Exclusive : ବହୁ ସମୟ ପରେ ଶୁଭିଲା ରାହୁଲର ସ୍ୱର ..ନେଉଛନ୍ତି ନିଶ୍ୱାସ ପ୍ରଶ୍ୱାସ…ରାହୁଲ ନିକଟତର ହେଲେ ଉଦ୍ଧାରକ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ବାସ ଆଉ କିଛି ସମୟର ବ୍ୟବଧାନ ରହିଛି , ତା ପରେ ଏନ. ଡି. ଆର. ଏଫ ଟିମର ସମସ୍ତ ଚେଷ୍ଟା ସଫଳ ହେବାକୁ ଯାଉଛି, ଘଟଣାରୁ ଯାହା ଜଣା ପଡିଛି କି ରାହୁଲଙ୍କ ସ୍ୱର ବର୍ତ୍ତମାନ ଶୁଣିବାକୁ ପାଇଛନ୍ତି ଏନ.ଡି.ଆର. ଏଫ. ଟିମ ଓ ବହୁତ ସମୟ ଧରି ସ୍ଥିର ହେଇଯାଇଥିବ ରାହୁଲ ଏବେ ଟିକେ ସକ୍ରିୟ ହେଇଛନ୍ତି, ନିଶ୍ୱାସ ପ୍ରଶ୍ୱାସ ନେବାରେ ସୁଡ଼ଙ୍ଗ ଭିତରେ ଅସୁବିଧା ହେବା ଅନୁମାନ କରି ତାଙ୍କ ପାଖକୁ ଅମ୍ଳଜାନ ମଧ୍ୟ ଲଗାତୋର ଭାବରେ ପଠା ଯାଉଛି |

ତେବେ 60 ଫୁଟର ଗୋଟିଏ କେନେଲ ଖୋଲି ରାହୁଲଙ୍କୁ ଉଦ୍ଦ୍ଧର କରିବା ପାଇଁ ଜୋର ସୋର ରେ ଲାଗି ପଡିଛନ୍ତି ଏନ. ଡି ଆର. ଏଫ. ଟିମ,ତେବେ ରାହୁଲଙ୍କ ପାଇଁ ଏହି 3-4 ଘଣ୍ଟା ବହୁତ ଜରୁରୀ ଓ ତାଙ୍କର ଜୀବନକୁ ନେଇକି କି ବହୁତ ଅସୁବିଧା ଅଛି, ସେଥିପାଇଁ ଉଦ୍ଧାର କାରୀ ଦଳ ମାନେ ବହୁତ ଭାବିଚିନ୍ତି ସମସ୍ତ ନିଷ୍ପତି ନେଉଛନ୍ତି,ତେବେ ରାହୁଲ 80 ଫୁଟ ର ତଳେ ଥିବାରୁ ଓ ଏତେ ତଳେ ପାହାଡିଆ ପୋଥୁରିଆ ଅଞ୍ଚଳରେ ବିଷାକ୍ତ ସାପ ଆଦିର ଭୟ ମଧ୍ୟ ରହିଥାଏ ସେଥିପାଇଁ ସମସ୍ତେ ବ୍ୟସ୍ତ ମଧ୍ୟ ହେଉଛନ୍ତି ତାହା ସହିତ ରାହୁଲ କେମିତି ଭଲରେ ଉପରକୁ ଆସିବେ ତାର ଚେଷ୍ଟା କରୁଛନ୍ତି |

ବହୁତ ସମୟ ଧରୀ ଚାଲୁରହିଥିବା ଅପେରସନ ବାସ ଆଉ କିଛି ଘଂଟାରେ ବ୍ୟବଧାନ ପରେ ସଫଳ ହେବାକୁ ଯାଉଛି , ଆଉ କିଛି ସମୟ ଓ କିଛି ସମୟର ଚେଷ୍ଟା ପରେ ରାହୁଲଙ୍କୁ ଉଦ୍ଧାର କରିବାରେ ସଫଳ ହେବେ ଉଦ୍ଧାର କାରୀ ଦଳ , ତେବେ ବର୍ତମାନ ସମୟର ଗୋଟିଏ ବଡ ଖବର ସାମ୍ନାକୁ ଆସିଛି କି ବହୁତ ସମୟ ଧରି ରାହୁଲଙ୍କର କୌଣସି କି ପ୍ରତିକ୍ରିୟା ଅର୍ଥାତ ତାଙ୍କର କଥା ବାହାରକୁ ଆସୀନଥିଲା , କିନ୍ତୁ ଏବେ ରାହୁଲଙ୍କ କଥା ଉଦ୍ଧାର କାରୀ ଦଳ ମାନେ ଶୁଣିବାକୁ ପାଉଛନ୍ତି, ଆଉ ରାହୁଲ ନିଶ୍ୱାସ ପ୍ରଶ୍ୱାସ ନେଉଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି |

ରାହୁଲଙ୍କୁ ଖାଦ୍ୟ ଉପଯୁକ୍ତ ସମୟରେ ଯୋଗାଇବା ସହିତ ଉପରେ ନିଶ୍ୱାସ ପ୍ରଶ୍ୱାସ ର ସୁବିଧା ପାଇଁ ବ୍ୟବସ୍ତା କରାଯାଇଛି ଓ ରାହୁଲକୁ ଅମ୍ଳଜାନ ମଧ୍ୟ ଯୋଗାଇ ଦିଆଯାଉଛି, ଓ ରାହୁଲଙ୍କର ସମସ୍ତ ଘଟଣା ଭିତରେ ପଠା ଯାଇଥିବା କେମେରା ସାହାଯ୍ୟରେ ଦେଖା ଯାଉଛି , ତେବେ 60 ଫୁଟର କେନାଲ ଖୋଲିସାରିବା ପରେ ଆଉ କିଛି ସମୟ ଲାଗିବ ରାହୁଲ ଙ୍କୁ ଉଦ୍ଧାର କରିବା ପାଇଁ ବୋଲି ଉଦ୍ଧାର କାରୀ ଦଳ ମାନେ କହିଛନ୍ତି |

ତେବେ ଘଟଣାଟି ଏବେ ସେସିଆଲ ମିଡିଆରେ ଭାଇରାଲ ହେବା ସହିତ , କେତେବେଳେ କୁନି ପିଲା ରାହୁଲ ସୁଡ଼ଙ୍ଗରୁ ବାହାରି ଆସିବେ ସମସ୍ତେ ଅପେକ୍ଷା କରିଛନ୍ତି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment