Odisha News Portal

ଦେଖନ୍ତୁ Live ଭିଡ଼ିଓ – ବାପା ହେବା ଖୁସିରେ ନିଜ ଫ୍ୟାନ ମାନଙ୍କୁ କେମିତି ମିଠା ଖୁଆଉଛନ୍ତି ଅଭିନେତା ବାବୁଶାନ ଦେଖନ୍ତୁ

0 420

ବର୍ତ୍ତମାନ ର ଦୁନିଆ ହେଉଛି ଇଣ୍ଟରନେଟ ର ଦୁନିଆ।ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ।ତେଣୁ ଏବେ କୌଣସି ଏକ ଘଟଣା ଘଟିଲେ ତାହା ସୋସିଆଲ ମିଡ଼ିଆ ରେ ଖୁବ ଶୀଘ୍ର ଭାଇରାଲ ହୋଇ ଯାଏ।ମାତ୍ର ଏହି ଘଟଣା ଯଦି କୌଣସି ସେଲିବ୍ରେଟି ଙ୍କ ହୋଇ ଥାଏ ତାହେଲେ ତାହା ନିଆଁ ପରି ଭାଇରାଲ ହୋଇ ଥାଏ।ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ।

ପୁଣି କେତେବେଳେ ନିଜର ଚଳଚ୍ଚିତ୍ର ପାଇଁ ତ କେତେବେଳେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ।ସବୁ ବେଳେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି। କିନ୍ତୁ ଯଦି ଆମେ ଏହି ଅଭିନେତା ଅଭିନେତ୍ରୀ ଙ୍କ ବିଷୟ ରେ କହିବା ତେବେ ଆପଣ ମାନେ ଜାଣିଥିବେ ଆଲିଉଡ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ବାବୁସାନ୍ ମହାନ୍ତି ଲୋକ ପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଓ ଉତ୍ତମ ମହାନ୍ତି ଙ୍କ ସୁପୁତ୍ର ଅଟନ୍ତି । ତେବେ ବର୍ତ୍ତମାନ ସମୟ ର ସବୁଠୁ ବଡ଼ ଖବର ଆସିଛି ଆଲିଉଡ ଇଣ୍ଡଷ୍ଟ୍ରି ପାଇଁ ଯାହାକି ର ସୁପର ଷ୍ଟାର୍ ବାବୁସାନ୍ ମହାନ୍ତି ବାପା ହୋଇଛନ୍ତି ତାହା ପୁଣି ଏକ ପୁତ୍ର ସନ୍ତାନ ର । ବର୍ତ୍ତମାନ ର ସବୁଠୁ ବଡ଼ ଖବର ଅଲିଉଡ ଇଣ୍ଡଷ୍ଟ୍ରି ପାଇଁ ଅଟେ ।

ଅପରାଜିତା ମହାନ୍ତି ଓ ଉତ୍ତମ ମହାନ୍ତି ଜେଜେମା ଜେଜେବାପା ହୋଇଛନ୍ତି । ଏହି ଖୁସି ରେ ବାବୁସାନ୍ ମହାନ୍ତି ନିଜ ଫ୍ରେଣ୍ଡ୍ ମାନଙ୍କ ସହିତ କେକ୍ କାଟି ଅଛନ୍ତି ଓ ମିଠା ବାଣ୍ଟି ଅଛନ୍ତି । ନିଜ ଫ୍ରେଣ୍ଡ୍ ଓ ପରିବାର ଲୋକ ମାନଙ୍କ ସହିତ ସେ ଏହି ଖୁସି କୁ ସେୟାର କରିଛନ୍ତି । ତେବେ ବିବାହ ର ଅନେକ ଦିନ ପରେ ବାବୁସାନ୍ ମହାନ୍ତି ବାପା ହେବାର ସୁଯୋଗ ପାଇଛନ୍ତି ।

ଅପରାଜିତା ମହାନ୍ତି ଓ ଉତ୍ତମ ମହାନ୍ତି ଏଥିପାଇଁ ଖୁବ୍ ଖୁସି ଥିବାର ନଜର ଆସିଛନ୍ତି । ଏହି ଖୁସି ଖବର କୁ ସେମାନେ ସୋସିଆଲ ମିଡିଆ ଜରିଆ ରେ ନିଜ ଫ୍ୟାନ ମାନଙ୍କ ସହିତ ସେୟାର କରିଛନ୍ତି ଓ ମିଠା ବାଣ୍ଟି ଥିବାର ଓ କେକ କାଟି ଥିବାର ଫଟୋ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ।

ବାବୁସାନ୍ ଙ୍କୁ ତାଙ୍କ ଫ୍ୟାନ ମାନେ ତାଙ୍କର ଏହି ଖୁସି ପାଇଁ ଶୁଭେଛା ମଧ୍ୟ ଜଣାଇ ଅଛନ୍ତି। ବର୍ତ୍ତମାନ ସମୟ ରେ ତାଙ୍କ ପୁଅ ର ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ସେୟାର ହେବାରେ ଲାଗିଛି । ଓ ବାବୁସାନ୍ କେକ କରୁଥିବାର ଫଟୋ ଓ ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆ ରେ ନିଜ ଫ୍ୟାନ ମାନଙ୍କ ସହିତ ସେୟାର କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।