ବନ୍ଧ୍ୟା ମାନେବି ହେବେ ଗର୍ଭବତୀ , ଆଉ ପାଇବେ ମାତୃତ୍ୱର ସୁଖ… ଏ ନେଇ କଣ କହୁଛନ୍ତି ସ୍ପେଶାଲ ଡକ୍ଟର… ଦେଖନ୍ତୁ Video

ବର୍ତ୍ତମାନ ସମୟରେ ଯୁଗ ଧୀରେ ଧୀରେ ବଦଳିବାରେ ଲାଗିଛି ଯାହା ଏବେ ସବୁ କ୍ଷେତ୍ରରେ ଡିଜିଟାଲ ର ବ୍ୟବହାର କରା ଯାଉଛି। ଆଗରୁ ଏହିପରି ବ୍ୟବସ୍ଥା ନଥିଲା ଯାହା ସବୁ ବିଜ୍ଞାନ ଦ୍ୱାରା ସମ୍ଭବ ହୋଇ ପାରିଛି। ଆଉ ଏହିଠାରେ ସେହିପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ମେଡିକାଲ ରେ ଉନ୍ନତ ଧାରଣ ହୋଇ ପାରିଛି ତାହା ଆମ ରାଜ୍ୟରେ। ତେବେ ଆସନ୍ତୁ ଜାଣିବା ଜଣେ ଡାକ୍ତର ଏମିତି କିଛି ବାଞ୍ଝ ରହିଥିବା ମହିଳା ମାନଙ୍କ ପାଇଁ କଣ ସେବା କରିଛନ୍ତି।

ଏହିଠାରେ ଏକ ନୂତନ ଖବର ଆସି ପହଂଚିଛି ଯାହା ଜାଣିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଯୁଗର ପରିବର୍ତ୍ତନ ପରେ ଏବେ ଅତ୍ୟାଧୁନିକ ଯୁଗ ରେ ବିଭିନ୍ନ କ୍ଷେତ୍ରରେ ସବୁ ଟେକ୍ନୋଲୋଜି ର ବ୍ୟବହାର କରା ଯାଉଛି ସେହିପରି ମେଡିକାଲ କ୍ଷେତ୍ରରେ ମଧ୍ୟ ବହୁଳ ଭାବରେ ବ୍ୟବହାର କରିବା ଦ୍ଵାରା ଆଜି ମଣିଷ ବିଭିନ୍ନ ଅସୁବିଧା ରୁ ବଂଚିବା ସହିତ ମୃତ୍ୟୁ ରୁ ମଧ୍ୟ ବର୍ତ୍ତି ଯାଉଛି। ଆଉ ଏବେ ବିଜ୍ଞାନ ଏତେ ଆଗକୁ ଗଲାଣି ଯାହା ଏଠାରେ ପ୍ରମାଣ ର ସହିତ ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ଯଦି ଗର୍ଭବତୀ ହୋଇ ପାରୁ ନାହିଁ ତେବେ ଏହିଠାରେ ଏହି ବନ୍ଧ୍ୟା ବା ବାଞ୍ଝ ମାନଙ୍କ ପାଇଁ ଚିକିତ୍ସା ମିଳିବା ନେଇ ସୂଚନା ମିଳିଛି।

ଆଉ ଏହିଠାରେ ଜଣେ ଡାକ୍ତର ଏମିତି କିଛି ମନ୍ତବ୍ୟ ମଧ୍ୟ ରଖିଛନ୍ତି ଯେଉଁଠାରେ କହିଛନ୍ତି ଯେ ” ପ୍ରାୟତଃ ୧୫% ଲୋକ ଏହି ଚିକିତ୍ସା ରୁ ଵଂଚିତ ହୋଇଛନ୍ତି ଆଉ ଏହିଭଳି ତାଙ୍କର ମଧ୍ୟ ଛୁଆ ଜନ୍ମ ଦେଇ ପାରୁନାହାନ୍ତି। ଆଉ ସେମାନଙ୍କ ମଧ୍ୟରୁ କିଛି ଅଛନ୍ତି ଯେଉଁମାନେ ବାହାରେ କହିବା ପାଇଁ କୁଣ୍ଠାବୋଧ ପ୍ରକାଶ କରି ଥିବା ବେଳେ ଆଉ କିଛି ଏହା ବିଷୟରେ ଜାଣି ନାହାଁନ୍ତି”। ଆଉ ଏହିଭଳି ସମୟରେ ଯଦି ଆପଣ ମାନେ ଗର୍ଭଧାରଣ କରିବାକୁ ଚାହୁଁଛନ୍ତି ତେବେ ଆମ ରାଜ୍ୟର ଭୁବନେଶ୍ୱର ଠାରେ ଏମିତି ଏକ ହସ୍ପିଟାଲ ଖୋଲା ଯାଇଛି ଯାହାର ଚିକିତ୍ସା ମଧ୍ୟ କରା ଯାଉଛି। ଆଉ ଏହାପାଇଁ ଲ୍ୟବୋଟେରୀ ,ଟେକ୍ନୋଲୋଜି ଇତ୍ୟାଦିର ଆବଶ୍ୟକତା ରହିଥାଏ ଯାହାର ଖର୍ଚ୍ଚ ଅତ୍ୟଧିକ ବ୍ୟୟ ବହୁଳ ନୁହେଁ। ଆଉ ଏହିଠାରେ ଡାକ୍ତର ତାହା ସବୁ ପ୍ରକାଶ କରିଛନ୍ତି। ଆଉ ଏହାକୁ ନେଇ ଅଧିକାଂଶ ଲୋକ ମଧ୍ୟ ସମାଜ ରେ ଲୁଚେଇ ଥାଆନ୍ତି କହିବା ପାଇଁ ବାହାରକୁ ଆସନ୍ତି ନାହିଁ।

ଏହି ଭଳି ମହିଳା ବା ସ୍ତ୍ରୀ ମାନଙ୍କର ଗର୍ଭ ଧାରଣ କରି ପାରନ୍ତି ନାହିଁ ତାହାର କାରଣ ନିଜେ ନୁହଁନ୍ତି ସେଥିପାଇଁ ତାଙ୍କର ସ୍ୱାମୀର ମଧ୍ୟ କିଛି ଅସୁବିଧା ରହିପାରେ ଯାହା ପାଇଁ ଏମିତି ଅସୁବିଧା ହୋଇଥାଏ। ଉଭୟ ପୁରୁଷ ଓ ମହିଳା ଙ୍କର ଅସୁବିଧା ରହିଲେ ଏମିତି ଘଟଣା ଘଟିଥାଏ। ବାଞ୍ଝ ବା ବନ୍ଧ୍ୟା ମାନଙ୍କ ପାଇଁ ପ୍ରଥେମେ ଏହି ମେଡ଼ିକାଲ ଆସିବା ପରେ ତାଙ୍କର ବିଭିନ୍ନ ପରୀକ୍ଷା ପରେ ସେହି ଅନୁଯାୟୀ ତାଙ୍କର ଖର୍ଚ୍ଚ ହୋଇଥାଏ ଯାହା ଡାକ୍ତର ଏଠାରେ କହିଛନ୍ତି ଏବଂ ଆଉ କିଛି ଜଣା ଲୋକଙ୍କ ର ଏମିତି ସାଧାରଣ ଚିକିତ୍ସା ରେ ମଧ୍ୟ ସେମାନେ ଗର୍ଭ ଧାର କରି ପାରି ଥାଆନ୍ତି ଯାହା ସେ ସୂଚନା ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment