Odisha News Portal

ବଡ ଖବର। ଝିଅ ବାହାଘର ପାଇଁ ମାତ୍ର ୧୨୧ ଟଙ୍କାର ଆବଶ୍ୟକ,ଏହି ପଲିସି ରେ ଝିଅ ବାହାଘର ରେ ଲକ୍ଷେ ଲକ୍ଷେ ଟଙ୍କା ଖର୍ଚ୍ଚ କରିବେ

0 0

ପ୍ରତ୍ୟେକ ମଣିଷ ସମାଜ ରେ ବସବାସ କରି ଥାଆନ୍ତି। ମଣିଷ ଜୀବନରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ଯାହାକି ସବୁ ପୁଅଝିଅ ଙ୍କର ବଡ ସ୍ବପ୍ନ ରହିଥାଏ।ଧୀରେ ଧୀରେ ସମାଜ ବଦଳିବାରେ ଲାଗିଛି ତା ସହିତ ମଣିଷର ଚିନ୍ତାଧାରା ମଧ୍ୟ ପରିବର୍ତ୍ତନ ହେଉଛି। ଆଉ ସମାଜର ବିଭିନ୍ନ ପ୍ରଥା ପରମ୍ପରା ସବୁ କିଛି ବଦଳି ଯାଉଛି ,ଏମିତି ବି ବିବାହ ଆୟୋଜନ ର ପ୍ରକ୍ରିୟା ବି ବଦଳି ଯାଉଛି। ଏହି ସମୟରେ ବିଭିନ୍ନ ବାହାଘର ସ୍ୱତନ୍ତ୍ର ଉପାୟରେ ଆୟୋଜନ କରାଯାଇଛି।

ଏହି ସମାଜରେ ପ୍ରାୟତଃ ବିବାହରେ ମଜାମସ୍ତି କରିଥାନ୍ତି ଏବଂ ଏହା ୪-୫ ଦିନ ଭିତରେ ହୋଇଥାଏ ଏବଂ ଅନେକ ବନ୍ଧୁ ବାନ୍ଧବ ମଧ୍ୟ ବାହାଘର ସମୟରେ ଘରକୁ ଆସିଥାନ୍ତି ଏବଂ ବହୁତ ଅର୍ଥ ମଧ୍ୟ ବ୍ୟୟ ହୋଇଥାଏ।

ବିବାହ ଘରେ ଅଧିକ ଖର୍ଚ୍ଚ ହୋଇଥିଲେ ଧନୀ ଲୋକଙ୍କ ଉପରେ ପ୍ରଭାବ ପଡି ନଥାଏ କିନ୍ତୁ ଗରିବ ଲୋକ ମାନେ ବହୁତ କଷ୍ଟରେ ଏତେ ଟଙ୍କା ଯୋଗାଡ କରି ନିଜ ପିଲାଙ୍କ ବିବାହ କାର୍ଯ୍ୟକ୍ରମ କରି ଥାଆନ୍ତି।କିନ୍ତୁ ଆଜି ଆମେ ଆପଣଙ୍କ ଏମିତି ଏକ ଖବର ବିଷୟରେ କହିବୁ ଯେମିତି ଆପଣ ନିଜ ପିଲାଙ୍କର ଧୁମଧାମ ରେ ଆୟୋଜନ କରି ପାରିବେ।

ପ୍ରତ୍ୟେକ ମଣିଷ ସବୁ ବେଳେ ନିଜର ଗୋଟିଏ ପୁଅ ଜନ୍ମ ହେଉ ବୋଲି ଭାବିଥାନ୍ତି, କିନ୍ତୁ ବେଳେବେଳ ଝିଅ ହୋଇ ଯାଇଥାଏ। ଅନେଜ ଲୋକ ପୁଅ କୁ ବେଶୀ ଭଲ ପାଇଥାନ୍ତି ଝିଅ ଅପେକ୍ଷା।ତେବେ ଏମିତି ପଲିସି ବିଷୟରେ କହିବୁ ଯାହାକି କେବଳ ଝିଅ ଙ୍କ ପାଇଁ ଉଦ୍ଧିଷ୍ଟ। ଏହି ପଲିସି ଟି LIC ତରଫରୁ କରା ଯାଇଛି,ଏହାର ନାମ କନ୍ୟାଦାନ ଯୋଜନା ରହିଛି। ଏହି ଯୋଜନାରେ ପ୍ରତେକ ଦିନ ଜଣେ ମଣିଷ ୧୨୧ ଟଙ୍କା ଲେଖାଏଁ ୩୬୦୦ ଟଙ୍କା ମାସକୁ ପ୍ରିମୀୟମ ଏହି ପ୍ଲାନ ରହିଚି।କିନ୍ତୁ ଯଦି ଆପଣ ଏହାଠାରୁ କମ କିମ୍ବା ଅଧିକ ଚାହୁଁଛନ୍ତି ତେବେ କରିପାରିବେ।

ଏହି ପଲିସି ଅନୁସାରେ ପ୍ରତିଦିନ ୧୨୧ ଟଙ୍କା ଜମା କରି ୨୭ ବର୍ଷ ପରେ ୨୫ ଲକ୍ଷ ଟଙ୍କା ପାଇପାରିବେ। ଯଦି ଆପଣ ପ୍ରିମୀୟମ ଭରିବା ପୂର୍ବରୁ ଆପଣଙ୍କ ମୃତ୍ୟୁ ହୋଇଯାଉଛି ତେବେ ପରିବାରକୁ ପ୍ରିମୀୟମ ଭରିବାକୁ ପଡିବ ନାହିଁ ଏବଂ ତାଙ୍କୁ ପ୍ରତି ବର୍ଷ ୧ ଲକ୍ଷ ଟଙ୍କା ଦିଆଯିବ ଆଉ ୨୫ ବର୍ଷ ପୂରଣ ହେବାପରେ ପଲିସିର ନୋମିନ କୁ ୨୭ ଲକ୍ଷ LIC ଦେବ।

କେତେବର୍ଷ ବୟସରେ ମିଳିବ ଏହି ପଲିସି –

ଏହି ପଲିସି ପାଇଁ ସବୁଠାରୁ କମ ୩୦ ହୋଇଥିବା ଦରକାର ଏବଂ କନ୍ୟାର ବୟସ ୧ ବର୍ଷ ହୋଇଥିବା ଆଵଶ୍ୟକ।ଆଉ ନିଜର ଆଧାର କାର୍ଡ, ଆୟ ପ୍ରମାଣ ପତ୍ର,ପରିଚୟ ପତ୍ର, ପାସପୋର୍ଟ ସାଇଜ ଫୋଟୋ ନିହାତି ଆବଶ୍ୟକ ପଡିଥାଏ।ଏହି ପ୍ଲାନ ୨୫ ବର୍ଷ ରେ ମିଳୁଥିବା ବେଳେ ପ୍ରିମୀୟମ କୁ ୨୨ ବର୍ଷ ଦେବାକୁ ପଡିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।