Odisha News Portal

New Twist – ବର୍ଷା-ଅନୁଭବ ସିନା ଅଲଗା ହେବେ କିନ୍ତୁ ଏକାଠି ସିନେମା କରିବେ ..ରିୟଲ ଲାଇଫରେ ଅଲଗା ହେବେ ରିଲରେ ଏକାଠି ହେବେ !

ହଁ ତେବେ ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ କି ବର୍ଷା ଆଉ ଅନୁଭବ ଙ୍କର ପାରିବାରିକ ବିବାଦ ବହୁତ ଦିନ ଧରିକି ଚାଲି ଆସୁଥିଲେ ମଧ୍ୟ କୋଟ ତାର କିଛି ଫୋଇସଲା ଦେଇ ନ ଥିଲା | ଆଉ ଗତ କାଲି ବର୍ଷା ଆଉ ଅନୁଭବ ଦୁଇ ଜଣଙ୍କୁ କୋଟ ଡାକିଥିଲା ଆଉ ସେମାନଙ୍କର ରାୟ କଣ ଲେଖିବା ପାଇଁ ମଧ୍ୟ କହିଥିଲା ଏହି ବିବାଦ କୁ ନେଇକି | ଆଉ ଯାହାର ପ୍ରତି ଉତ୍ତର ରେ ଅନୁଭବ ଆଉ ବର୍ଷା ଙ୍କର କଥା ରୁ ଯାହା ଜଣା ପଡିଥିଲା କି ସେମାନେ ଆଉ ଏକାଠି ସାଙ୍ଗରେ ରହିବା ପାଇଁ ଚାହୁଁ ନାହାନ୍ତି | ଆଉ ସେମାନଙ୍କର ସମ୍ପର୍କ ରେ ପୂର୍ଣ୍ଣଛେଦ ଲାଗିବାକୁ ଯାଉଛି | ଆଉ ଏହି ଘଟଣା କୁ ନେଇକି ସେମାନଙ୍କର ଫ୍ରେଣ୍ଡ ମାନେ କହିଛନ୍ତି କି ହୁଏତ ସେମାନେ ଅଲଗା ହେଇ ପାରନ୍ତି, କିନ୍ତୁ ଏକାଠି ଫ୍ଲିମ କରିବେ |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଅନୁଭବ ଆଉ ବର୍ଷା ଭଳି ସୁପର ଷ୍ଟାର ଙ୍କର ପାରିବାରିକ ବିବାଦ ବହୁତ ଦିନରୁ ଚାଲି ଆସିଛି |ଆଉ ଯାହା ଫଳରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ କିଛି ବି ଗୋଟିଏ ଫୋଏସୋଲା ନେଇ ପାରିନି କୋଟ | ତେବେ ଏତେ ଦିନର ଅପେକ୍ଷା ର ଏବେ ଅନ୍ତ ଘଟିବାକୁ ଯାଉଛି, ଆଉ ଯେଉଁଠି କୁହାଯାଉଛି କି ବର୍ଷା ଅନୁଭବ ଙ୍କ ପାରିବାରିକ ବିବାଦ ର ଶୁଣାଣି ହେବା ପାଇଁ କୋଟ କୁ ଡକାଯାଇଥିଲା | ଆଉ ଏତେ ବର୍ଷର ସମ୍ପର୍କ ରେ କଣ ଜବାନିକା ପଡିବ କି ସେ ନେଇକି ଅନେକ ପ୍ରଶ୍ନ ଉଙ୍କି ମାରୁଛି | ଆଉ କୋଟ ଯେତେବେଳେ ସେମାନଙ୍କର ରାୟ ମାଗିଥିଲା ସେତେବେଳେ ସେମାନେ କିଛି ମନର କଥା କୋଟ ଆଗରେ କହିଥିଲେ |

ତେବେ ସେମାନଙ୍କର ଏହି ବିବାଦ କୁ ନେଇକି ଅନୁଭବ କହିଥିଲେ କି ଆଉ ମଧ୍ୟସ୍ଥି କାମ ନ କରିବା ପାଇଁ ସେମାନଙ୍କର ସମ୍ପର୍କ କୁ ନେଇକି ଆଉ ଖୁବ ଶୀଘ୍ର ଶୁଣାଣି କରିବାକୁ ଅନୁଭବ ମତ ରଖିଥିବା ବେଳେ, ବର୍ଷା ମଧୁ କହିଛନ୍ତି କି କୋଟ ଯାହା ରାୟ ଦେବେ ସେ ମାନିବେ ଆଉ ଗ୍ରହଣ କରିବେ ବୋଲି | ଆଉ ସେମାନଙ୍କର କଥା ଶୁଣିକି ଯାହା ଲାଗୁଛି କି ସେମାନେ ଦୁଇ ଜଣ ଅଲଗା ହେବାକୁ ଚାହୁଁଛନ୍ତି |

ତେବେ ସେମାନଙ୍କର ଏହିଭଳି କଥା କୁ ଶୁଣିକି ଫ୍ରେଣ୍ଡ ମାନଙ୍କର ଚିନ୍ତା ବଢ଼ିବାରେ ଲାଗିଛି | ଆଉ ସେମାନେ କହିଛନ୍ତି କି ସେମାନଙ୍କର ପାରିବାରିକ କୋଳହ ଯୋଗୁଁ ସେମାନେ ଅଲଗା ହେଇ ପାରନ୍ତି କିନ୍ତୁ ସେମାନଙ୍କର ରିଲ ଲାଇଫ ରେ କିଛି ବି ଅସୁବିଧା ହେବନି |ଆଉ ସେମାନେ ପୁଣି ଥରେ ମିଶିକି ଅଭିନୟ କରିବେ ବୋଲି କହିଛନ୍ତି | ଆଉ ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।