ବାରବାଟୀ_ଷ୍ଟାଡିୟମର_କ୍ଷମତା_ହେଉଛି_୪୫_ହଜାର…୨୦_ହାଜର_ଟିକେଟ୍_ଗଲା_କୁଆଡ଼େ ? ପୁରା ଘଟଣା ଜାଣିଲେ ମୁଣ୍ଡରେ ହାତ ଦେବେ…

ବାରବାଟୀ କ୍ରିକେଟ ଷ୍ଟାଡିୟମ ରେ ଲୋକଙ୍କ କ୍ଷମତା 45 ହଜାର ଥିଲା ବେଳେ ସେଠାରେ 25 ହଜାର ଟିକେଟ ବିକ୍ରି ହେଇଥିବା ର ସୂଚନା ମିଳୁଛି, ମିଳିଥିବା ସୂଚନା ଅନୁଯାୟୀ ବାରବାଟୀ ଷ୍ଟାଡିୟମ ରେ ଭାରତ ଓ ଦକ୍ଷିଣ ଭାରତ ମଧ୍ଯ ରେ ଅନୁଷ୍ଠିତ ହବାକୁ ଥିବା t20 ଖେଳ ପାଇଁ 45 ହଜାର ଟିକେଟ ର ବ୍ୟବସ୍ଥା କରାଯାଇଥିଲା ହେଲେ ଟିକେଟ ବିକ୍ରି ହେଇଛି ମାତ୍ର 25 ହଜାର, ଏଠାରେ ପ୍ରଶ୍ନ ଉଠୁଛି କୁଆଡେ ଗଲା ଆଉ 20 ହଜାର ଟିକେଟ, କଣ ଏହି ଟିକେଟ ନିଜ ସମ୍ପର୍କକୀୟ ଙ୍କ ଭିତରେ ବଣ୍ଟା ଗଲା, ନା ମୁଖ୍ୟ ମନ୍ତ୍ରୀ ଓ ମେୟର ର ଙ୍କ ଟିକେଟ ନବା ଲୋକ ଦେଖାଣିଆ ଥିଲା |

ହଁ ଦର୍ଶକ ବନ୍ଧୁ ପାଇଁ ଖଣ୍ଡିଏ ଟିକେଟ ପାଇଁ ଏମିତି ବି ହେଇପାରେ ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟି ସତ, ଭାରତ ଓ ଦକ୍ଷିଣ ମଧ୍ୟ ଆରମ୍ଭ ହବାକୁ ଥିବା କ୍ରିକେଟ t20 ଶୃଙ୍ଖଳା ର ଆଜି ପ୍ରଥମ ଦିନ କଟକ ବାରବାଟୀ ଷ୍ଟାଡିୟମ ହବାକୁ ଯାଉଛି ଏହା ପାଇଁ ଲୋକଙ୍କ ଭିତରେ ଖେଳ ଦେଖିବାର ଉତ୍ସାହ ଦେଖିବାକୁ ମିଳିଛି, କରୋନା ମହାମାରୀ ପାଇଁ ଗତ କିଛି ବର୍ଷ ହବ ଲୋକେ ଷ୍ଟାଡିୟମ ଯାଇ ଖେଳ ଦେଖିବାର ସୁଯୋଗ ପାଇନଥିଲେ, ଏହି କିଛି ଦିନ ହବ ipl ର ମହାଶମର ସରିଥିବା ବେଳେ ଲୋକ ଙ୍କ ମନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହବାକୁ ପ୍ରଥମ t20 ଏହି ଅନୁଷ୍ଠିତ ହେଇଥିବାରୁ, ଲୋକେ ଖଣ୍ଡିଏ ଟିକେଟ ପାଇଁ ଖରାକୁ ଖାତିର ନ କରି ଧାଡି ଛିଡା ହେଇଛନ୍ତି |

ଦର୍ଶକ ବନ୍ଧୁ ଆପଣ ମାନେ ଭଲ ଭାବରେ ଜାଣିଥିବେ କରୋନା ର ମସହାମାରୀ ସମୟରେ ସମସ୍ତ କ୍ରିକେଟ ଷ୍ଟାଡିୟମ ବନ୍ଦ ରହିଥିଲା ଓ କିଛି ଦିନ ପରେ ଧୀରେ ଧୀରେ BCCI ଙ୍କ ନିର୍ଦେଶ କ୍ରମେ ଲୋକଙ୍କମୋନରଞ୍ଜନ ପାଇଁ ପୁଣି ଥରେ ଷ୍ଟାଡିୟମ ମାନ ପ୍ରଥମେ କମ ଲୋକଙ୍କୁ ନେଇ ଖୋଲା ଯାଉଥିଲା, ଏବେ ଆଗପରି କରୋନା ର ପ୍ରକୋପ କମ ଥିବାରୁ ବାରବାଟୀ ରେ ଏଥର ଖେଳ ଆୟୋଜନ କରାଯାଇଛି, ଓ BCCI ଙ୍କ ମୋତ ଅନୁଯାୟୀ ଏଥର ପୁରା ଦର୍ଶକ ରେ ଖେଳା ହବ ବୋଲି କହିଥିଲେ, ହଁ ଦର୍ଶକ ବନ୍ଧୁ ଏହା ଜାଣିସାରିବା ପରେ ଲୋକଙ୍କ ମନା ରେ ଖେଳ ଦେଖିବାର ଯେଉଁ ଭୋକ କିଛି ବର୍ଷ ହେଲା ଥିଲା ତାହା ଲୋକଙ୍କ ମଧ୍ୟରେ ଷ୍ଟାଡିୟମ ବାହାରେ ଦେଖିବାକୁ ମିଳିଥିଲା ।

ହେଲେ ଲୋକମାନେ ଜାଣିନଥିଲେ ଟିକେଟ ର ମହା ଦୁର୍ନୀତି ହେଇଛି ବୋଲି ସେଥିପାଇଁ ଲୋକେ ଲୋକେ ଖରା କୁ ଖାତିର ନ କରି ଦିନ ତମାମ ଲୋଡୁଛନ୍ତି ଖଣ୍ଡିଏ ଟିକେଟ ପାଇଁ କିଏ ଜାଣେ କିଏ ସେ ଟିକେଟ ପାଇଁ ଉପଯୋଗୀ ଦର୍ଶକ, ଖେଳ ଦେଖିବା ପାଇଁ ଲାଇନ ରେ ହଜାର ହଜାର ସଂଖ୍ୟା ରେ ଲୋକମାନେ ଛିଡା ହେଇଥିଲା ବେଳେ ରଥ ଯାତ୍ରା ଭଳି ତା ଭିତରେ ଦୋଳା ଚୋକତା ମଧ୍ୟ ହେଉଥିଲା ଏହି ପରି ଭାବବରେ ସ୍ଥିତି ଧୀରେ ଧୀରେ ଆୟତ୍ତ ବାହାରେ ହବାକୁ ଲାଗିଥାଏ,

ହେଲେ ଏହି ଟିକେଟ ର ଏହି ଦୁର୍ନୀତି ପାଇଁ ଲୋକଙ୍କୁ ମାରୁ ଖାଇବା ସହିତ ଦିନ ତମାମ ଖରାରେ ଛିଡା ହବାକୁ ପଡିଛି ଘଟଣା ରୁ ଯାହା ଜଣା ପଡିଛି 12 ହଜାର ଟିକେଟ ଅଫ୍ଲାଇନ ରେ ବିକ୍ରି ହେଇଥିଲା ବେଳେ ଅନଲାଇନ ରେ 5 ହଜାର ଓ ସ୍କୁଲ କଲେଜ, କ୍ଲବ ଇତ୍ୟାଦି ମାନଙ୍କରେ 8 ହଜାର ଟିକେଟ ବିକ୍ରି ହେଇଥିଲା ସର୍ବ ମୋଟ 25 ହଜାର ଟିକେଟ ବିକ୍ରି ହେଇଥିଲା, ହେଲେ ଏବେ ପ୍ରଶ୍ନ ଉଠୁଛି ବାକି ତୋକ 20 ହଜାର ଟିକେଟ ଗଲା କୁଆଡେ, ଏ ନେଇ ଏବେ ତଦନ୍ତ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି | ତାହାଲେ ଦର୍ଶକ ବନ୍ଧୁ ବାରବାଟୀ ହେଇଥିବା ଏହି ମହା ଦୁର୍ନୀତି ପଛରେ କିଏ ଦାୟୀ ସେ କଥା ଏ ପର୍ଯନ୍ତ ଜଣା ପୋଡ଼ିନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment