ହଁ ବନ୍ଧୁଗଣ ଆପଣ ମାନେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମ ମନ ଖୁସି ହୋଇ ଯାଇଥାଏ | ବିଶେଷ କରିକି ଯେତେବେଳେ ଛୋଟ ଛୋଟ ପିଲାମାନଙ୍କର କଥା ଉଠେ ସେତେବେଳେ ଆମକୁ ଅଧିକ ଖୁସି ଲାଗିଥାଏ ସେହି ଭଳି ଭାଇରାଲ ହେଉଥିବା ଭିଡିଓ ଟିକୁ ଦେଖିବା ପାଇଁ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଠାରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଛି ଆଉ ହ୍ଵିମାନ ଙ୍କ କୁନି ଝିଅ ସୁନ୍ଦର ଭାବରେ ଗାଇବାକୁ ଲାଗିଛନ୍ତି ଗୀତ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ରେ ନଜର ପକାଇବା |
ତେବେ ଆପଣ ମାନେ ସମସ୍ତେ ଓଡିଶା ର ନମ୍ବର 1 ସଙ୍ଗର ଯାହାଙ୍କର ସ୍ୱର ର ଯାଦୁ ରେ ଦର୍ଶକ ମାନେ ମୋତୁଆଲା ହୋଇଯିବ କଥା ଜାଣିଥିବେ | ଆଉ ନିଜର ସୁନ୍ଦର ସ୍ୱର ମାଧ୍ୟମରେ ଦର୍ଶକ ମାନଙ୍କର ହୃଦୟ କିଣି ନେଉଥିବା ଆମ ସମସ୍ତଙ୍କ ର ପ୍ରିୟର ସିଙ୍ଗର ହ୍ଵିମାନ ଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ହ୍ଵିମାନ ନୁହଁ ହ୍ଵିମାନ ଙ୍କର କୁନି ଝିଅ ଗୀତ ଗାଉଥିବାର ଦେଖିବାକୁ ମିଳିଛି | ଆଉ କୁନି କୁନି ଓଠ ରେ ଏତେ ସୁନ୍ଦର ଭାବରେ ଗାଇବାକୁ ଲାଗିଛନ୍ତି ଗୀତ ଯାହା ସମସ୍ତଙ୍କୁ ବେଶ ଆକୃଷ୍ଟ କରେଇଛି ବୋଲି କୁହାଯାଉଛି |
ଆପଣ ମାନେ ଜାଣିଥିବେ କି ହ୍ଵିମାନ ବିବାହ କରିଥିଲେ ଶ୍ରୀୟା ଙ୍କୁ ଆଉ ଦୁଇଜଣ ଭଲ ଗୀତ ଗାଇଥାନ୍ତି | ତେବେ ପ୍ରେମ ବିବାହ ପରେ ତାଙ୍କର ଗୋଟିଏ କୁନି ଝିଅ ଟି ମଧ୍ୟ ହୋଇଥିବା କଥା କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଶ୍ରୀୟା ନକପ ସହିତ ଗୀତ ଗାଇବାକୁ ଲାଗୁଛନ୍ତି ହ୍ଵିମାନ ଙ୍କର କୁନି ଝିଅ ଟି | ଆଉ ଯାହା ପୁଣି ହ୍ଵିମାନ ଙ୍କର ଏକ ଲୋକ ପ୍ରିୟ ଗୀତ ଯାହାକୁ ଦର୍ଶକ ମାନେ ପସନ୍ଦ କରିଥାନ୍ତି |
ତେବେ ସେହି ଗୀତ ଟି ହେଉଛି “ତ ଧଡକନ ର ଧୁନ ମୋ ଛାତିରେ ” | ଆଉ ଏହି ଗୀତ ରେ ପଦେ ହ୍ଵିମାନ ଗାଉଥିବା ବେଳେ ପଦେ ଗାଇବାକୁ ଲାଗିଥିଲେ ହ୍ଵିମାନ ଙ୍କ ଝିଅ | ତେବେ ମା ଆଉ ଝିଅ ମିଶିକି ସୁନ୍ଦର ଭାବରେ ଏହିଭଳି ଏକ ମନୋଛୁଆଁ ଗୀତ ଟିକୁ ଗାଇ ଦର୍ଶକ ମାନଙ୍କ ର ମନକୁ କିଣି ନେଇଛନ୍ତି ଛୋଟ ଝିଅ ଟି | ଆଉ ଆଇ ଲଭ ଇଉ ଓ ଆଇ ମିସ ଇଉ କହି ସମସ୍ତଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।