Odisha News Portal

ଦେଖନ୍ତୁ ଭିଡ଼ିଓ – ବାହାଘରର କିଛି ଦିନ ପରେ ହନିମୁନ ଗଲେ ସବ୍ୟ-ଅର୍ଚ୍ଚିତା hot ପୋଜିସନ ରେ ଉଠାଇଲେ ଫୋଟୋ ଦେଖନ୍ତୁ

ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ସବ୍ୟସାଚୀ ଅର୍ଚିତା ବିବାହ କରିବା ପରେ ଆରମ୍ଭ ରୁ ହିଁ ଚର୍ଚ୍ଚା ରେ ରହିଛନ୍ତି ।ଦୁଇ ଜଣ ରାଜସ୍ଥାନ ରେ ଏକ ବିଳାସପୂର୍ଣ୍ଣ ଅବସ୍ଥା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ବିବାହ ବନ୍ଧନରେ ବାନ୍ଧି ହୋଇ ସାରିବା ପରେ ଆଜି ରାଜସ୍ଥାନ ର ବିଭିନ୍ନ ସ୍ଥାନ ରେ ବୁଲୁ ଥିଲେ ସବ୍ୟସାଚୀ ଓ ଅର୍ଚ୍ଚିତା ଓ ଏହାପରେ ଓଡ଼ିଶା ଫେରିଥିଲେ । ଓଡ଼ିଶା ଫେରିବା ପରେ ସେମାନେ ଥରେ କିମ୍ବା ଦୁଇଥର ନୁହଁ ଚାରିଥର ନିଜ ବିବାହ ର ରିସେପ୍ସାନ ପାର୍ଟି ଦେଇଥିଲେ ।

ତେବେ ବର୍ତ୍ତମାନ ଦୁଇ ଜଣ ସବ୍ୟସାଚୀ ଓ ଅର୍ଚ୍ଚିତା ହନିମୁନ ପାଇଁ ଯାଇଥିବାର ନଜର ଆସିଛନ୍ତି ଯାହାକି ଦୁଇ ଜଣ ନିଜ ହନିମୁନ ଯାଇଥିବାର ଫଟୋ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ଓ ସେହି ଫଟୋ ଗୁଡ଼ିକ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ରେ ସେମାନେ କେଉଁ ଏକ ସ୍ନୋ ଏରିଆ ରେ ବୁଲୁ ଥିବାର ନଜର ଆସିଛନ୍ତି ଯାହାକି ସେମାନେ ଦୁହେଁ ବରଫ ରେ ଖେଳୁ ଥିବାର ନଜର ମଧ୍ୟ ଆସିଛନ୍ତି । ତେବେ ତାଙ୍କର ଏହି ଫଟୋ ଦେଖି ତାଙ୍କ ଫ୍ୟାନ ମାନେ ତାଙ୍କୁ ଖୁବ୍ ପସନ୍ଦ କରୁଛନ୍ତି ଓ କମେଣ୍ଟ୍ ମାଧ୍ୟମ ରେ ନିଜର ମତ ଜଣାଇ ଅଛନ୍ତି ଯେ ଦୁଇ ଜଣ ଙ୍କ ଯୋଡ଼ି ଖୁବ୍ ଭଲ ଲାଗୁଛି ବୋଲି ।

ତେବେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଏହି ଦୁଇ ଜଣ ଅତି ଚର୍ଚ୍ଚିତ ଅଟନ୍ତି ଓ ଲୋକ ମାନେ ଏମାନଙ୍କ ଅଭିନୟ ଖୁବ୍ ପସନ୍ଦ କରନ୍ତି । କେବଳ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ନୁହେଁ ଦୁହେଁ ବଙ୍ଗାଳୀ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ମଧ୍ୟ ଖୁବ୍ ପ୍ରସିଦ୍ଧ ଅଟନ୍ତି । ଦୁହେଁ ବଙ୍ଗାଳୀ ଫିଲ୍ମ୍ କରିଥିବାର ଅନେକ ଥର ନଜର ଆସିଛନ୍ତି । ଦୁହେଁ ଏବେ ନିଜ ବିବାହ ପରେ ରୋମାନ୍ସ କରିବାରେ ବ୍ୟସ୍ତ ଅଛନ୍ତି ଓ ହନିମୁନ ଯାଇ ଖୁବ୍ ମଜା ମସ୍ତି ମଧ୍ୟ କରୁଛନ୍ତି । ତେବେ ଦୁଇ ଜଣ ଙ୍କ ରିସେପ୍ସଂ ପାର୍ଟି ମଧ୍ୟ ଖୁବ୍ ଆକର୍ଷିତ ହୋଇଥିଲା ଯିଏ ଦେଖିଲେ ବି ପସନ୍ଦ କରୁଥିଲେ ।

ସେମାନେ ୨୧ ତାରିଖ ରେ ଓଡ଼ିଶା ଫେରି ନିଜ ଫ୍ରେଣ୍ଡ୍ ମାନଙ୍କୁ ରିଶେପ୍ସଂ ପାର୍ଟି ଦେଇଥିଲେ । ତେବେ ସମସ୍ତଙ୍କ ପାଇଁ ଚାରି ଚାରି ଥର ରିସେପ୍ସାନ ପାର୍ଟି ଦେଇ ଚର୍ଚ୍ଚା ର ବିଷୟ ପାଲଟିଥିଲେ ଏହି ଦୁଇ ଟି ଯୋଡ଼ି । ତେବେ ଓଡ଼ିଶା ବେଷ୍ଟ ଯୋଡ଼ି ହିସାବ ରେ ଗଣା ହେଉଥିବା ଏହି ଯୋଡ଼ି ବର୍ତ୍ତମାନ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଯେଉଁ ଯୋଡ଼ି କୁ ଲୋକ ମାନେ ଖୁବ୍ ପସନ୍ଦ କରୁଛନ୍ତି। ତେବେ ଆପଣ ମାନଙ୍କୁ ଏମାନଙ୍କ ଯୋଡ଼ି କିପରି ଲାଗେ ଆମକୁ କମେଣ୍ଟେ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।