Odisha News Portal

IAS QUESTION – ବାହାଘର ପରେ ଝିଅମାନଙ୍କର କେଉଁ ଜିନିଷ ଛୋଟ ହୋଇଯାଏ ? ୯୯% ଲୋକ ଦିଅନ୍ତି ଭୂଲ ଉତ୍ତର

ଆଜିର ଦିନରେ ସମାଜ ଶିକ୍ଷା କ୍ଷେତ୍ରରେ ବହୁତ ଆଗକୁ ଗଲାଣି , ପ୍ରତ୍ୟେକ ବାପା ମାଆ ନିଜ ସନ୍ତାନକୁ ଶିକ୍ଷିତ କରିବା ପାଇଁ ଚାହାନ୍ତି । ପ୍ରତ୍ୟେକ ଶିକ୍ଷିତ ଯୁବପିଢୀ ମାନଙ୍କ ମନରେ ଏହି ଇଚ୍ଛା ରହିଥାଏ ଯେ ଭଲ ପାଠପଢି ଭଲ ଖଣ୍ଡେ ଚାକିରୀ କରିବା ପାଇଁ , କିନ୍ତୁ ବର୍ତ୍ତମାନ ସମୟରେ ଭଲ ଚାକିରୀ ଟିଏ ପାଇବା ବହୁତ କଷ୍ଟକର ହୋଇଗଲାଣି । ଯେକୌଣସି ବଡ ବଡ ପରୀକ୍ଷାରେ ଉତ୍ତିର୍ଣ୍ଣ ହେବା ପାଇଁ ପ୍ରଥମେ ବୁଦ୍ଧି ପରୀକ୍ଷା କରାଯାଉଛି ।

ଜଣେ ବୁଦ୍ଧିମାନ ବ୍ୟକ୍ତି ହିଁ ସେହି ସବୁ ପ୍ରଶ୍ନର ଉତ୍ତର ଦେଇପାରିଥାଏ , ଇଣ୍ଟରଭ୍ୟୁରେ ଅନେକ ମଜାଳିଆ ପ୍ରଶ୍ନ ଗୁଡିକ ପଚାରା ଯାଇଥାଏ । ତାହାର ଉତ୍ତର କହିବା ଆମ ପକ୍ଷେ ବହୁତ କଷ୍ଟକର ହୋଇଥାଏ । ଆପଣ ମାନେ ନିଶ୍ଚିତ ରୂପେ ଜାଣିଥିବେ କୌଣସି କମ୍ପିଟେଟିଭ ପରୀକ୍ଷାରେ ଉତ୍ତିଣ୍ଣ ହେବା ପାଇଁ ଜେନେରାଲ ନଲେଜ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ । ତେବେ ଆଜି ଆମେ ଆପଣ ମାନଙ୍କୁ କେତେକ ଅତ୍ୟନ୍ତ ଜରୁରୀ ଜେନେରାଲ ନୋଲେଜ୍ ବିଷୟରେ ଜଣେଉବୁ । ତାହା ଆପଣଙ୍କୁ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସାହାର୍ଯ୍ୟ କରିବ । ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକର ଉତ୍ତର ସମ୍ପର୍କରେ ।

1. ସେଇଟା କଣ ଯାହା ଝିଅମାନଙ୍କୁ ପ୍ରଥମଥର କଲା ବେଳେ କଷ୍ଟ ହୁଏ ?
ଉତ୍ତର – କାନ ପୋଡିଲା ବେଳେ ।

2. ସେଇଟା କଣ ଯାହା ଗାଈ ମାନଙ୍କ ପଛରେ ଥାଏ ଏବଂ ମହିଳା ମାନଙ୍କ ଆଗରେ ଥାଏ ?
ଉତ୍ତର – W

3. ଏମିତି କେଉଁ ଜିନିଷ ଅଛି ଯାହା ଆପଣଙ୍କୁ ଦେବା ପୂର୍ବରୁ ଆପଣଙ୍କ ଠାରୁ ନିଆଯାଏ ?
ଉତ୍ତର – ଫୋଟ ।

4. ଏମିତି କେଉଁ ଜିନିଷ ଅଛି ଯାହା ପୁଅ ମାନଙ୍କର ଲମ୍ୱା ହୋଇଥାଏ ଏବଂ ଝିଅ ମାନଙ୍କର ଗୋଲ୍ ଥାଏ ?
ଉତ୍ତର – ଟୀକା ।

5. ନ ରୁ ଆରମ୍ଭ ନ ରେ ଶେଷ ଦେଖୁଥାଏ ସେ ସାରା ଦୁନିଆ ଦୃଶ୍ୟ , ସେ କିଏ ?
ଉତ୍ତର – ନିୟନ ।

6. କାହାକୁ ଆପଣ ଥରେ ଖାଇବା ପରେ ଦ୍ୱିତୀୟ ଥର ଖାଇବାକୁ ଇଚ୍ଛା କରନ୍ତି ନାହିଁ ?
ଉତ୍ତର – ଧୋକା ।

7. ଉତ୍ତାପ ନ ପାଇକି ବି ଗରମ ହୁଏ ସେ କିଏ ?
ଉତ୍ତର – ମୁଣ୍ଡ ।

8. କେଉଁ ଜିନିଷ ଆମେ ଦେଖିପାରୁ କିନ୍ତୁ ଛୁଇଁପାରି ନ ଥାଉ ?
ଉତ୍ତର – ସ୍ୱପ୍ନ ।

9.ବାହାଘର ପରେ ଝିଅ ମାନଙ୍କ କେଉଁ ଜିନିଷ ଛୋଟ ହୋଇଯାଏ ?
ଉତ୍ତର – ଆଶା , ଆମ ଦେଶରେ ବିବାହ ପରେ ଜଣେ ଝିଅର ଆଶା ଛୋଟ ହୋଇଯାଏ , କାରଣ ଜଣେ ଝିଅକୁ ନିଜ ସ୍ୱାମୀ ଶାଶୁ ଶ୍ୱସୁର ପରିବାର ସହିତ ଆ଼ଡଜଷ୍ଟ କରି ଚଳିବାକୁ ପଡିଥାଏ । ବିବାହ ପୂର୍ବରୁ ଥିବା ସବୁ ଆଶା ଆକାଂକ୍ଷାକୁ ଜଳାଞ୍ଜଳି ଦେବାକୁ ହୁଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।