Dahana : ବାହାଘର ପରେ, ସବ୍ୟ କାହିଁକି ଦାଢି ରଖିଲେ… stage ଉପରେ ସବୁ ପର୍ଦାଫାଶ କଲେ ଅର୍ଚ୍ଚିତା… ଦେଖନ୍ତୁ Video

ବନ୍ଧୁଗଣ ଓଡ଼ିଶାର ଦୁଇ ଲୋକପ୍ରିୟ ଯୋଡି, ସମସ୍ତଙ୍କ ପ୍ରିୟର କଳାକାର ଭାବରେ ସବ୍ୟସାଚୀ ଅର୍ଚ୍ଚିତା ଙ୍କୁ ଆପଣ ଭଲ ଭାବରେ ଜାଣିଛନ୍ତି।ଯାହାଙ୍କୁ ଅଗଣିତ ଦର୍ଶକ ବହୁତ୍ ଭଲ ପାଆନ୍ତି।ଅର୍ଚ୍ଚିତା ଏବଂ ସବ୍ୟସାଚୀ ଆଜି ଦୁଇ ସଫଳ ଅଭିନେତା ଏବଂ ଅଭିନେତ୍ରୀ ଭାବରେ ନିଜକୁ ଉପସ୍ଥାପିତ କରି ପାରିଛନ୍ତି। ସେମାନେ ବିବାହ ପରେ ତାଙ୍କର ବୈବାହିକ ଜୀବନକୁ ମଧ୍ୟ ବହୁତ୍ ସୁନ୍ଦର ଭାବରେ ଅତିବାହିତ କରୁଛନ୍ତି। ତେବେ ଅଭିନେତା ସବ୍ୟସାଚୀ ଙ୍କ ବିଷୟରେ ତ ଆପଣ ଜାଣିଥିବେ।ଓଡ଼ିଆ ସିନେମା ଜଗତକୁ ସେ ଅନେକ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇଛନ୍ତି। ସୁପରଷ୍ଟାର ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା କରିଥିବା ସୁପରହିଟ ଫିଲ୍ମ ଦର୍ଶକ ମାନଙ୍କର ବେଶ୍ ପସନ୍ଦ ମଧ୍ଯ ହୋଇଥାଏ।

ଅନେକ ଫିଲ୍ମ୍ ରେ ଦମଦାର ଅଭିନୟ କରି ଲୋକ ଲୋଚନକୁ ଆସିଛନ୍ତି ଏହି ଦୁଇ କଳାକାର।ତାଙ୍କର ଅଭିନୟ ର ଢାଞ୍ଚା ମଧ୍ଯ ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ। ତାଙ୍କର ଭିନ୍ନ ସ୍ୱାଦର ଅଭିନୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଓଲିଉଡ ର ହ୍ୟାଣ୍ଡସମ୍ ହିରୋ ସବ୍ୟସାଚୀ ଙ୍କ ଭଳି ଅଭିନେତ୍ରୀ ଅର୍ଚ୍ଚିତା ଓଲିଉଡ ର ଜଣେ ଆଗ ଧାଡିର ଜଣାଶୁଣା ଚେହେରା। ଅର୍ଚ୍ଚିତାଙ୍କ ପାଇଁ ଅନେକ ଦର୍ଶକ ଦିୱାନା ସାଜିଛନ୍ତି।ତେବେ ଏହି ଅଭିନେତ୍ରୀ ଜଣଙ୍କ ନିଜର ଲାଇଫ ଷ୍ଟାଇଲ ପାଇଁ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନରେ କାର୍ଯ୍ୟ କଲାପ ପାଇଁ ବେଶ୍ ଚର୍ଚ୍ଚିତ ହୋଇ ପାରିଛନ୍ତି।

ଅଭିନୟ ଜଗତରେ ଏହି ଦୁଇ କଳାକାର ଯେମିତି ସମସ୍ତଙ୍କର ପ୍ରିୟ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେମାନେ ବେଶ୍ ଖୁସି ମଜାଜ୍ ଅଟନ୍ତି ଏବଂ ସେତିକି ପ୍ରିୟ ଅଟନ୍ତି ତାଙ୍କ ପରିବାରର। ଅନେକ ପ୍ରଶଂସକ ରହିଥିବା ଏହି କଳାକାର ଦୁଇଜଣ ଓଡ଼ିଶାରେ ତାଙ୍କ ଅଭିନୟର ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି। ଦୁଇଜଣ ବିବାହ କରିବା ପରେ ଅନେକ ଗୁଡ଼ିଏ ଫଙ୍କସନ୍ ଏବଂ ଷ୍ଟେଜ ପ୍ରୋଗ୍ରାମ କୁ ନିମନ୍ତ୍ରିତ ହୋଇ ଯାଉଥିବା ଦେଖିବାକୁ ମିଳୁଛି। ସେହିପରି ନିକଟରେ ଆୟୋଜିତ ହୋଇଥିବା ସକାଳର ଖବର ଏବଂ ନନ୍ଦିଘୋଷ ଟିଭିର ମିଳିତ ଉଦ୍ୟମରେ ଏକ ସଭାରେ ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ଯୋଗଦାନ ଦେଖିବାକୁ ମିଳିଥିଲା।

ଯେଉଁଠି ଷ୍ଟେଜ ଉପରେ ଅଭିନେତା ପପୁ ପମପମ୍ ଙ୍କ ସହ ବହୁତ ମଜା ମସ୍ତି କରିଥିଲେ ସବ୍ୟସାଚୀ। ସବ୍ୟସାଚୀ ବାହାଘର ପରେ କାହିଁକି ଦାଢ଼ି ରଖିଲେ ବୋଲି ପପୁ ପଚାରିବାରୁ ସବ୍ୟ ମଜାଳିଆ ଢଙ୍ଗରେ ଗୀତ ଗାଇ କହିଥିଲେ ଯେ, ସଂସାର ଗାଡ଼ି ଗଡିବ ଭଲ, ସ୍ତ୍ରୀ କୁ ମାରୁଥା ତେଲ। ଆମେ ସମସ୍ତଙ୍କୁ ତେଲ ମାରୁ କିନ୍ତୁ ସ୍ତ୍ରୀ କୁ ତେଲ ନ ମାରିଲେ ପ୍ରଗତୀ ଥାଏ କିନ୍ତୁ ଜୀବନରେ ଶାନ୍ତି ନଥାଏ। ଏହାସହ ତାଙ୍କର ଏକ ସମାଜସେବା ର ବଡ଼ ଉଦ୍ଦେଶ୍ୟ, ଯୋଜନା ବିଷୟରେ ମଧ୍ୟ ସବ୍ୟ ମାଆ ସମଲେଶ୍ଵରୀ ଙ୍କ ଏହି ପୀଠରେ କହିଛନ୍ତି। ଆପଣ ଏହି ଭିଡିଓ ଦେଖିଲେ ସମ୍ପୂର୍ଣ୍ଣ କଥା ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment