ବାରବାଟୀରେ ବୋତଲ୍ ମାଡ଼ !…. ଦେଖନ୍ତୁ Video

ଆଜ୍ଞା ହଁ ଦର୍ଶକ ବନ୍ଧୁ ଯେତେବେଳେ ଭାରତ ଓ ଦକ୍ଷିଣ ଆଫ୍ରିକା ର କ୍ରିକେଟ ଖେଳ ଓଡିଶା ରେ ଅନୁଷ୍ଠିତ ହବା କଥା ଦର୍ଶକ ମାନେ ଶୁଣିଥାନ୍ତି ସେତେବେଳେ ଦର୍ଶକ ମାନଙ୍କର ମନେ ପଡିଯାଏ 2015 ରେ ଘଟିଥିବା ସେଇ ଅପମାନ ଜନକ କଥା ଯାହା ଆଜକୁ ସାତ ବର୍ଷ ବିତିଗଲେ ବି ଦର୍ଶକ ମାନେ ଆଜି ବି ଭୁଲିପାରିନାହାନ୍ତି 7 ବର୍ଷ ପରେ ଯେତେବେଳେ ପୁଣି ଭାରତ ସହିତ ଦକ୍ଷିଣ ଆଫ୍ରିକା ର କ୍ରିକେଟ ଖେଳ ଅନୁଷ୍ଠିତ ହେବା କଥା ଦର୍ଶକ ମାନେ ଶୁଣିଥାନ୍ତି ସେତେବେଳେ ତାଙ୍କର ମନେ ପଡିଯାଏ 2015 ମସିହା ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ଚାଲିଥିବା ଦ୍ୱିତୀୟ t20 ମ୍ୟାଚ ର ସେଇ ବିବାଦ୍ୟ କଥା ଯାହା ପ୍ରଥମ ଥର ପାଇଁ କ୍ରିକେଟ ଇତିହାସ ରେ ଘଟିଥିଲା ଓ ଭାରତୀୟ ଦଳକୁ ବହୁତ ସମସ୍ୟା ର ସାମ୍ନା କରିବାକୁ ପଡିଥିଲା, ତାହାଲେ ଆସନ୍ତୁ ଦର୍ଶକ ପୁଣି ଥରେ ମନେ ପକାଇବା 7 ବର୍ଷ ତଳେ ଘଟିଥିବା ସେଇ ଘଟଣା କୁ |

କଟକ ବାରବାଟୀ ଷ୍ଟାଡିୟମ ରେ 2015 ରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଇଥିଲା ଅନ୍ତୋର୍ଜାତୀୟ କ୍ରିକେଟ ଟୁର୍ନାମେଣ୍ଟ ଯାହା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ଯ ରେ ହେଇଥିଲା, ଖେଳ ଆରମ୍ଭ ପୂର୍ବରୁ ଦର୍ଶକ ମାନେ ବହୁ ଆଶା ନେଇ ଖେଳ ଦେଖିବା ପାଇଁ ଆସିଥିଲେ, ପ୍ରଥମେ ଟସ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା, ମହେନ୍ଦ୍ର ସିଂହ ଧୋନୀ ଙ୍କ ନେତୃତ୍ୱ ରେ ଏହି ଟସ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା ଟସ ଜିତି ପ୍ରଥମେ ଦକ୍ଷିଣ ଆଫ୍ରିକା ବଲଲିଙ୍ଗ ର ନିଷ୍ପତି ନେଇଥିଲେ |

ଭାରତ ପ୍ରଥମ ବେଟଟିଙ୍ଗ କରି ତାହାର ସମସ୍ତ ଉଇକେଟ ମାତ୍ର 90 ରନ ରେ ହରେଇଦେଇଥିଲା, ଦୋଳ ପକ୍ଷ ରୁ ସର୍ବାଧିକ ରନ ରୋହିତ ଶର୍ମା ଓ ସୁରେଶ ରାଇନା 22 ରନ ଲେଖାଏଁ କରିଥିଲେ, ଭାରତୀୟ ଦଳ ର ଏହି ନିରାଶ ଜନକ ସ୍କୋର ଦେଖି ଦର୍ଶକ ମାନେ ବିଶ୍ୱାସ ଓ ଭରସା ସହିତ ଖେଳ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ହେଲେ ,ଭାରତୀୟ ଦଳ ଦର୍ଶକ ମାନଙ୍କୁ ନିରାଶ କରିଥିଲେ ଯାହା ଫଳ ରେ ଦର୍ଶକ ମାନେ ଉତକ୍ଷିପ୍ତ ହେଇ ଖେଳାଳି ମାନଙ୍କୁ ବୋତଲ ଫିଙ୍ଗିବା ଆରମ୍ଭ କରିଦେଇଥିଲେ, ଯାହା ଏବେ ବି 7 ବର୍ଷ ପରେ ମଧ୍ଯ ଭୁଲି ହେଇନାହିଁ,

କ୍ରିକେଟ ସେଇ କିଛି ମୁହୂର୍ତ୍ତ ଆଜି ବାରବାଟୀ ଯେତେବେଳେ ପୁଣି ସେଇ ୨ ଦଳ ମୁହାଁ ମୁଁହିଁ ହେବାକୁ ଯାଉଛି ତାହା ଦର୍ଶକ ମାନଙ୍କ ମନରେ ପୁଣି ସେଇ ଅଭୁଲା କଥା ତାଜା ହେଇ ମନେ ପଡିଯାଉଛି, ଅବଶ୍ୟ ସ୍ଥିତି ଆଗ ଭଳି ନାହିଁ, ହେଲେ ଘଟି ଯାଇଥିବା ସେଇ ଘଟଣା ଆଜି ଲୋକ ମାନଙ୍କ ମନ ସେମିତି ରହିଛି, ହଁ ଦର୍ଶକ ବନ୍ଧୁ ଏହା ଥିଲା ସେଇ ବାରବାଟୀ କିଛି ସ୍ମରଣ୍ୟ କଥା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment