ହଁ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ଅନେକ ପ୍ରକାରର ଭାଇରାଲ ହେଉଥିବା ଭିଡ଼ିଓ ଗୁଡ଼ିକ ମଧ୍ୟରୁ ବର୍ତ୍ତମାନ ଏଭଳି ଏକ ଦୁଖଦ ଘଟଣା ସାମ୍ନା କୁ ଆସିଛି ଯାହା କୁ ଦେଖିଲେ ଆପଣ ଙ୍କର ମଧ୍ୟ ହୃଦୟ କାନ୍ଦି ଉଠିବ ଆଉ ଆପଣ ମାନେ ମଧ୍ୟ କହିବେ ନିଶ୍ୱାସ କୁ ବିଶ୍ୱାସ ନାହିଁ ବୋଲି | ଆଉ ଯେଉଁଠି କୁହାଯାଉଛି କି ଵର ଆଉ କନ୍ୟା ଙ୍କର ବିବାହ ପାଇଁ ସବୁ ଆୟୋଜନ ସରି ଯାଇଥିଲା | ଆଉ ଯେତେବେଳେ ବରଣ ମାଳା ପିନ୍ଧେଇବା କୁ ଷ୍ଟେଜ ଉପରକୁ ଯାଇଛନ୍ତି ବରଣ ମାଳା ଦେବା ପରେ ହଠାତ ଚାଲି ଯାଇଛି କନ୍ୟା ଙ୍କର ଜୀବନ | ତାହେଲେ ଆସନ୍ତୁ ଜାଣିବା କଣ ପାଇଁ କନ୍ୟା ଜଣଙ୍କର ହଠାତ ଜୀବନ ଚାଲି ଯାଇଥିଲା ସମସ୍ତ ଘଟଣା ବିଷୟରେ |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରେ | ଆଉ ଯେଉଁଠି କୁହାଯାଉଛି କି ଉତ୍ତର ପ୍ରଦେଶ ଏ ବିବାହ ସମୟରେ ଏକ ଖୁସି ଦୁଃଖରେ ବଦଳି ଯାଇଛି |ଆଉ ଘଟଣା ଟି ମାଲିହାବାଦ ଅଞ୍ଚଳର ବୋଲି ଜଣା ପଡିଛି ଆଉ ସେହି ଅଞ୍ଚଳର,ଆଉ ସେଠାକାର ବାସିନ୍ଦା ରାଜପାଲ ଙ୍କ ଝିଅ ଶିବାଙ୍ଗିନୀ ଙ୍କ ସହିତ ବିବାହ ଉତ୍ସବ ଚାଲିଥିଲା | ଆଉ ବିବାହ ସମୟରେ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କର ମୁହଁରେ ଖୁସି ର ଝଲକ ଦେଖିବାକୁ ମିଳିଥିଲା |
ତେବେ ଚାହୁଁ ଚାହୁଁ ଘଟଣା ସ୍ଥଳରେ ଗୋଟିଏ ଏମିତି ଘଟଣା ଘଟିଗଲା ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରେଇ ଦେଇଥିଲା | ଆଉ ଏଭଳି ଘଟଣା ବିଷୟରେ ଆପଣ ମାନେ ମଧ୍ୟ ଶୁଣିଲେ ଭାବିବେ ସତରେ ମୃତ୍ୟୁ କଣ ଏମିତି ବି ଆସି ପାରେ ବୋଲି | ତେବେ ଆମେ ସମସ୍ତେ ଜାଣିଛେ କି ବାହାଘର ସମୟ ଆସିଲେ ସମସ୍ତେ ପ୍ରାୟ ହସ ଖୁସି ରେ ମାତି ଯାଇଥାନ୍ତି ଓ ତାହା ସହିତ ଖୁସିରେ ବିବାହ କରିବା ପାଇଁ ମନରେ କେତେ ପ୍ରକାରର ଆଶା ମଧ୍ୟ ବନ୍ଧୀକି ରଖିଥାନ୍ତି | ତେବେ ଆମର ଏହା ଖୁସି ପଛରେ କେତେ ଯେ ଦୁଃଖ ଭରିକି ରହିଛି ସେ କଥା କିଏ ବା କହି ପାରିବ |
ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଯାହା ଦେଖିବାକୁ ମିଳିଛି କି ବିବାହ ଉତ୍ସବ ଚାଲିଥିବା ସମୟରେ ଷ୍ଟେଜ ଉପରେ ଉପସ୍ଥିତ ଥିଲେ ଉଭୟ ବର ଆଉ କନ୍ୟା | ତେବେ ସେହି ସମୟରେ ବରଣ ମାଳା ପୁନ୍ଧେଇବାର ରୀତି ମଧ୍ୟ ହେଉଥିଲା | ଆଉ ଵର ଜଣଙ୍କ କନ୍ୟା ଙ୍କୁ ବରଣ ମାଳା ପିନ୍ଧେଇ ସାରିବା ପରେ ଯେତେବେଳେ କନ୍ୟା ଜଣକ ବର କୁ ବରଣ ମାଳା ପିନ୍ଧାଇବାକୁ ଯାଉଥିଲେ ସେତେବେଳେ କନ୍ୟା ଙ୍କର ହୃତଘାତ ଆସିଥିଲା | ଆଉ ସଙ୍ଗେ ସଙ୍ଗେ ଡାକ୍ତର ଖାନା କୁ ନେବା ପରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲା | ଆଉ ଏହିଭଳି ଏକ ଦୁଖଦଃ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।