Odisha News Portal

ବହାଘର ପରେ ରାଜସ୍ଥାନରେ କିପରି ଅଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା ଆସନ୍ତୁ ଜାଣିବା ସେ ସମ୍ପର୍କରେ

ଜଣେ ସାଧାରଣ ମନୁଷ୍ୟ ଠାରୁ ଜଣେ ଫିଲ୍ମରେ ରେ ଅଭିନୟ କରୁଥିବା କଳାକାରଙ୍କୁ ଜୀବନ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ପ୍ରତ୍ୟେକ ଦିନର ରହଣି ଅନ୍ୟ ସାଧାରଣ ଲୋକଙ୍କ ଠାରୁ ଅଲଗା ହୋଇଥାଏ। କଳା ଦୁନିଆରେ ତୋ ଅନେକ କଳାକାର ଅଭିନୟ କରିଥାନ୍ତି , କିନ୍ତୁ ଯେଉଁ କଳାକାର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କୁ ଭଲ ପାଇଥାନ୍ତି ଏବଂ ତାଙ୍କର ଫ୍ୟାନ ହୋଇଯାଆନ୍ତି। ଦର୍ଶକମାନେ ନିଜ ନିଜର ପସନ୍ଦିତା ଅଭିନେତା ଅଭିନେତ୍ରୀ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ କୌତୁହଳ ରହିଥାଏ।

ତେବେ ଆଜି ଆମେ ଏମିତି ଦୁଇ ଜଣ ଓଡ଼ିଆ ଅଭିନେତା ଅଭିନେତ୍ରୀଙ୍କ ବିବାହ ବିଷୟରେ କହିବା ପାଇଁ ଯାଉଛୁ, ଯାହାକି ସୋସିଆଲ ମିଡିଆରେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ସେମାନଙ୍କ ବିବାହକୁ ନେଇ, ସେମାନେ ଆଉ କେହି ନୁହନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ଙ୍କର ବିବାହ ବିଷୟରେ, ଦର୍ଶକ ମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି, କିପରି ହୋଇଥିଲା, ଦର୍ଶକ ମାନଙ୍କ ମନ ମଧ୍ୟରେ ଏକ ପ୍ରଶ୍ନ ରହିଛି, ଆଜି ଆମେ ଏହିସବୁ ପ୍ରଶ୍ନ ର ଉତ୍ତର ଦେବୁ । ତେବେ ଆସନ୍ତୁ ଜାଣିବା ସେମାନଙ୍କ ବିବାହ କିପରି ହୋଇଥିଲା;

ଆମେ ମାନେ ସମସ୍ତେ ଜାଣିଛୁ କି ଅଭୁନେତା ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତାଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଛି ରାଜସ୍ଥାନ ରେ, ବର୍ତ୍ତମାନ ସେମାନେ ରାଜସ୍ଥାନ ରେ ଏବଂ ତାଙ୍କର ରେସେପସନ ଓଡ଼ିଶାରେ କରିବେ ବୋଲି ସେମାନେ କହିଛନ୍ତି। ଉଭୟ ଅର୍ଚ୍ଚିତା ଏବଂ ସବ୍ୟସାଚୀ ବିବାହକୁ ନେଇ ଅନେକ ଖୁସି ଥିବାର ନଜର ଆସିଛନ୍ତି।

ଏହା ବ୍ୟତୀତ ନିଜର ପରିବାର ଲୋକ ମଧ୍ୟ ଏହି ବାହାଘରେ ସାମିଲ ହୋଇଥିଲେ ବାହାଘରଟି ବିଲକୁଲ ରାଜସ୍ଥାନୀ ଢଙ୍ଗରେ, ରାଜାଙ୍କ ବିବାହ ପରି ହୋଇଥିଲା। ଯାହା ଖବର ଆସୁଛି ବାହାଘରେ ରିସେପସନ ଓଡ଼ିଶାରେ କରିବେ।

ଓଲିଉଡର ଦୁଇ ଜଣ ନାୟକ, ନାୟିକା ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ରାହସ୍ଥାନର ସେମାନଙ୍କର ବିବାହ ସମ୍ପୁର୍ଣ୍ଣ ହୋଇଛି। ଆପଣ ମାନେ ଜାଣିଛନ୍ତି, ଯେ ସିନେମାରେ ସେମାନେ ଗୋଟିଏ ପରେ ଗୋଟିଏ ଫିଲ୍ମ ଏକାଠି କରିଥିଲେ। ଏହି ଦୁଇ ଜଣଙ୍କର ଜଡିକୁ ଦର୍ଶକ ମାନେ ବେଶ ପସନ୍ଦ କରିଥିଲେ। ଉଭୟ ଅର୍ଚ୍ଚିତା ଓ ସବ୍ୟ ନିଜର ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ଇଂଜିନିୟରିଂ ଛାଡି ସିନେମା ଦୁନିଆରେ ପାଦ ଦେଇଥିଲେ। ଖୁବ କମ ଦିନ ମଧ୍ୟରେ ନାଁ କମେଇ ଥିଲେ।

ଏହା ସହିତ ଆପଣମାନେ ଅର୍ଚ୍ଚିତା ଓ ସବ୍ୟ ସାଚୀ ଉଭୟ ଏକାଠି ଅନେକ ଗୁଡିଏ ଫିଲ୍ମ କରିଥିଲେ। ଦୁଇ ଜଣଙ୍କ ଜଡିକୁ ଲୋକମାନେ ଖୁବ ପସନ୍ଦ କରିଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଉଭୟ ଅର୍ଚ୍ଚିତା ଓ ସବ୍ୟସାଚୀ ରିଲ ଲାଇଫ ରୁ ରିୟଲ ଲାଇଫରେ ଜୀବନ ସାଥି ହୋଇ ଛନ୍ତି। ଦୁଃହୀଙ୍କ ଫ୍ୟାନ ମାନେ ଅନେକ ସୁବେଛା ଓ ଆଶୀର୍ବାଦ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।