ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ଏମିତି ଏକ ସଫଳ ଯୋଡି ଯାହାଙ୍କୁ ଆପଣ ମାନେ ସମସ୍ତେ ଭଲ ଭାବରେ ଜାଣିଛନ୍ତି। ଓଡ଼ିଶାର ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ମନରେ, ସେମାନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି, ସେମାନଙ୍କ ମଧ୍ୟରୁ ଓଡ଼ିଆ ସିନେମା ଜଗତର ଜଣେ ଲୋକପ୍ରିୟ ଯୋଡ଼ି ଭାବରେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଅନ୍ୟତମ।ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତକୁ ସେମାନେ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି ଏବଂ ଦମଦାର ଅଭିନୟର ଜଲବା ଦେଖାଉଛନ୍ତି। ସେମାନଙ୍କ ଅଭିନୀତ ସିନେମା ସବୁ ବହୁତ୍ ସୁପରହିଟ ହୋଇଥାଏ।
ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ। ସେହିପରି ଲୋକପ୍ରିୟ ଅଭିନେତ୍ରୀ ଭାବରେ ଅର୍ଚ୍ଚିତା ମଧ୍ଯ ବେଶ୍ ଦମଦାର ଅଭିନୟ କରିଥାନ୍ତି। ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଅନେକ ସୁନ୍ଦର୍ ସୁନ୍ଦର୍ ଫିଲ୍ମ୍ ରେ ନାୟିକା ଚରିତ୍ର ରେ ଅଭିନୟ କରି ସେ ଦର୍ଶକ ମାନଙ୍କୁ ଆକର୍ଷିତ କରିଛନ୍ତି। ଏହି ଅଭିନେତ୍ରୀ ଜଣଙ୍କ ଓଲିଉଡ ର ସୁଇଟ ଆଣ୍ଡ କ୍ୟୁଟ କୁହା ଯାଉଥିବା ଚୁଲବୁଲି, ସୁନ୍ଦରୀ ନାୟିକା ଭାବରେ ପରିଗଣିତ ହୁଅନ୍ତି। ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି।
ସିନେମା ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତ୍ରୀ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି। ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।ସେ ତାଙ୍କର ଅଭିନୟ ସାଙ୍ଗକୁ ମନୋଲୋଭା ହସ ଏବଂ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଆକର୍ଷିତ ଲାଗନ୍ତି। ତେବେ ଅନେକ ସମୟ ରେ ଏହି ଯୋଡ଼ି ସୁନ୍ଦର ସୁନ୍ଦର୍ ସବୁ ଭିଡିଓ ସୁଟ କରି ଏହାକୁ ସେୟାର କରିଥାନ୍ତି।
ଏବେ ସେହିପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଅର୍ଚ୍ଚିତା ସବ୍ୟସାଚୀ ଙ୍କ ପାଇଁ କରବା ଚୌତ୍ ପାଳନ କରୁଥିବାର ଦେଖିବାକୁ ମିଳିଛି।
ଦୁହେଁ ଏଠାରେ ବହୁତ୍ ସୁନ୍ଦର୍ ଦେଖା ଯାଉଛନ୍ତି। ଏମିତିରେ ବିବାହ ପରେ ସେମାନେ ଅନେକ ସୁନ୍ଦର୍ ମୁହୂର୍ତ୍ତ ର ଫଟୋ ଏବଂ ଭିଡିଓ କୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏବେ ପୁଣି ସେମାନଙ୍କର କିଛି ଫଟୋ ଭିଡିଓ ସେୟାର ହେବାରେ ଲାଗିଛି। ଯେଉଁଥିରେ ଉଭୟ ଏକାକୀ ସମୁଦ୍ର କୂଳରେ ରୋମାଣ୍ଟିକ ମୁଡ ରେ ସମୟ ଅତିବାହିତ କରୁଥିବାର ଦେଖିବାକୁ ମିଳୁଛି। ବହୁତ୍ ସୁନ୍ଦର୍ ପ୍ରାକୃତିକ ମନଲୋଭା ପରିବେଶରେ ସେମାନଙ୍କ ର ଏହି ସମୟର ଦୃଶ୍ୟ ବେଶ୍ ଆକର୍ଷଣୀୟ ଲାଗୁଛି। ସୁନ୍ଦର୍ ସୁନ୍ଦର୍ ବେଶଭୂଷା ରେ ସେମାନେ ଫଟୋ ସବୁ ଉଠାଇଛନ୍ତି ଯାହା ଆପଣବି ଦେଖିଲେ ନିଶ୍ଚୟ ବହୁତ୍ ଖୁସି ହେବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।