Jyotisa Shastra – ବହୁତ କନ୍ଦେଇଲା ଭାଗ୍ୟ, କିନ୍ତୁ ଏବେ ୨୦୨୧ ରୁ ୨୦୩୫ ଯାଏ ସଫଳତା ର ଶୀର୍ଷରେ ରହିବ ଏହି ରାଶି ମାନଙ୍କର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶି ଚକ୍ର ର ଘୂର୍ଣନ ହେତୁ କିଛି ରାଶି ମାନଙ୍କ ର ଶୁଭ ସମୟ ଆସିବାକୁ ଯାଉଛି। ଏହି ରାଶି ମାନଙ୍କ ଭାଗ୍ୟ ବଦଳି ବାକୁ ଯାଉଛି ଯାହାର ଫାଇଦା ଯଦି ଆପଣ ଉଠାଇବା ପାଇଁ ଚାହୁଁଛନ୍ତି ତେବେ ଏବେ ହିଁ ଉଠେଇ ଦିଅନ୍ତୁ କାରଣ ଆଉ ଏଭଳି ସୁବର୍ଣ୍ଣ ସୁଯୋଗ ମିଳିବ ନାହିଁ। ୨୦୨୧ ମସିହା ରୁ ୨୦୩୫ ମସିହା ଆପଣଙ୍କ ପାଇଁ ବେଶ୍ ଶୁଭ ସମୟ ବୋଲି ପ୍ରମାଣିତ ହେବାକୁ ଯାଉଛି। କାରଣ ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏହି ସମୟ ଖୁବ୍ ଶୁଭ ହେବାକୁ ଯାଉଛି ।

ଏହି ସମୟ ରେ ଏମାନଙ୍କ ପାଇଁ ସବୁ କାମ ଅନୁକୂଳ ରହିବ। ଏହି ରାଶି ମାନଙ୍କ ର ଆଜି ଠାରୁ ଭଲ ଦିନ ଆରମ୍ଭ ହେବାକୁ ଯାଉଛି । ତେବେ ଆସନ୍ତୁ ଆମେ ଜାଣିବା ସେହି ରାଶି ମାନଙ୍କ ବିଷୟ ରେ ଯେଉଁ ମାନଙ୍କ ଭାଗ୍ୟ ବଦଳି ବାକୁ ଯାଉଛି ଆଉ ସେହି ରାଶି ମାନଙ୍କ ର ଆଗାମୀ ଦିନ ରେ କେଉଁ ସବୁ କାର୍ଯ୍ୟ ରେ ଶୁଭ ହେବାକୁ ଯାଉଛି ।

ତୁଳା ରାଶି ,

ଅନେକ ଦିନରୁ ଏହି ଲୋକ ମାନଙ୍କ ର ଶାରିରୀକ ତଥା ମାନସିକ ସମସ୍ୟା ଥିଲା ଯାହା ବର୍ତ୍ତମାନ ଦୁର ହେବାକୁ ଯାଉଛି। ତେଣୁ ବର୍ତ୍ତମାନ ଆପଣ ଜୀବନ ରେ ଯେଉଁ ସବୁ ସୁଖ ପାଇବାକୁ ଚାହୁଁଛନ୍ତି ସବୁ ଆପଣ ଙ୍କୁ ପ୍ରାପ୍ତି ହେବ । ଆପଣଙ୍କ ର ସବୁ ଦୁଃଖ ଦୂର୍ ହେବ । ଘର ପରିବାର ରେ ସୁଖ ସମୃଦ୍ଧି ଲାଗି ରହିବ । ଆପଣଙ୍କ ଚାକିରି ଓ ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବାକୁ ଯାଉଛି।ନୂତନ ଚାକିରି ର ସୁଯୋଗ ଅଛି । ଆପଣଙ୍କ ପରିଶ୍ରମ ର ଫଳ ଆପଣଙ୍କୁ ନିଶ୍ଚିତ ଭାବରେ ମିଳିବ। ବାସ ନିଜ ଉପରେ ବିଶ୍ୱାସ ରଖନ୍ତୁ ।

କନ୍ୟା ରାଶି ,

ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ର ପୂର୍ବ ବର୍ଷ ମାନଙ୍କ ତୁଳନାରେ ଏହି ବର୍ଷ ଆର୍ଥିକ ସ୍ଥିତି ଭଲ ରହିବ। ଏହି ବର୍ଷ ଟଙ୍କାର ଅଭାଵ ରହିବ ନାହିଁ। ପୁଞ୍ଜି ନିବେଶ କଲେ ସଫଳତା ମିଳିବ । ସମାଜ ରେ ମାନ ସମ୍ମାନ ମଧ୍ୟ ବୃଦ୍ଧି ପାଇବ। ଆପଣଙ୍କ ଘର ପରିବାର ରେ ଖର୍ଚ୍ଚ କମ୍ ହେବ ଏବଂ ଦିନକୁ ଦିନ ରୋଜଗାର ବଢ଼ି ଚାଲିବ। ଚାକିରି କ୍ଷେତ୍ର ରେ ଆପଣଙ୍କ ର ପଦ ଉନ୍ନତି ର ଯୋଗ ରହି ଅଛି। ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବି ଚିନ୍ତି କରନ୍ତୁ।

ମେଷ ରାଶି ,

ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ରେ ଆଗାମୀ ଦିନ ବହୁତ୍ ଶୁଭ ହେବାକୁ ଯାଉଛି । ଏହି ଦିନ ରେ ଅଧା ରହିଯାଇଥିବା କାର୍ଯ୍ୟ ଓ ବିଗିଡି ଯାଇଥିବା କାର୍ଯ୍ୟ ଚାଲୁ ହେବାର ଲାଗିବ । ଆପଣଙ୍କ ଜୀବନ ର ସବୁ ଦୁଃଖ ଦୂର ହେବ।ଆପଣଙ୍କୁ ଆପଣ ଙ୍କ ସବୁ କାର୍ଯ୍ୟ ରେ ସଫଳତା ମିଳିବ। ମନ ଶାନ୍ତ ରହିବ । ଗୁରଜନ ଙ୍କ ର ଆପଣଙ୍କ ପ୍ରତି ଭଲ ଭାବନା ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment