Odisha News Portal

ଦେଖନ୍ତୁ Viral ଭିଡ଼ିଓ : ବେଡ୍ ରେ ବସି ଗରମ ପାଣିରେ ଗୋଡ ଧୋଉଥିଲେ ଭଉଣୀ, ଭାଇ ଆସି ଟାଣି ଦେଲେ ଗୋଡ, ଆଉ ତାପରେ ଯାହା ହେଲା ଆପଣ ଦେଖି ଅବାକ୍ ହୋଇଯିବେ…

ବନ୍ଧୁଗଣ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ।

ଏହାକୁ ଦେଖି ଆମ ଖୁସିର ହିସାବ ରହି ନଥାଏ। ତେବେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ ଯାହା ଆପଣଙ୍କୁ ଚକିତ କରିବା ସହିତ ଖୁସି ମଧ୍ୟ କରାଇବ।ତେବେ ଏହି ଭାଇରାଲ ଭିଡିଓ ଟି ଆପଣ ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର। ଅବଶ୍ୟ ଏଥିରେ ଆହତ ହେବାର ସମ୍ଭାବନା ମଧ୍ୟ ରହିଥିଲା। କିନ୍ତୁ ଭିଡିଓ ଦେଖି ଯାହା ଲାଗୁଛି ସେ ସେତେ ମାତ୍ରାରେ ଆଘାତ ପାଇ ନାହାଁନ୍ତି।

ଏଠାରେ ଯାହା ଦେଖିବାକୁ ମିଳିଛି ଏଥିରେ ଏହି ଭିଡିଓରେ ଜଣେ ଭଉଣୀ ବେଡ୍ ଉପରେ ବସି ଏକ ବଡ଼ ପାତ୍ରରେ ଗରମ ପାଣି ରଖି ସେଥିରେ ତାଙ୍କର ତାଙ୍କର ଗୋଡ଼ କୁ ବୁଡ଼ାଇ ଧୋଉଛନ୍ତି।ଆଉ ଏହାପରେ ତାଙ୍କର ଭାଇ ବାହାରୁ ଆସୁଛନ୍ତି ଏବଂ ଭଉଣୀ ର ଏତାଦୃଶ କାର୍ଯ୍ୟକୁ ଦେଖୁଛନ୍ତି। ଏବଂ ଏହାପରେ ସେ ଯାହା କରୁଛନ୍ତି ତାହା ଦେଖିଲେ ଆପଣ ଦେଖି ରହିଯିବେ।ସେ ତାଙ୍କ ଭଉଣୀଙ୍କ ପାଦକୁ ପାଣି ଭିତରେ ଧରି ତାଙ୍କୁ ବେଡ୍ ରୁ ତଳକୁ ଟାଣି ଡେଉଛନ୍ତି।ଆଉ ଭଉଣୀ ସେହି ଗରମ ପାଣି ଥିବା ପାତ୍ରରେ ପଡ଼ି ଯାଉଛନ୍ତି।

ଏହା ପରେ ଭଉଣୀ ସେମିତି ବସିଥିବା ଅବସ୍ଥାରେ ତାଙ୍କ ପାଖରେ ଥିବା ଚପଲ କୁ ଉଠାଇ ଭାଇ ଉପରକୁ ଛାଟି ଦେଉଛନ୍ତି। ଲାଗୁଛି ଭାଇର ଏଭଳି କାର୍ଯ୍ୟରେ ସେ ରାଗି ଯାଇ ଚପଲ କୁ ଛାଟି ଦେଉଛନ୍ତି। ତେବେ ଭାଇ ଭଉଣୀ ଭିତରେ ପ୍ରାୟତଃ ଏମିତି ମଜା ମସ୍ତି ଚାଲିଥାଏ। ଯାହା ଅନେକ ସମୟରେ ଅନେକ ପରିବାର ଭିତରେ ଦେଖିବା ପାଇଁ ମିଳିଥାଏ। କିନ୍ତୁ ଏଭଳି କିଛି ମଜା କରନ୍ତୁ ନାହିଁ ଯେଉଁଥିରେ କିଛି କ୍ଷତି ଘଟିବାର ସମ୍ଭାବନା ରହିଥିବ କିମ୍ବା ଅନ୍ୟ ଜଣଙ୍କୁ ଏହାଦ୍ୱାରା କଷ୍ଟ ହେବ। ସବୁକିଛି କୁ ଧ୍ୟାନ ରେ ରଖି ସତର୍କତା ପୂର୍ବକ ମଜା ମସ୍ତି କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।