ବାହାଘର ପୂର୍ବରୁ OLYWOD ହିରୋ ରାଜେଶ ଓ ଲୁମରାଇନା ( Rajesh ,Lumraina ) କିପରି ରୋମାନ୍ସ କରୁଛନ୍ତି – ଦେଖନ୍ତୁ ଭିଡିଓ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଅନେକ ସମୟରେ ହିରୋ ଓ ହିରୋଇନ ମାନଙ୍କର ଅନେକ ଫୋଟ ଓ ଭିଡ଼ିଓ ସହିତ ପୋରସନାଲ କିଛି କଥା ମଧ୍ୟ ଶୁଣିବାକୁ ମିଳିଥାଏ | ତେବେ ବର୍ତ୍ତମାନ ସେହି ଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଥିରେ ଓଡ଼ିଆ ହିରୋ ରାଜେଶ ଓ ଲୁମରାଇନା ଙ୍କର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ସେମାନଙ୍କୁ ଏକାଠି ସାଙ୍ଗରେ ଦେଖିବାକୁ ମିଳିଛି, ଆଉ ସେମାନ ଙ୍କର ସାଙ୍ଗ ହୋଇ ରହୁଥିବାର କେତେକ ଫୋଟ ଆଉ ଭିଡ଼ିଓ ମାନ ମଧ୍ୟ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିଵା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଅଲିଉଡ ର ହ୍ୟାଣ୍ଡସମ ହିରୋ ରାଜେଶ ଙ୍କ ବିଷୟରେ | ଆଉ ଯିଏ କି ଏକ ଶୋ ରୁ ଆସିଥିଲେ ଫ୍ଲିମ ଜଗତକୁ | ସେଠାରେ ନିଜର ଅଭିନୟ ର ଯାଦୁ ଦେଖାଇ ଦର୍ଶକ ମାନଙ୍କ ର ପ୍ରିୟ ର ପାତ୍ର ମଧ୍ୟ ହୋଇଥିଲେ | ଆଉ ଯାହା କୁହାଯାଉଛି କି ରାଜେଶ ଅନେକ ଫ୍ଲିମ ରେ କାମ କରିବା ସହିତ ସିରିଏଲ ରେ ମଧ୍ୟ କାମ କରିଛନ୍ତି ଓ ୱେବ ସିରିଜ ମଧ୍ୟ କରିଛନ୍ତି | ଆଉ ସେ ଅଭିନୟ ସମୟରେ ଶ୍ରଦ୍ଧା ଙ୍କୁ ଭଲ ପାଉଥିଲେ | ଆଉ କୌଣସି କାରଣ ରୁ ବ୍ରେକପ ହୋଇଯିଵା କଥା ମଧ୍ୟ ଆପଣ ମାନେ ଶୁଣିଥିବେ |

ତେବେ ବର୍ତ୍ତମାନ ରାଜେଶ ଲୁବରାଇନା ଙ୍କ ସହିତ ତାଙ୍କର ଲଭ ଲାଇଫ ଆରମ୍ଭ କରିଛନ୍ତି | ଆଉ ଯାହା କୁହାଯାଉଛି କି ୱେବ ସିରିଜ କରୁଥିବା ସମୟରେ ଲୁବରାଇନା ଙ୍କ ସହିତ ରାଜେଶ ଙ୍କର ଭଲ ପାଇବା ହୋଇ ଯାଇଥିଲା | ତେବେ ଦୁଇଜଣ ବର୍ତ୍ତମାନ ଲିଭିଂ ରିଲେସନ ରେ ରହିବା କଥା ମଧ୍ୟ କୁହାଯାଉଛି | ସେମାନେ ସାଙ୍ଗ ହୋଇ ଅନେକ ଫଟ ଓ ଭିଡ଼ିଓ ମାନ ମଧ୍ୟ ଉଠାଇଛନ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଛି ଓ ଦର୍ଶକ ମାନେ ମଧ୍ୟ ସେମାନଙ୍କର ରିଲେସନ କୁ ପସନ୍ଦ କରୁଥିବା କଥା ମଧ୍ୟ କୁହାଯାଉଛି |

ଆଉ କୁହାଯାଉଛି କି ସେମାନେ ବର୍ତ୍ତମାନ ଲିଭିଂ ରେ ରହୁଥିବା ବେଳେ ଆଗକୁ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓ ଏକାଠି ସାଙ୍ଗ ହୋଇ କାମ କରିବା କଥା ମଧ୍ୟ କହୁଛନ୍ତି |ତେବେ ବର୍ତ୍ତମାନ ସେମାନଙ୍କର ଅନେକ ଫୋଟ ଓ ଭିଡ଼ିଓ ମଧ୍ୟ ଭାଇରାଲ ହେବାକୁ ଲାଗିଛି ଯାହା ସେମାନେ ଉଠାଇଛନ୍ତି ସାଙ୍ଗ ହୋଇକି ରହୁଥିବା ସମୟରେ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment