Odisha News Portal

ଆଶ୍ଟର୍ଯ୍ୟ ଜନକ ଘଟଣା ! ଏପଟେ ବରଯାତ୍ରୀ ଆସୁଥିବା ସମୟ ରେ ସେପଟେ କନିଆଁ ର ପାର୍ଥିବ ଶରୀର ମଶାଣି କୁ ଯିବା ପାଇଁ ପ୍ରସ୍ତୁତ . , ବରଯାତ୍ରୀ ପହଞ୍ଚିବା ପରେ ଏମିତି ହେଲା…..

ଅନେକ ଲୋକମାନେ ବିବାହର କାର୍ଯ୍ୟରେ ଲାଗିପଡିଥାନ୍ତି ଏବଂ ବହୁତ ସୁରୁଖୁରୁରେ ମଧ୍ୟ ସେମାନଙ୍କର ବିବାହ ସଂପନ୍ନ କରିଥାନ୍ତି । ମାତ୍ର ଏହି ବିବାହ ସମୟରେ ମଧ୍ୟ କେତେକ ଅପ୍ରିୟ ଘଟଣା ମଧ୍ୟ ଏବେ ଶୁଣିବାକୁ ମିଳୁଛି । ସେହିପରି ଏକ ମାମଲା ଉତ୍ତର ପ୍ରଦେଶରେ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଉତ୍ତର ପ୍ରଦେଶର କୃଷିନଗରର ଖଡ୍ଡି କ୍ଷେତ୍ରରେ ଏକ ପୁଅ ଏବଂ ନେବୁଆ ନଙ୍ଗରିଆ କ୍ଷେତ୍ରରେ ଏକ ଝିଅ ରବିବାର ରାତିରେ ସେମାନଙ୍କର ବିବାହ ହେବାର ଥିଲା ।

ମାତ୍ର ଯେଉଁ ଦିନ ବରର ବାରାତ ଦୁଲହନ ସହିତ ବିଦାୟ ହେବାର ଥିଲା ସେହି ଦିନରେ ଦୁଲହନର ଅର୍ଥାତ କନ୍ୟାର ମୃତ୍ୟୁ ହୋଇଗଲା । ସୂଚନାଯୋଗ୍ୟ କି ଉତ୍ତର ପ୍ରଦେଶର ଖଡ୍ଡାକ୍ଷେତ୍ରର ଧନୋଜୀ ଆବାଦକାରୀ ଗ୍ରାମରେ ଉଦୟନାଥର ବଡ ପୁଅ ଓମ ପ୍ରକାଶର ବିବାହ ନେବୁଆ ନଙ୍ଗରିଆ କ୍ଷେତ୍ରର ନିବାସୀ ଶ୍ରୀନାରାୟଣଙ୍କର କନ୍ୟା ସହିତ 29 ନଭେମ୍ବରରେ ବିବାହ ହେବାର ଥିଲା ।

ବରପକ୍ଷ ଏବଂ କନ୍ୟାପକ୍ଷ ଦୁଇଜଣଙ୍କର ପରିବାରରେ ସମସ୍ତେ ଖୁସିରରହିଥିଲେ । ବିବାହର ସମସ୍ତ କାର୍ଯ୍ୟ ଶେଷ ହୋଇଯାଇଥିଲା । ମାତ୍ର ସେହି ସମୟରେ ଗୋଟିଏ ଖବର ସମସ୍ତଙ୍କ ମନରେ ଦୁଃଖ ଆଣି ଦେଇଥିଲା । 26 ନଭେମ୍ବର ଦିନ ଦୁଲହନ ମାୟାର ପରିବାର ଲୋକମାନେ ବରର ତିଲକ ରଶମ କରିବା ପାଇଁ ଯାଇଥିଲେ । ସୂଚନା ଅନୁସାରେ ସେହି ଦିନ କନ୍ୟା ମାୟା ତାର ଭାଇ ସହିତ ବିବାହର କିଛି ଜିନିଷ ଆଣିବା ପାଇଁ ଯାଇଥିଲା ।

ସେହି ସମୟରେ ସେ ବସିଥିବା ବାଇକରେ ସନ୍ତୁଳନ ହରାଇ ବସିଥିଲେ ଏବଂ ମାୟାକୁ ସେହି ସମୟରେ ଆଘାତ ଲାଗିଥିଲା । ତାପରେ ମାୟାର ଚିକିତ୍ସା କରାଗଲା ଏବଂ ସେ ସୁସ୍ଥ ପରେ ଘରକୁ ଆସିଥିଲା । ମାତ୍ର ରବିବାର ଦିନ ତୁରନ୍ତ ହିଁ ମାୟାର ଦେହ ଖରାପ ହେବାରେ ଲାଗିଲା ଏବଂ ସେ ସେହି ସମୟରେ ପ୍ରାଣ ତ୍ୟାଗ କରିଥିଲା ।

ଯେତେବେଳେ ବର ପାଖକୁ ତାର କନ୍ୟାର ମୃତ୍ୟୁର ଖବର ପହଞ୍ଚିଥିଲା ସେହି ସମୟରେ ବରର ହୋସ ଉଡିଗଲା । କନ୍ୟାର ଘର ସହିତ ବର ଘରେ ମଧ୍ୟ କନ୍ୟାର ମୃତ୍ୟୁର ଶୋକର ଛାୟା ଖେଳିଗଲା । କନ୍ୟାର ବାରାତ କରିବା ପରିବର୍ତ୍ତେ ତାର କୋକେଇ ଉଠିଲା । ବର ଘରର ଲୋକମାନେ ମଧ୍ୟ କନ୍ୟାର ଅନ୍ତିମ ବିଦାୟ ସମୟରେ ତାର ଘର ସହିତ ସାମିଲ ହୋଇଥିଲେ । 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ