Odisha News Portal

General Knowledge – ବାପାଙ୍କର ବୋଉର ସ୍ୱାମୀର ବୋହୂର ପୁଅର ପୁଅ ତମର କ’ଣ ହେବ ? କହିପାରିବେ ଏହି ପ୍ରଶ୍ନର ଉତ୍ତର କ’ଣ ହେବ କମେଣ୍ଟ କରି ଜଣାନ୍ତୁ….

ଆଜିର ବ୍ୟସ୍ତମୟ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି କାର୍ଯ୍ୟରେ ସର୍ବଦା ବ୍ୟସ୍ତ ରହୁଛନ୍ତି , ସେମାନଙ୍କ ଟିକିଏ କାର୍ଯ୍ୟରୁ ବାହର ହେବା ପାଇଁ ମଧ୍ୟ ସମୟ ନାହିଁ । ସେ ପାଠପଢା ହେଉ ବା ଚାକିରୀ କ୍ଷେତ୍ରରେ ହେଉ ବା ଟଙ୍କା ପଇସା ହେଉ , ସବୁଥିରେ ଟେନସନ ହିଁ ଟେନସନ । ଏସବି ଟେନସନ ଯେଗୁଁ ସେମାନେ ହସିବା ମଧ୍ୟ ଭୁଲି ଯାଇଛନ୍ତି ଏବଂ ସର୍ବଦା ଟେନସନରେ ରହି କାର୍ଯ୍ୟ କରୁଛନ୍ତି । ଆପଣ ମାନେ ସମସ୍ତେ ଜାଣିଛନ୍ତି କି ହସିବା ଶରୀର ପକ୍ଷେ ବହୁତ ଲାଭ ଦାୟକ ହୋଇଥାଏ , ଏହା ଦ୍ୱାରା ଆମ ଶରୀରର ଅଧା ରୋଗ ଠିକ ହୋଇଯାଇଥାଏ । ମାନସିକ ଚାପ ମଧ୍ୟ କମି ଯାଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ କେତେକ ମଜାଦାର ଜୋକ୍ସ ଗୁଡିକ ଶୁଣାଇବୁ , ଯାହା ଶୁଣି ଆପଣ ମାନେ ହସି ହସି ଗଢିଯିବେ । ତେବେ ଆସନ୍ତୁ ଜାଣିବା ସେହି ମଜାଦାର ଜୋକ୍ସ ଗୁଡିକ ବିଷୟରେ ।

1 ବାମରୁ ପଡିଲେ ଓଜନିଆ ଡାହାଣରୁ ପଡିଲେ ନାହିଁ ତାହା କେଉଁ ଶବ୍ଦ ?
ଉତ୍ତର – ଟନ ।

2 ମୁଁ ପର୍ବତ ଠାରୁ ବଡ କିନ୍ତୁ ଗଛ ଠାରୁ ଛୋଟ ମୁଁ କିଏ ?
ଉତ୍ତର – ପର୍ବତ ଉପରେ ଥିବା ଘାସ ।

3 ମୋ ଆଗରେ ନମ୍ୱର ଲେଖାଯାଇଛି କିନ୍ତୁ ମୁଁ 13 ଦେଖି ପାରୁ ନାହିଁ ମୁଁ କିଏ ?
ଉତ୍ତର – ଘଣ୍ଟା ।

4 ମୋ ପାଦ ଗୁଡିକ ଭୁଇଁରେ ଅଛି କିନ୍ତୁ ମୋ ମୁଣ୍ଡଟି ତାରା ମାନଙ୍କ ଠାରୁ ଉପରେ ଅଛି ମୁଁ କିଏ /
ଉତ୍ତର – ବ୍ୟାଜରେ ଷ୍ଟାର ଥିବା ପୋଲିସ ଅଫିସର ।

5 ଆମେ 10 ରୁ 2 କୁ କେତେଥର ଫେଡି ପାରିବା ?
ଉତ୍ତର – ଥରେ ମାତ୍ର ।

6 ମୁଁ ଗୋଟିଏ ଶବ୍ଦ , ଯଦି ମୋତେ ଠିକ ଉଚ୍ଚାରଣ କର ମୁଁ ଭୁଲ ହେବି , ଯଦି ମୋତେ ଭୁଲ ଉଚ୍ଚାରଣ କର ମୁଁ ଠିକ ହେବି ମୁଁ କିଏ ?
ଉତ୍ତର – ଭୁଲ ।

7 ଜଣେ ମୁକ ବ୍ୟକ୍ତି ଗୋଟିଏ ଟ୍ରୁଥବ୍ରଶ କିଣିବାକୁ ଚାହୁଁଥିଲେ ତେଣୁ ସେ ଦୋକାନୀଙ୍କୁ ଦାନ୍ତ ବ୍ରଶ କରିବା ଭଳି ସଙ୍କେତ ଦେଖାଇଲେ । ଦୋକାନୀ ତାଙ୍କ କଥା ବୁଝିଗଲେ ଏବଂ ଗୋଟିଏ ଚୁଥବ୍ରଶ ଦେଲେ । ତାଙ୍କ ପରେ ଜଣେ ଅନ୍ଧ ବ୍ୟକ୍ତି ଦୋକାନୀକୁ ଆସିଲେ ଏବଂ ସେ ଏକ ହଳ ଜୋତା କିଣିବାକୁ ଚାହୁଁଥିଲେ । ସେ ଦୋକାନୀକୁ କିଭଳି ସଙ୍କେତ ଦେଖାଇବେ ?
ଉତ୍ତର – ସେ କଥା କହିପାରିବେ ତେଣୁ ସଙ୍କେତ ଦରକାର ନାହିଁ ।

8 ବାପାଙ୍କର ବୋଉର ସ୍ୱାମୀର ବୋହୂର ପୁ୍ଅର ପୁଅ ତୁମର କଣ ହେବ ?
ଉତ୍ତର – ପୁତୁରା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।