Odisha News Portal

ବଡ ଖବର-ବିବାହ ପରେ ପ୍ରଥମ ଥର ସୁପର ଷ୍ଟାର ସବ୍ୟସାଚୀ ଏବଂ ଚୁଲବୁଲି ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ଏକାଠି ସୁଟିଙ୍ଗ ରେ,ଆସନ୍ତୁ ଦେଖିବା କଣ ଘଟିଥିଲା

ମନୋରଞ୍ଜନ ଦୁନିଆରେ ଆମ ଓଡିଶାରେ ବର୍ତ୍ତମାନ ବହୁତ ସାରା ଫିଲ୍ମ ମଧ୍ୟ ଆସୁଛି। ସେଥିରେ କିଛି ଫିଲ୍ମ ସୁପର ହିଟ ହୁଏ। ଫିଲ୍ମ ର ଷ୍ଟାର ମାନେ ମଧ୍ୟ ଦର୍ଶକ ବା ଫ୍ୟାନ୍ସ ମାନଙ୍କ ହୃଦୟ ଜିତି ଥାଆନ୍ତି। ସେହି ଷ୍ଟାର ମାନଙ୍କ ମଧ୍ୟରେ ସମସ୍ତଙ୍କ ପ୍ରିୟ ହୋଇ ପାରିଛନ୍ତି ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା। ଅଭିନେତା ସବ୍ୟସାଚୀ ସେ ତାଙ୍କ ଜୀବନରେ ବହୁତ ସାରା ଆଲବମ ଏବଂ ଫିଲ୍ମ କରିଛନ୍ତି। ତାଙ୍କର ଅଭିନୟ ବଳରେ ସମସ୍ତଙ୍କ ମନକୁ କିଣି ପାରିଛନ୍ତି ଏବଂ ଅର୍ଚ୍ଚିତା ସେ ଏକ ବହୁତ ସୁନ୍ଦର ଅଭିନେତ୍ରୀ ଆଉ ତାଙ୍କ ଅଭିନୟ ଦର୍ଶକ ଙ୍କୁ ଆଚଙ୍କିତ କରିଦିଏ।ସବ୍ୟସାଚୀ ଏବଂ ଅର୍ଚ୍ଚିତା ବିବାହ ପରେ ପୁଣି ଶୁଟିଂ ସେଟ ରେ ପହଂଚିଲେ। ସବ୍ୟସାଚୀ ନିଜ ସ୍ତ୍ରୀ ଅର୍ଚ୍ଚିତା ଙ୍କ ସହ ପ୍ରଥମ ଥର ପାଇଁ ଶୁଟିଂକୁ ଆସିଲେ। ସେ ବିଷୟରେ ଜାଣିବା ପାଇଁ ଶେଷ ପର୍ଯ୍ୟନ୍ତ ଭିଡିଓ ଦେଖନ୍ତୁ।

ଆପଣ ମାନେ ଜାଣିଥିବେ କିଛିଦିନ ତଳେ ଅଭିନେତା ସବ୍ୟସାଚୀ ଙ୍କ ସହିତ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ବିବାହ ରାଜସ୍ଥାନ ରେ ହୋଇଥିଲା ଏବଂ ପୁଣି ଓଡିଶା ଫେରିଛନ୍ତି। ବର୍ତ୍ତମାନ ସେ ଦୁହେଁ ପୁଣି ଥରେ ଶୁଟିଂ ରେ ପାଦ ରଖିଛନ୍ତି କାରଣ ଶୁଟିଂ ହିଁ ତାଙ୍କର ଜୀବନ ଏବଂ ଶୁଟିଂ ରୁ ହିଁ ସେ ଏତେ ଆଗକୁ ଆସିଛନ୍ତି ବୋଲି ସବ୍ୟସାଚୀ କହିଥିଲେ। ସେ ଦୁହେଁ ଜି ସାର୍ଥକ ସ୍ପୋନ୍ସର ଆୱାର୍ଡ ରେ ପୁଣି ଥରେ ଓଡ଼ିଶା ଫେରିବା ପରେ ଯୋଗ ଦେଇଛନ୍ତି ଏବଂ ଏଥିରେ ସେଲିବ୍ରେଟି ମାନେ ଏକାଠି ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କୁ ଦେଖି ବହୁତ ଖୁସି ହୋଇ ଯାଇଛନ୍ତି।

ଆଉ ସେମାନଙ୍କ ଫୋଟୋ ମଧ୍ୟ ଉଠେଇକି ଭାଇରଲ କରିଥିଲେ ଏବଂ ସେଠାରେ ଥିବା ମିଡ଼ିଆ ଭାଇ ମାନେ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ କରିଥିଲେ। ଏହି ଫୋଟୋ ଟି ଆଗକୁ ଆସୁଥିବା ଜି ସାର୍ଥକ ସ୍ପୋନ୍ସର ଆୱାର୍ଡ ରେ ଅଭିନେତା ସବ୍ୟସଚି ଏବଂ ଅର୍ଚ୍ଚିତା ଙ୍କୁ ଦେଖିବାକୁ ମିଳିବ। ଅବଶ୍ୟ ଦୁହିଁଙ୍କର ପରଫର୍ମନ୍ସ ଦେଖିବାକୁ ମିଳି ନପାରେ ତାହା ତ ଜଣା ନାହିଁ। କିନ୍ତୁ ଦୁହେଁ ଷ୍ଟେଜ ଷେୟାର କରିଛନ୍ତି ସେଲିବ୍ରେଟି ମାନଙ୍କ ସହିତ।

ପ୍ରଥମ ଥର ପାଇଁ ବିବାହ ପରେ ଅଭିନେତା ସବ୍ୟ ଅର୍ଚ୍ଚିତା ଙ୍କୁ ଧରି ସ୍ପୋନ୍ସର୍ଡ ଆୱାର୍ଡ ରେ ପହଂଚି ଥିଲେ ଏବଂ ଦୁହେଁ ବେଶ ଖୁସି ଥିବାର ଜଣା ଯାଉଛି ଏହି ଆୱାର୍ଡ ରେ। ତେବେ ଜି ସାର୍ଥକ ର ଅନେକ ଆୱାର୍ଡ ରେ ଆପଣ ମାନେ ଅର୍ଚ୍ଚିତା ଙ୍କୁ ଜର୍ଜ ଭାବରେ ଦେଖିଥିବେ ଏବଂ ସବ୍ୟସାଚୀ ମଧ୍ୟ ମୁଖ୍ୟ ଜର୍ଜ ଭାବରେ ଏଥିରେ ଆସିଥିବେ।

ତେବେ ଜି ସାର୍ଥକ ର ଆୱାର୍ଡ ରେ ବିବାହ ପରେ ପ୍ରଥମ ଥର ପାଇଁ ଆସିଥିବାରୁ ତାଙ୍କ ଅନୁଭୂତି ବିଷୟରେ ପଚାରିବା ରୁ କହିଥିଲେ ଦୁହେଁ ଆମେ ସବୁବେଳେ ଜି ସାର୍ଥକ ର ଫ୍ୟାମିଲି ହୋଇକି ରହିଛୁ ଏବଂ ଆଗକୁ ମଧ୍ୟ ଏମିତି ରହିଥିବୁ। ସବ୍ୟ ଏବଂ ଅର୍ଚ୍ଚିତା ଙ୍କ ଯୋଡି ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।