ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ ଓଡିଶା ର ମହାନ କେତୋଟି ପର୍ବ ମାନଙ୍କ ମଧ୍ୟରେ ରଥଯାତ୍ରା ଅନ୍ୟତମ | ଏହି ରଥଯାତ୍ରା ଖାଲି ଓଡ଼ିଶା କି ଭାରତର ଲୋକ ମାନେ ପାଳନ କରନ୍ତି ତାହା ନୁହଁ ସମଗ୍ର ପୃଥିବୀରେ ଏହା ପ୍ରସିଦ୍ଧ ଲାଭ କରିଛି |ସେହି ମହା ପ୍ରଭୁ କାଳିଆ ଙ୍କର ଦର୍ଶନ ଟିକେ ପାଇବା ପାଇଁ କହି କେତେ ଦୂର ଦୁରାନ୍ତରୁ ଲୋକ ମାନେ ଦୌଡ଼ି ଆସିଥାନ୍ତି | ସେ ହେଉଛନ୍ତି ଭକ୍ତ ମାନଙ୍କର ଠାକୁର ଦୁଃଖୀ ଓ ରଙ୍କି ମାନଙ୍କର ଠାକୁର , ତାଙ୍କର ଦୟା ଯାହା ଉପରେ ଅଛି ତାର କେହିବି କ୍ଷତି କରିପାରିବ ନାହିଁ | ସେହି ଭକତ ଜନର ଠାକୁରଙ୍କ ବିଷୟରେ ଯେତେ କହିଲେ ବି କମିଯିବ |
ତେବେ ଆମେ ଜାଣିଛୁ କି ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହୋଇଥାଏ ପୃଥିବୀ ବାହାରୁ ମଧ୍ୟ ଅନେକ ଲୋକ ପୁରୀ କୁ ଆସିଥାନ୍ତି ରଥଯାତ୍ରା ଦେଖିବା ପାଇଁ, ତେବେ ଆମେ ଜାଣିଛୁ କି କାଳିଆ ସାହାନ୍ତ ବିଶେଷ କରି ହଳଦିଆ ରଙ୍ଗର ପୋଷାକ ପିନ୍ଧିବାକୁ ବହୁତ ପସନ୍ଦ କରିଥାନ୍ତି | ଆଉ ସେହି ବଡ଼ ଦାଣ୍ଡ ପୁରୀ ରେ ହଳଦିଆ ରଙ୍ଗର ପୋଷାକ ମଧ୍ୟ ଭକ୍ତ ମାନେ ପିନ୍ଧି ସିଧା ରେ ଛିଡା ହେଇଛନ୍ତି | ତାହା ଛଡା ଆହୁରି ମଧ୍ୟ କୁହାଯାଇଛି କି ଭକ୍ତ ମାନଙ୍କର ଦେବତା କାଳିଆ ସାହାନ୍ତ ଙ୍କୁ ରଥଯାତ୍ରା ଦିନ ଭକ୍ତ ମାନେ ଝୁଲେଇ ଝୁଲେଇ ନେଇ ଯାଇଥାନ୍ତି ବଡ଼ ଦାଣ୍ଡରତେଣୁ ଆଉ ସେ ହେଉଛନ୍ତି ଭକ୍ତ ର ଠାକୁର, ତେଣୁ ତମେ ଯୋଉଠି ଥାଅ ଯେମିତି ଥାଅ ନାଁ କାହିଁକି ଯଦି ତାଙ୍କୁ ଥରେ ଭକ୍ତି ଭାବରେ ମନରୁ ଡାକିଛ ତାହେଲେ ସେ ଭକ୍ତ ମାନବକ ପାଖରେ ପହଞ୍ଚି ଯାଇଥାନ୍ତି |
ତେବେ କାଳିଆ ସାହାନ୍ତ ଙ୍କର କୃପା ଦୃଷ୍ଟି ରହିଲେ ସମସ୍ତ ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୋଇଥାଏ |ତେବେ ସେହି ଗୋଟିଏ ଦିନ ଯୋଉ ଦିନ ଜଗତର ନାଥ ଜଗନ୍ନାଥ ଆସିଥାନ୍ତି ଭକ୍ତ ମାନଙ୍କର ଗହଲକୁ ଆଉ ସେହି ଭକ୍ତ ମାନଙ୍କ ସହିତ ରହିକି ବହୁତ ଆନନ୍ଦ ମଧ୍ୟ ପାଇଥାନ୍ତି |ତେବେ କୁହା ଯାଏ କି ଯଦି କାଳିଆକୁ କେହିବି ଭକ୍ତି ମନରେ ଡାକିଥାଏ, ତାହେଲେ ଭଗବାନ ତାର ଡାକକୁ ନିଶ୍ଚୟ ଶୁଣିଥାନ୍ତି ଓ ତାଙ୍କର ସମସ୍ତ ମନସ୍କା ମନା କୁ ପୂରଣ କରିଦେଇଥାନ୍ତି | ତେବେ ଏହି ରଥଯାତ୍ରା ଦିନ ବଡ଼ ଦଣ୍ଡ ପୁରୀରେ ଏତେ ଭିଡ ହୋଇଥାଏ କି ଭକ୍ତର ଗହଳରେ କାଳିଆ ସାହାନ୍ତ ପୁରା ମଜି ଯାଇଥାନ୍ତି
|ତେବେ ଏହି ପୁରୀରେ ହେଉଥିବା ରଥଯାତ୍ରା ତି ବିଶ୍ୱ ପ୍ରସିଦ୍ଧ ହୋଇଥାଏ | କେତେ ଦୂର ଆଉ ଦୁରାନ୍ତରୁ ଲୋକ ମାନେ ଆସିଥାନ୍ତି ଜଗନ୍ନାଥ ଙ୍କର ଥରେ ମାତ୍ର ଦର୍ଶନ ପାଇଁ ନିଜ ଜୀବନକୁ ସାର୍ଥକ କରିବା ପାଇଁ |ତେବେ ଲକ୍ଷ ଲକ୍ଷ ଲୋକ ଆସିଥାନ୍ତି ଏହି ରଥଯାତ୍ରା ରେ ପୁରୀକୁ ଓ ଠାକୁରଙ୍କର ଆଶ୍ରିବାଦ ମଧ୍ୟ ପାଇଥାନ୍ତି |ଯାହାର ଭିଡିଓ ସେସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି, ଯାହାକୁ ଦେଖିକି ଆପଣ ମାନେ ଜାଣିପାରିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।