ତି ବର୍ଷା |

ଆଉ ସେପଟେ ଅନୁଭବ ନିଜ ଘରକୁ ପ୍ରବେଶ କରିବା ପାଇଁ ପୁରୀଘର ଥାନା ରେ ସାହାଯ୍ୟ ଲୋଡିଛନ୍ତି | ଆଉ ବର୍ଷା ଘର ଛାଡିବା ପରେ ଅନୁଭବ ନିଜ ଘରକୁ ପୋଲିସ ର ସାହାଯ୍ୟରେ ପ୍ରବେଶ କରିବା ପାଇଁ ଚାହିଁଛନ୍ତି | ଆଉ ତାଙ୍କର କୌଣସି ପ୍ରକାରର ଅସୁବିଧା ନ ହେଉ ବୋଲି ଭାବିକିବ ସେ ପୋଲିସ ର ସାହାଯ୍ୟ ଲୋଡିଛନ୍ତି ଓ ତାହା ସହିତ ସେ ବର୍ଷା ଙ୍କର ଟଙ୍କା ସହିତ ସମସ୍ତ ଆବଶ୍ୟକତା କୁ କୋଟ ର ନିର୍ଦେଶ ଅନୁସାରେ ପୂରଣ କରିଛନ୍ତି | ଯାହା ଏବେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment