ଆଜି ଆମେ ଆମର ଏହି ଲେଖା ମାଧ୍ୟମରେ ଆପଣ ମାନଙ୍କୁ କହିବୁ ICICI ବ୍ୟାଙ୍କରେ କେମିତି ନିଯୁ୍କ୍ତି ପାଇବେ । ସେହି ବିଷୟରେ ଆପଣ ମାନଙ୍କୁ କହିବୁ । ଆପଣ ମାନେ କେମିତି ଆପ୍ଲାଏ କରିବେ । ତେବେ ପ୍ରଥମେ ଆପଣ ଆପ୍ଲିକେଶନ ଫର୍ମ ବା କ୍ୟାରିଅର ପେଜକୁ ଯିବେ । ସେଠାରେ ପ୍ରଥମେ ଆପଣ ରେଜିଷ୍ଟ୍ରେଡ କରିବେ ଆପଣଙ୍କର ରିଜ୍ୟୁମ ଅପଲୋଡ କରିବେ ଏବଂ ପର୍ସନାଲ ଡିଟେଲସ୍ ଦେବେ । ତାପରେ ଆକାଡେମିକୁ ଇନଫର୍ମେସନ ଦେବେ ଆପଣ କେଉଂଠି କଣ କେତେ କ୍ବାଲିଫିକେଶନ ରଖିଛନ୍ତି ଏବଂ କେଉଂଠି କେତେ ପାଶ୍ କରିଛନ୍ତି , କଣ କେତେ ମାର୍କ ରଖିଛନ୍ତି ପୂରା ଡିଟେଲ୍ସ ।
ୱାର୍କ ଏକ୍ସିପିରିଏନ୍ସ ଯଦି ଅଛି ଦେଇ ପାରିବେ ଏବଂ ୟଦି ବି ନାହିଁ ଫ୍ରେସର ଅଛନ୍ତି ତେବେ ମଧ୍ୟ ଆପ୍ଲାଏ କରିପାରିବେ । ତେବେ ଚାଲନ୍ତୁ ଜାଣିବା କେମିତି ଏହାକୁ ଆବେଦନ କରିବେ ଏବଂ କେତେ ଭେକେନ୍ସି ରହୁଛି ତାହା ଜାଣିବା ।
www.icicicareer.com ଏହି ୱେବସାଇଟରେ କ୍ଲିକ କରିବେ । ଏହାପରେ ICICI ବ୍ୟାଙ୍କ ରିକ୍ୟୁରମେଣ୍ଟ ବୋଥ ଏକ୍ସପିରିଏନସ୍ ଏବଂ ଫ୍ରେସନ କ୍ୟାଣ୍ଡିଡର ମାନଙ୍କ ପାଇଁ ରହୁଛି ।ତେଣୁ ଆପଣ ମାନେ ସମସ୍ତେ ଆପ୍ଲାଏ କରିପାରିବେ ଏବଂ ନିଜର ରିଜ୍ୟୁମ ଅପଲୋଡ କରିପାରିବେ ।
ପ୍ରଥମେ ଆମେ ଅର୍ଗାନାଇଜେସନ ବିଷୟରେ କିଛି ଜାଣିବା । ତେବେ ଅର୍ଗାନାଇଜେସନର ନାମ ହେଉଛି –
Industrial Credit and Investment Corporation of India ।
CIO of ICICI – ସନ୍ଦିପ ଭ୍ୟାେକ୍ସି
Founded – ଜୁନ୍ ମାସ 1994 ମସିହା ଏବଂ ହେର୍ଡ କ୍ବାଟର୍ସ ଅଛି ମୁମ୍ବାଇରେ ।
ବର୍ତ୍ତମାନ ସୁଦ୍ଧା ମୋଟ 4643 ଟି ପୋଷ୍ଟ ଭେକେନ୍ସି ରହିଛି । ତେବେ ସମସ୍ତେ ଏହାକୁ ଆପ୍ଲାଏ କରିପାରିବେ ।
Position Name
1.Probationary Officer 2. Phone Banking Officer 3. Campus Recruitment 4. Account Manage 5. Branch Sales Manager 6. HR Manager 7. Branch Credit Manager 8. Branch Relationship Manager
Job type – Permanent
Nature of Work – Full Time
Apply mood – Online ମାଧ୍ୟମରେ ଆପ୍ଲାଏ କରିବେ । କୋଣସି ବି ଆପ୍ଲିକେଶନ ଫି ଦେବାକୁ ପଡିବ ନାହିଁ ।ଆପଣ ଯେଉଁ ବି କେଟେଗୋରି ହୋଇ ଥାଆନ୍ତୁ ନାଁ କାହିଁକି ଆପ୍ଲିକେଶନ ଫି ଦେବାକୁ ପଡିବନାହିଁ ।
Job location – All over India A ଏବଂ ପୋଷ୍ଟ ଅନୁସାରେ ସେଲାରି ମିଳିବ ।
Selection Process –
Written Exam
Shortlisting
Group Discussion
Personal Interview
Age Limit – Minimum 18yrs to 50yrs
Marital Status – Both Married and Unmarried
Education Qualification -10th/+2/ Graduation/Diploma/B.Tech/M.Tech/MBA
How to Apply –
ପ୍ରଥମେ ଆପଣ ଅଫିସିଆଲ କ୍ୟାରିଅର ପେଜକୁ ଭିଜିଟ କରନ୍ତୁ ।
ଯଦି ନୂଆ କ୍ୟାଣ୍ଡିଡ ତେବେ ଅମେଲ ଏବଂ ମୋବାଇଲ ନମ୍ବର ଦେଇ ରେଜିଷ୍ଟ୍ରେସନ କରନ୍ତୁ ।
ଏହାପରେ ଯୋଉଂ ପୋଷ୍ଟ ପାଇଁ ଆପ୍ଲାଏ କରିବାକୁ ଚାହୁଁଛନ୍ତି ତାହାର ଆପ୍ଲିକେଶନ ଫର୍ମକୁ ଫିଲପ କରନ୍ତୁ ।
Apply Now – Registration / Login
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।