Odisha News Portal

Pregnancy Tips – ବାରମ୍ବାର ଚେଷ୍ଟା ପରେ ବି Pregnant ହୋଇ ପାରୁ ନଥିଲେ କରନ୍ତୁ ଏହି ଉପାୟ

ଦୁନିଆଁର ସବୁଠାରୁ ସୁନ୍ଦର ଅନୁଭବ ଜଣେ ମା ହିଁ ପାଇଥାଏ , ମା ତାକୁ କୁହାଯାଏ , ଯିଏ ଦୁନିଆଁର ସବୁ ଦୁଃଖ କଷ୍ଟ ସହି 9 ମାସ ପର୍ଯ୍ୟନ୍ତ ନିଜ ଗର୍ଭରେ ଧରି ଆମକୁ ଦୁନିଆଁ ଦେଖାଇଥାଏ । କିନ୍ତୁ ଅନେକ ସମୟରେ କେତେକ ମହିଳାମାନେ ଗର୍ଭବତୀ ହେବାର ତଥା ମା ହେବାର ସୌଭାଗ୍ୟ ପ୍ରାପ୍ତ କରିପାରିନଥାନ୍ତି । ଏକ ରିସର୍ଚ୍ଚ ଅନୁସାରେ ମା ନହୋଇ ପାରିବାର ଅନେକ କାରଣ ରହିଥାଏ । ସେଥିମଧ୍ୟରୁ ଆଜି ଆମେ ଆପଣ ମାନଙ୍କୁ 9 ଗୋଟି କାରଣ ବିଷୟରେ ଜଣେଇବୁ , ଯାହା ସାହାର୍ଯ୍ୟରେ ଆପଣ ମାନେ ମଧ୍ୟ ମା ହେବାର ସୌଭାଗ୍ୟ ଲାଭ କରିବେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ।

1. ବାରମ୍ୱାର ଚେଷ୍ଟାପରେ ଯଦି ଆପଣ ଗର୍ଭବତୀ ହୋଇପାରୁ ନାହାନ୍ତି , ତେବେ ସର୍ବପ୍ରଥମେ ନିଜର ଥାଇରେଡ ପରିକ୍ଷା କରି ନିଅନ୍ତୁ । କାରଣ ଅନେକ କେସ ରେ ଦେଖିବାକୁ ମିଳିଥାଏ କି ଅନେକ ମହିଳାଙ୍କର ଥାଇରଏଡ ର ସମସ୍ୟା ରହିଥାଏ , ଯାହାଫଳରେ ଗର୍ଭାଶୟରେ ଡିମ୍ୱ ସୃଷ୍ଟି ହୋଇ ନଥାଏ ।

2. ଦ୍ୱିତୀୟରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ନିଜର ଡାଇବେଟିସ ପରିକ୍ଷା କରିନେବା ଉଚିତ , କାରଣ ଉଭୟଙ୍କ ମଧ୍ୟରୁ କାହାର ବି ଡାଇବେଟିସର ସମସ୍ୟା ରହିଥାଏ ତେବେ ଗର୍ଭବତୀ ହେବାରେ ବହୁତ କଷ୍ଟ ସାଧ୍ୟ ହୋଇଥାଏ ।

3. ମହିଳାମାନଙ୍କର ଓଜନ ଅଧିକ ବା ବହୁତ କମ ହେବା ଦ୍ୱାରା ଗର୍ଭଶୟରେ ପିଲାଟି ରହିବାକୁ ସକ୍ଷମ ହୋଇ ନଥାଏ । ଏହାକୁ POSC ରୋଗ ମଧ୍ୟ କୁହାଯାଏ , ତେଣୁ ଶରୀର ଓଜନ ନିୟନ୍ତ୍ରଣ ରଖିବା ବହୁତ ଭଲ ହୋଇଥାଏ ।

4. ଯେଉଁ ପୁରୁଷ ମାନେ ଅଧିକ ଅନିଦ୍ରା ରହିବାର ଅଭ୍ୟାସ ରହିଥାଏ ବା ଅତ୍ୟଧିକ ତାପମାତ୍ରା ସ୍ଥାନରେ ରହିଥାନ୍ତି , ଯାହାଫଳରେ ସେମାନଙ୍କର ସ୍ପର୍ମ ଦୁର୍ବଳ ହୋଇଯାଇଥାଏ । ଯେଉଁ ପୁରୁଷ ମାନଙ୍କର ସ୍ପର୍ମ ଦୁର୍ବଳ ହୋଇଥାଏ , ତାଙ୍କ ଦ୍ୱାରା ମହିଳା ମାନେ ଗର୍ଭଧାରଣ କରିବାରେ ସକ୍ଷମ ହୁଅନ୍ତି ନାହିଁ ।

5. ଜାଣି ରଖନ୍ତୁ କି ସହାବସ୍ଥାନର ସମୟ ଠିକ ହୋଇନଥିଲେ ଗର୍ଭବତୀ ହେବା ସମ୍ଭବ ହୋଇ ନଥାଏ । ତେଣୁ ଉଚିତ ସମୟରେ ଆପଣଙ୍କ ସ୍ତ୍ରୀ ଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତୁ , ଯାହାକି ଆପଣଙ୍କୁ ମା ହେବାରେ ବହୁତ ସାହାର୍ଯ୍ୟ କରିବ ।

6. ଉଭୟ ପୁରୁଷ ଓ ସ୍ତ୍ରୀ ନିଜ ଶରୀରର ଓଜନ ସର୍ବଦା ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ । କାରଣ ଅତ୍ୟଧିକ ଓଜନ ବା ବହୁତ କମ ଓଜନ ହେବା ଦ୍ୱାରା ପ୍ରଜଜନ କ୍ଷମତା ହ୍ରାସ ପାଇଥାଏ ।

7. ଗର୍ଭବତୀ ହେବାକୁ ଚାହୁଁଥିଲେ , ଗର୍ଭଧାରଣ କରିବାର 3 ମାସ ପୂର୍ବରୁ ଗର୍ଭନିରୋଧକ ବଟିକା ସେବନ କରିବା ବନ୍ଧ କରନ୍ତୁ । ତେବେ ଯାଇ ଆପଣ ମା ହୋଇପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।