Odisha News Portal

ବାପା ଙ୍କୁ ଛାଡି ଯିବିନି, ଏହି ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ… ଦେଖନ୍ତୁ Video

ପ୍ରତ୍ୟେକ ଝିଅ ଜୀବନରେ ବିବାହ ଏକ ଏପରି ସମୟ ଯେଉଁ ସମୟକୁ ବାପାମାଆ ମସନେ ବହୁତ ଅପେକ୍ଷା କରିଥାନ୍ତି, ଆଉ ସେହି ବିବାହକୁ ନେଇ ଝିଅବି ଅନେକ ସ୍ୱପ୍ନ ଦେଖିଥାଏ ।ଆଉ ଯେତେବେଳେ ସେହି ସମୟ ଆସେ ବିବାହ ହୁଏ ବିବାହର ମାହଲ ଭିତରେ ସମସ୍ତେ ବହୁତ ହସ ଖୁସି ଓ ମସ୍ତି ହେଇଥାଏ ।କିନ୍ତୁ ତା ଭିତରେ ଏକ ଏମିତି ସମୟ ଆସେ ଯେଉଁ ସମୟରେ ସମସ୍ତଙ୍କ ଆଖିରେ ଲୁହ ଚାଲି ଆସେ ।ଆଉ ସେହି ସମୟ ହେଉଛି ବିଦାୟର ମୁହୂର୍ତ୍ତ ।

କଥାରେ କୁହାଯାଏ ଝିଅ ଜନମ ପରଘରକୁ, ବାପାମାଆ କେତେ ସ୍ନେହ ସରଧାରେ ନିଜର ଅଲିଆଳି ଝିଅକୁ ଗେଲ ବଶରରେ ବଡେଇ ଆଣି ଥାଆନ୍ତି କିନ୍ତୁ ସେହି ସମୟ ଏତେ ଜଲଦି ବିତି ଝିଅର ବିବାହ ସମୟ ଆସି ଯାଏ ତାହା କେହି ଜାଣି ପାରନ୍ତି ନାହିଁ, ଆଉ ସେତେବେଳେ କାହିଁ କେଉଁ ରାଇଜ ଓ କେଉଁ ରଜାପୁଅ ହାତକୁ ସେହି ଝିଅକୁ ଟେକି ଦିଅନ୍ତି ।ତେବେ ଆମେ ସମସ୍ତେ ଜାଣିଚୁ ଝିଅ ମାନେ ନିଜ ବାପା ମାନଙ୍କ ସହିତ ବହୁତ ଭଲ, ଆଉ ବାପାଙ୍କ ପାଇଁ ତାଙ୍କ ଝିଅ କୋଉ ରାଜକୁମାରି ଠାରୁ କମ ନୁହେଁ ।

କିନ୍ତୁ ଯାହାକୁ ଏତେ ଆଦରରେ ଗଡି ଆଣିଥିଲେ ତାକୁ ନିଜ ହୃଦୟ ର ଟୁକୁଡ଼ା କୁ କେମିତି ଆସୁ କାହା ହାତକୁ ଏତେ ସହଜରେ ଦେଇ ଦେବେ ଯେ ।ତେବେ ଏମିତି ଏକ ବିବାହର ବିଦାୟ ଭିଡ଼ିଓ ଭାଇରଲ ହେଇଛି ଇଂସ୍ତଗ୍ରାମରେ ଯାହାକୁ ଏବେ ବହୁତ ଲୋକ ଦେଖି ସାରିଲେଣି ଆଉ ନିଜର କମେଣ୍ଟ ବି ଦେଇ ସାରିଲେଣି ।ତେବେ ସେହି ଭିଡ଼ିଓରେ ଦେଖିବାକୁ ମିଳିଛି ଜଣେ ଝିଅ ବିବାହ ପରେ ବିଦାୟ ବେଳେ ନିଜ ବାପାକୁ ଧରି ବହୁତ ଜୋରରେ କାନ୍ଦୁଛି ଆଉ ବାପା ବି ନିଜେ କୋହକୁ ଚାପି ପାରି ନାହାନ୍ତି ।

ନିଜର ଅଲି ଅଳି ଝିଅକୁ ପର ହାତକୁ ଟେକି ଦେଉଛନ୍ତି ସତ ସେହି ବାପା କିନ୍ତୁ ମନ ତଳେ ଯେଉଁ ଦୁଃଖ ସେ ଚାପି ରଖିଛନ୍ତି ତାହା କେବଳ ଜଣେ ବାପା ହିଁ ବୁଝି ପାରିବ ।ତେବେ ଏହି ଭିଡ଼ିଓଟି ଏବେ ସୋସିଆଲ ମେଡିଆରେ ଖୁବ ଜୋରରେ ଭାଇରଲ ହେଉଛି ।ଯାହାକୁ ଦେଖିଲା ପରେ ପ୍ରତ୍ୟେକ ବାପା ଓ ଝିଅ ମସନଙ୍କର ବିଦାୟ ସମୟ କଥା ନିଶ୍ଚିତ ମନେ ପଡି ଯାଉଛି ।

ତେବେ ବନ୍ଧୁମାନେ କହିଲେ ଝିଅ ମାନେ ନିଜ ଜୀବନକୁ ଜାଣିବା ଆରମ୍ଭ କରି କରୁ ତାଙ୍କ ଜୀବନର ସବୁ କିଛି ବଦଳି ଯାଏ ବିବାହ ପରେ ।ଏହି ସାମାଜିକ ପବିତ୍ର ବନ୍ଧନ ଆଜି ନୁହେଁ କାହିଁ କୋଉ କାଳରୁ ଚାଲି ଆସୁଛି ଓ ସବୁ ଝିଅ ନିଜ ଦୁନିଆକୁ ସବୁଦିନ ପାଇଁ ପର କରି ଏକ ନୂଆ ଦୁନିଆକୁ ଚାଲି ଯାଆନ୍ତି ଆଉ ପଛରେ ଛାଡି ଦିଅନ୍ତି ନିଜର ଦବୁ ପ୍ରିୟଜନଙ୍କୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।