ପ୍ରତ୍ୟେକ ଥର ପରି ଆଜି ଆମେ ସେହି ମହାପୁରୁଷଙ୍କ ମାଳ ମାଳ ହୋଇ ରଚିତ ହୋଇଥିବା ସେହି ମାଳିକା ଶାସ୍ତ୍ର ବିଷୟରେ ଆପଣ ମାନଙ୍କ ସାମ୍ନାରେ ଉପସ୍ଥାପନ କରିଥାଉ । ତେବେ ମହାପୁରୁଷ ଆଜି ବୈତରଣୀ ନଦୀ ସଂପର୍କରେ କିଛି କହିଛନ୍ତି ଚାଲନ୍ତୁ ଜାଣିବା ।
ମହାପୁରୁଷ ତାଙ୍କର ସବୁ ବେଳେ ଚେତୁା ଭକତ ମାନଙ୍କୁ ହିଁ ଚେତେଇ ଦେଇଥାନ୍ତି । କାହିଁକି ନାଁ ଏହି୍ ମାନେ ହିଁ କେବଳ ମହାପୁରୁଷ ମାନଙ୍କ ଲୀଳା ଖେଳକୁ ବିଝି ପାରିଥାନ୍ତି ଏବଂ ସତର୍କ ରହିଥାନ୍ତି କିନ୍ତୁ ଅଚେତୁଆ ଭକତ ମାନେ କେବେ ବି କିଛି ଭୁଝି ନଥାନ୍ତି ବରଂ ଏହାକୁ ମିଥ୍ୟା ବୋଲି୍ ହିଁ କହିଥାନ୍ତି ।
2013 ମସିହା ଅକ୍ଟୋବର ମାସ 6-18 ତାରିଖ ପର୍ଯ୍ୟନ୍ତ ପଡିଲା ତେର ଦିନିଆ ପକ୍ଷ । କୃଷ୍ଣ ପକ୍ଷ ପନ୍ଦର ଦିନ ଏବଂ ଶୁକ୍ଳ ପକ୍ଷ ପନ୍ଦର ଦିନ , ଆଉ ପନ୍ଦର ପନ୍ଦର ମିଶି ତିରିଶ ଦିନ କିନ୍ତୁ 2013 ମସିହା 6-18 ତାରିଖ ପର୍ଯ୍ୟନ୍ତ ପଡିଥିଲା ତେର ଦିନିଆ ପକ୍ଷ । ଆଉ ଏହି ଅଙ୍କକୁ ଯଦି ଓଲଟିକି ଧୋଇବେ ତାହା ହେଲେ ହେବ 31 ହେବ ।
କୋଟିକେ ଗୋଟିଏ ଜାଣନ୍ତି ଏ ଭାବ ତିନି ସର୍ଶେ ଗଣା ସେହି
ମହିମା ପ୍ରକାଶ ନିଶ୍ଚେ ସେହି ଦାସ ଆନେ ମୁଁ କୁହନ୍ତି ନାଇଁ ।
ଗୁପତେ ଭକତ କାହିଁଣ କହିବୁ ଗୋପତୁ ଗୋପତଙ୍କର
ତିନିସର୍ଶେ ସାର ଗୁପ୍ତେ ଠାବ କର ଲୀଳା ଦୁଇଅଗୋଚର ।
କହିଲେ ଦୁଷ୍ଟ ଲୋକ ନିନ୍ଦା କରିବେ , ଖରାପ ଚିନ୍ତା କରିବେ ତେବେ ସେହି ଦୁଷ୍ଟ ମଧ୍ୟ କେମିତି ନାଶ ହେବ ସେ କଥା ମଧ୍ୟ କହିଛନ୍ତି ମହାପୁରୁଷ । କହିଲେ ଏହି ସମୟରେ ଯାଜପୁର ଠାରେ ବିରଜା ମାଁ ସଂଙ୍କେତ ଦେବେ ବା ମାଁ ବିରଜା ରଢି ଦେବେ ଆଉ ଯାହା ଫଳରେ ତିନି ପୁର ପୂରା କମ୍ପି ଉଠିବ । ଆଉ ଫାଟି ଯିବ ମାଟି ରକତ ନଦୀ ବୋହିବ ବୈତରଣୀ ନଦୀରେ । ତେବେ ମାଁଙ୍କର ସୁରସ୍ତମ୍ବ ଫାଟି ଯିବ ଏବଂ ରୁଧୀର ବୋହିବ ଏବଂ ସେହି ରୁଧୀର ବନ୍ଦ ହେବେ ସତ୍ୟଯୁଗ ଆରମ୍ଭରେ କ୍ଷୀରସ୍ରବିବ ।
ରକ୍ତ ବୈତରଣୀରେ ନଦୀ ଦେଇ ବୋହିଯିବ । ତେବେ ଏଭଳି ଯୁଦ୍ଧ ଲାଗିବ ଯାଜପୁରରେ ଯେ ବୈତରଣୀ ନଦୀ ରକ୍ତରେ ଜଳମଗ୍ନ ହେବ । କହିଲେ ତିନି ତାଳ ପାବେନୀ । ତେବେ ତିନି ତାଳ ପାବେନି କଣ ନାଁ ଆକାଶ ବାହିନୀ , ଜଳ ବାହିନୀ , ସ୍ଥଳ ବାହିନୀ ବା ତିନି ବାହୀନିରେ ଯୁଦ୍ଧ ହେବ ।
ତେବେ ମାଳିକାର ପ୍ରତ୍ୟେକ ଟି କଥା ସତ୍ୟ ହୋଇଛି ଏବଂ ତାହା ମାଳିକା ହେଉଛି ଅକାଟ୍ୟ ବଚନ । ତେବେ ମହାପୁରୁଷ ମାନେ ଆପଣ ମାନଙ୍କୁ ଡରେଇବା ପାଇଁ ଏ ସବୁ କହିଥାନ୍ତି ବରଂ ଆପଣ ମାନଙ୍କୁ ସତର୍କ କରିବା କହିଛନ୍ତି । ତେଣୁ ଆପଣ ମାନେ ସର୍ବଦା ସାବଧାନ ରୁହନ୍ତୁ , ସଚେତନ ରୁହନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।