Odisha News Portal

ବନ୍ଦ ହେବ ପେଟ୍ରୋଲ-ଡିଜେଲ୍ କାର୍ ! ଇଲେକ୍ଟ୍ରିକ୍ କାର୍ କିଣିଦେବେ ସରକାର, ଜାଣନ୍ତୁ କେଉଁଠି ଏବଂ କାହିଁକି

ବନ୍ଦ ହେବ ପେଟ୍ରୋଲ ଡିଜେଲ କାର୍ , ଇଲେକ୍ଟ୍ରିକାର୍ କିଣି ଦେବେ ସରକାର । ତେବେ ଗାଡି ଚାଳକ ଙ୍କ ପାଇଁ ବଡ ଖବର । ଆଉ ଚାଲିବନି ପେଟ୍ରୋଲ ଡିଜେଲ କାର୍ । ତେବେ ସଂମ୍ପୂର୍ଣ୍ଣ ଭବାରେ ବନ୍ଦ ହେବାକୁ ଯାଉଛି ପେଟ୍ରୋଲ ଏବଂ ଡିଜେଲ ଚାଳିତ କାର୍ । ପରିବେଶକୁ ପରିସ୍କାର ଏବଂ ବାୟୁ ପ୍ରଦୂଷଣ କୁ ରୋକିବା ପାଇଁ ସରକାର ନେଇଛନ୍ତି ବହୁତ ବଡ ନିଷ୍ପତି ।

ତେବେ ପ୍ରଧାନ ମନ୍ତ୍ରୀ ସବୁଜ ଯୋଜନାକୁ ସଫଳ କରିବା ପାଇଁ ଆସନ୍ତା 2030 ସୁଦ୍ଧା ପେଟ୍ରୋଲ ଡିଜେଲ କାର୍ ଗୁଡିକୁ ସଂମ୍ପୂର୍ଣ୍ଣ ଭବାରେ ବନ୍ଦ କରିବା ସହ ଇଲେକ୍ଟି କାର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଏପରିକି ଗାଡି ଚାଳକ ଙ୍କୁ ସରକାର ଏହି ଇଲେକ୍ଟ୍ରି କାର କିଣି ଦେବାର ସହାୟତା କରିବାର ଘୋଷଣା ମଧ୍ୟ କରିଛନ୍ତି ।

ତେବେ ଜାତୀୟ ଗଣ ମାଧ୍ୟମର ସୂଚନା ଅନୁସାରେ , ନୂଆ ପେଟ୍ରୋଲ ଏବଂ ଡିଜେଲ କାର ଗୁଡିକ ଉପରେ ରୋକ ଲଗାଇଛନ୍ତି ଲଣ୍ଡନ ସରକାର । ଆସନ୍ତା 2030 ରୁ ୟୁକେ କୌଣସି ନୂଆ ପେଟ୍ରୋଲ କିମ୍ବା ଡିଜେଲ ଚାଳିତ କାର ବିକ୍ରି ହୋଇ ପାରିବ ନାହିଁ । ବରଂ ଏହା ବଦଳରେ ଇଲେକ୍ଟ୍ରି କାର ବଜାର କୁ ଆସିବ ବୋଲି ଘୋଷଣା କରିଛନ୍ତି ୟୁକେ ର ପ୍ରଧାନ ମନ୍ତ୍ରୀ ଗୋରିସ୍ ଜନସନ୍ । ପୂର୍ବରୁ ଦେଶ ବାସୀଙ୍କୁ ସତର୍କ କରାଇ ପ୍ରଧାନ ମନ୍ତ୍ରୀ ଗୋରିସ୍ ଏକ ବଡ ନିଷ୍ପତି ନେଇଛନ୍ତି ।


ତେବେ ପ୍ରଧାନ ମନ୍ତ୍ରୀ ସବୁଜ ଯୋଜନା ଅଧିନରେ ଦଶ ସତୁରୀ ସବୁଜ ଶିଳ୍ପ ବିପ୍ଳବ ମଧ୍ୟରେ ଏହାକୁ ପ୍ରତ୍ସାହୋନ ଦିଆ ଯାଇଛି । ଯାହା ଦ୍ବାରା ସାମୁଦ୍ରିକ ପବନ ଶକ୍ତି କ୍ଷମତା କୁ ଚାରି ଗୁଣା ବୃଦ୍ଧି କରା ଯାଇ ପାରିବ । ସେହି ଭଳି କାର୍ଡନ କ୍ୟାପଚର୍ ଟେକ୍ନୋଲୋଜିରେ ଲଣ୍ଡନକୁ ଗ୍ରୀନ ଫାଇନାସିଆଲ୍ ଗ୍ଲୋବାଲ ସେଣ୍ଟର ଭାବେ ଗଢି ତୋଳିବା କୁ ପ୍ରାୟସ ଆରମ୍ଭ ହୋଇ ଥିବା କହିଛନ୍ତି ବୋରିସ୍ । ତେଣୁ ଏ ନେଇ 0 କିମ୍ବା ଖୁବ୍ ପରି ମାଣର ପ୍ରଦୂଷଣ କରୁ ଥିବା ଯାନ କିଣି ବାକୁ ୟୁକେ ସରକାର ସେଠାକାର ଲୋକ ମାନଙ୍କୁ ସବସିଡ୍ ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ।

ସେହି ଭଳି ସହରର ପ୍ରତି ଘରେ ଘରେ ହାଇଡ୍ରୋଜେନ୍ ବ୍ୟବହାର କୁ ମଧ୍ୟ ଗୁରୁତ୍ବ ଦିଆ ଯିବ । ତେବେ ଏ ନେଇ ପ୍ରଧାନ ମନ୍ତ୍ରୀ ବୋରିସ୍ କହିଛନ୍ତି କି ଏହି ନୂଆ ଯୋଜନା ପାଇଂ ବ୍ରିଟିସ ସରକାର 15.9 ବିଲିୟନ ଡଲାର ବ୍ୟୟପରାଧ କରିଛନ୍ତି । ଏହା ଦ୍ବାରା ସେଠାରେ 2.5 ଲକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇ ପାରିବ । ତେବେ 2050 ମଧ୍ୟରେ ଦେଶକୁ କାର୍ବନ ନ୍ୟୁଟ୍ରାଲ ଭାବରେ ଗଢି ତୋଳିବା କୁ ସରକାର ଏଭଳି ନିଷ୍ପତି ନେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।