Odisha News Portal

ଶୁଣନ୍ତୁ ଭାଇରାଲ Audio Call : ବାହା ହେବେ କହି ବୟସ୍କ ପୁରୁଷ ଠାରୁ ଅଦୃଶ୍ୟ ଯୁବତୀ ଲୁଟିନେଲେ ଲକ୍ଷାଧିକ ଟଙ୍କା, ଏହି ବ୍ୟକ୍ତି ଙ୍କ ଭିତିରି କଥା ହେଲା ଭାଇରାଲ…

ବର୍ତ୍ତମାନ ସମୟରେ ଟେକ୍ନୋଲୋଜିର କାୟା ବିସ୍ତାର କରିସାରିଲେଣି, ପୂର୍ଵ ଅପେକ୍ଷା ବର୍ତ୍ତମାନ ସବୁ କାମ ସହଜ ହୋଇଗଲାଣି। ଯଦି ଆମେ 50 ବର୍ଷ ପଛକୁ ଫେରି ଯିବା ତାହାଲେ ଦେଖିବେ, ସେତେବେଳେ ଲୋକ ମାନଙ୍କ ମଧ୍ୟରେ ଯୋଗା ଯୋଗ ଦେଖା କରି ହେଉଥିଲା। କିନ୍ତୁ ବର୍ତ୍ତମାନ ଗୋଟିଏ ସେକେଣ୍ଡ ମଧ୍ୟରେ ଘରେ ବସି ସବୁ କାମ କରି ପାରୁଛେ, ଆଜିକାଲିର ଅନଲାଇନରେ ଅନେକ କାର୍ଯ୍ୟ ସମ୍ଭବପର ହୋଇପାରିଛି, ସପିଙ୍ଗ ପାଖରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁ କାମ ଘରେ ବସି ହୋଇ ପାରୁଛି। ତେବେ ମନୁଷ୍ୟ ପାଇଁ ଏହି ସବୁ କାମ ଯେତେ ସୁବିଧା ହୋଇଯାଇଥିଲେ, ମଧ୍ୟ ସେତେ ମାତ୍ରାରେ ଠକାମିର ଶିକାର ହେଉଛନ୍ତି।

ଅନେକ ସମୟରେ ଆପଣ ମାନେ ଅନଲାଇନ ଠକେଇର ଶିକାର ହୋଇଥିବା ଖବର ଶୁଣିଥିବେ। ତେବେ ଏଭଳି ଖବର ବାରମ୍ବାର ଶୁଣିବା ସ୍ୱତେ ମଧ୍ୟ, ଆମ ଲୋକେ ସଚେତନ ନୁହନ୍ତି। ତେବେ ପୁଣି ଏଭଳି କିଛି ଖବର ସାମ୍ନାକୁ ଆସିଛି, ଘଟଣାଟି ହେଉଛି, ଜଣେ ବ୍ୟକ୍ତି ଅନଲାଇନ ବିବାହ ପ୍ରତିଶ୍ରୁତି ପାଇଁ ୪ ଲକ୍ଷ ଟଙ୍କା ଯୁବତୀଙ୍କ ଠାରୁ ଠକି ନେଇଛନ୍ତି। ଆପଣ ମାନେ ପୂରା ଘଟଣା ବିଷୟରେ ଜାଣିଲା ପରେ ହୋସ ଉଡ଼ିଯିବ, ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ;

ସୂଚନା ଅନୁସାରେ, ସାଲେପୁରର ଜଣେ ବ୍ୟକ୍ତି ବିବାହ ପାଇଁ ଓଡ଼ିଆ ମେଟ୍ରିମୋନି ସାଇଟ ରେ ଝିଅ ଖୋଜୁ ଖୋଜୁ ଜଣେ ଯୁବତୀଙ୍କୁ ସେ ବାଛିଥିଲେ। ତାପରେ ଯୁବତୀ ଜଣକ ସାଥିରେ କଥା ହୋଇଥିଲେ, ଯୁବତୀ ଜଣକ ମଧ୍ୟ ତାଙ୍କୁ ପସନ୍ଦ କରିଥିଲେ। ସେ ଜଣେ ଡାକ୍ତର ଆଛନ୍ତି ବୋଲି କହିଥିଲେ, ଏହା ପରେ ଉଭୟଙ୍କ ମଧ୍ୟରେ କଥା ବାର୍ତ୍ତା ହେବାକୁ ଲାଗିଲା। ଏପରି ହେବା ପରେ ଯୁବତୀ ଜଣକ ମଧ୍ୟ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ତାଙ୍କର ଘର ବାଙ୍ଗାଲୋରରେ ରହୁଥିବା କଥା ମଧ୍ୟ କହିଥିଲେ।

ଯୁବତୀ ଜଣକ ସେ ଏକ ଡାକ୍ତର ଖାନା କରିବେ ବୋଲି କହିଥିଲେ। ତାଙ୍କୁ କିଛି ଟଙ୍କା ସାହଯ୍ୟ ମାଗିଥିଲେ, ସେ ମଧ୍ୟ କିଛି ସାହାଯ୍ୟ କରିଥିଲେ। ଏହା ପରେ ଛୋଟ ବଡ଼ କଥା କହି ଯୁବକ ଠାରୁ ପାଖାପାଖି ୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇଥିଲେ। ତାପରେ ଯୁବତୀ ତାଙ୍କ ସହିତ ଠକୁଛନ୍ତି, ଜାଣି ପାରିଲେ ଏବଂ ସେ ପ୍ରଥମେ ପୋଲିସ ରେ ଏକ ଏଫିଆର ଦେଇଥିଲେ। ଆଉ ଏକ ଏଫିଆର ସାଇବର କ୍ରାଇମରେ ଦେଇଥିଲେ। ତାଙ୍କର ଅଭିଯୋଗକୁ ଦିର୍ଘ ତିନି ମାସ ବିତିଯାଇଥିଲେ ମଧ୍ୟ ସେ କହୁଛନ୍ତି, ପୋଲିସ ସବୁବେଳେ କେବଳ ଗୋଟିଏ କଥା କହୁଛନ୍ତି, ତଦନ୍ତ ବର୍ତ୍ତମାନ ଜାରି ରହିଛି। ଗଣ ମାଧ୍ୟମରେ ଯୁବକ ଅଭିଯୋଗ କରିଛନ୍ତି, ଯେ ରାଜ୍ୟ ସରକାର ଏକ ବଡ଼ ଧରଣର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। ଏକଥା ମଧ୍ୟ କହିଛନ୍ତି, ଯେଉଁ ମାନେ ତାଙ୍କ ପରି ଧୋକା ଖାଅଛନ୍ତି, ସେମାନକୁ ମଧ୍ୟ ମିଳିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।