ବାରବାଟୀରେ ଚାଲିଥିଲା ଖେଳ, VIP ବକ୍ସରେ ଅର୍ଚ୍ଚନା ସହ କୋଉ ନେତା ?… ଦେଖନ୍ତୁ ଭାଇରାଲ Video

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ସୋସିଆଲ ମିଡିଆରେ ବର୍ତ୍ତମାନ ଚାରିଆଡେ କେବଳ ଗୋଟିଏ ନାଁ ବେଶ ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ରାଣୀ ମହୁମାଛି ଅର୍ଚନା ନାଗ ଙ୍କ କଥା | ଆଉ ଯେଉଁଠି ଜଣା ପଡିଛି କୁ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାକୁ ଲାଗିଛି ଅର୍ଚନା ଙ୍କ ର | ତେବେ ବର୍ତ୍ତମାନ ସେହିଭଳି ଏକ ଘଟଣା ପ୍ରକାଶ ପାଇବାରେ ଲାଗିଛି | ଆଉ ଯେଉଁଠି କୁହାଯାଇଛି କି ଅର୍ଚନା ନାଗ କୁଆଡେ ନେତା ଆଉ ମନ୍ତ୍ରୀ ମାନଙ୍କ ସହିତ ମିଶି VIP ସିଟ ରେ ବସି ଦେଖୁଥିଲେ ବାରବାଟୀ ଷ୍ଟାଡିୟମ ରେ ହେଉଥିବା କ୍ରିକେଟ ଖେଳ |ଆଉ ତାହା ସହିତ ବହୁତ ନେତା ଆଉ ଅଭିନେତା ମାନଙ୍କୁ ମଧ୍ୟ ଯୋଗାଉଥିଲେ ଟିକେଟ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି ରାଣୀ ମହୁମାଛି ଅର୍ଚନା ନାଗ ଙ୍କ ଜାଲରେ ଯିଏ ଥରେ ପଡିଛି ତାହାର ଅବସ୍ଥା ଖରାପ ହୋଇଯାଇଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ନେତା ଠାରୁ ଆରମ୍ଭ କରିକି ସମସ୍ତେ ଫୋସିଛନ୍ତି ତାଙ୍କର ସେହି ମାୟା ଜାଲରେ | ଆଉ ଯାହା କୁହାଯାଉଛି କି ସେହିଭଳି ଏକ ଜାଲରେ ଫୋସିଛନ୍ତି ଜଣେ ବହୁତ ବଡ଼ ରାଜନେତା | ଆଉ ଯେଉଁଠି କୁହାଯାଉଛି କି ଅର୍ଚନା କି ଅର୍ଚନା କୁଆଡେ ଦୁଇ ମାସ ତଳେ ବାରବାଟୀ ଷ୍ଟାଡିୟମ ରେ ହେଇଥିବା ଖେଳ କୁ ଦେଖିବା ପାଇଁ ଯାଇଥିଲେ |

ଆଉ ତାହା ପୁଣି ତାଙ୍କର ସ୍ୱାମୀ ଙ୍କ ସହିତ ନୁହଁ ରାଜନେତା ଙ୍କ ସହିତ, ଆଉ ସେଠାରେ ଆଗ ପଛ ହୋଇ ବସିକି ଖୋଳକୁ ମଧ୍ୟ ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା | ଆଉ ଯାହା କୁହାଯାଇଛି କି ଯେତେବେଳେ ଟିକେଟ ପାଇଁ ବାରବାଟୀ ଷ୍ଟାଡିୟମ ନିକଟରେ କ୍ରିକେଟ ପ୍ରେମୀ ମାନେ ପାଗଳ ହେଇଯାଉଥିଲେ ଭାରତ ଆଉ ଦକ୍ଷିଣ ଆଫ୍ରିକା ର T-20 ମ୍ୟାଚ ଦେଖିବା ପାଇଁ | ସେତେବେଳେ ଅର୍ଚନା ଙ୍କ ପାଖରେ ଥିଲା 50 ରୁ ଅଧିକ ଟିକେଟ |ଆଉ ଯାହା ଜଣା ପଡିଛି କି ବହୁତ ଓଡ଼ିଆ ଅଭିନେତ୍ରୀ ମାନଙ୍କୁ ଟିକେଟ ମଧ୍ୟ ଦେଇଥିଲେ |

ଆଉ ତାହା ବ୍ୟତୀତ ଦେଖା ଯାଇଥିଲା କି ଅଭିନେତ୍ରୀ ମାନେ ମଧ୍ୟ ଅର୍ଚନା ଙ୍କ ସହିତ ଫୋଟ କୁ ଫେସବୁକ ରେ ସେୟାର କରିକି ଧନ୍ୟବାଦ ମଧ୍ୟ ଜଣାଇଥିଲେ | ଆଉ ଏବେ ଅର୍ଚନା ଙ୍କର ଗୁମର ଖୋଲିବା ପରେ ସବୁ କୁ ଡିଲିଟ କରିବାରେ ଲାଗିଛନ୍ତି | ତାହା ବ୍ୟତୀତ ଅର୍ଚନା ଙ୍କ ପାଖରେ ଖେଳ ଦେଖିବା ପାଇଁ ଟିକେଟ ଥିଲେ ମଧ୍ୟ ସେ ସ୍ୱାମୀ ଆଉ ପୁଅ ଙ୍କ ସହିତ ନ ଯାଇ ରାଜନେତା ଙ୍କ ସହିତ କଣ ପାଇଁ gole ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସାଜିଛି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment