Jyotisa Shastra – ବାଛନ୍ତୁ ଆପଣଙ୍କର ଜନ୍ମ ତାରିଖ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ରେ Love Marriage ହେବ ନା Arrange Marriage
ବନ୍ଧୁଗଣ ଆଜି ଆମେ ଆମର ଏହି ଲେଖାରେ ଏକ ବିଶେଷ କଥା ଆପଣଙ୍କୁ କହିବାକୁ ଯାଉଛୁ। ଯାହା ଆପଣଙ୍କ ପାଇଁ ବହୁତ୍ ଜାଣିବା କଥା ଅଟେ। ଆପଣ ଯଦି ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରୁଥାନ୍ତି ତେବେ ଆପଣ ଜାଣିଥିବେ ଯେ ଏଥିରେ ମଣିଷ ଭାଗ୍ୟ ଏବଂ ଭବିଷ୍ୟତ ବିଚାର କୁ ନେଇ କେତେ ଜିନିଷ ବିଷୟରେ ବର୍ଣ୍ଣନା ହୋଇଥାଏ।ସେହି ଅନୁସାରେ ଆଜି ଆମେ ଆପଣଙ୍କୁ ଆପଣ ଜନ୍ମ ହୋଇଥିବା ତାରିଖ ହିସାବରେ ଆପଣ ଙ୍କ ର ଜୀବନ ର ଏକ ଗୁରୁତ୍ବପୂର୍ଣ୍ଣ ଜିନିଷ ବିଷୟ ରେ କହିବୁ।ସେହି ବିଷୟରେ ଆମେ ଆଜି ଜାଣିବା ଯାହା ହେଉଛି ଆପଣଙ୍କ ବିବାହ ସମ୍ପର୍କରେ।
ଅନେକ ଲୋକ ଏହାକୁ ନେଇ ଦ୍ଵନ୍ଦ ରେ ଥାଆନ୍ତି ଯେ ସେମାନେ କିପରି ବିବାହ କରିବେ। ତାଙ୍କର ବିବାହ କେଉଁ ଭଳି ହେବ।ସେ ଲଭ ମେରେଜ କରିବେ ନା ଏରେଞ୍ଜ ମେରେଜ କରିବେ। ଏହାକୁ ନେଇ ଏକ ସଠିକ୍ ନିଷ୍ପତ୍ତି ସେମାନେ ନେଇ ପାରନ୍ତି ନାହିଁ।ଏହା ପରେ ସେମାନଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି କରେ। କିନ୍ତୁ ଆଜି ଆପଣଙ୍କୁ କହିବୁ ଯେ କିପରି ଭାବରେ ଆପଣ ଆପଣଙ୍କ ଜନ୍ମବାର ବା ଜନ୍ମ ତାରିଖରୁ ଆପଣଙ୍କ ଆଗାମୀ ଭବିଷ୍ୟତ ବିଷୟରେ ଜାଣି ପାରିବେ। ଅର୍ଥାତ୍ ଆପଣଙ୍କ ଭବିଷ୍ୟତ ଜୀବନରେ ଆପଣ ଲଭ୍ ମେରେଜ୍ କିମ୍ବା ଏରେଞ୍ଜ ମେରେଜ କରିବାକୁ ଯାଉଛନ୍ତି ସେବିଷୟରେ ଜାଣି ପାରିବେ।
ପ୍ରଥମତଃ ଆପଣ ଙ୍କୁ କହି ରଖୁଛୁ ଯେ ଯେକୌଣସି ମାସର ଯଦି ଆପଣଙ୍କ ଜନ୍ମ ତାରିଖ 1, 10, 19, 28 ତାରିଖ ହୋଇଥିବ ତେବେ ଏମାନେ ପ୍ରାୟତଃ ଲାଜକୁଲା ପ୍ରକୃତିର ହୋଇଥାନ୍ତି। ଏମାନେ ନିଜର ମନକଥା ଖୋଲିକି କାହାକୁ କହି ପାରନ୍ତି ନାହିଁ। ପ୍ରାୟତଃ ଏମାନେ ଏରେଞ୍ଜ ମେରେଜ କରିଥାନ୍ତି।
ଆଉ ଯଦି ଆପଣଙ୍କ ଜନ୍ମ ତାରିଖ 5,13,22, ହୋଇଥାଏ ତେବେ ଆପଣଙ୍କ ର ପ୍ରେମ ଉପରେ ସାଧାରଣ ଭାବେ ବିଶ୍ୱାସ ଟିକିଏ କମ୍ ରହିଥାଏ।ଏମାନଙ୍କର ସବୁବେଳେ ନିଜ ଘର ଲୋକ ମାନଙ୍କ ପସନ୍ଦ ରେ ବିବାହ ହୋଇଥାଏ।
ସେହିପରି 9,18,27 ଭଳି ତାରିଖ ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନଙ୍କ ଜୀବନ ରେ ପ୍ରେମ କୁ ନେଇ ଅନେକ ବିବାଦ ରହିଥାଏ।
ଏମାନେ ଏହି କାରଣରୁ ପ୍ରେମ ବିବାହ ରୁ ଦୂରେଇ ଯାଇ ଥାଆନ୍ତି।6, 14, 23 ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ସାଧାରଣ ନିଜ ପରିବାର ର ଇଚ୍ଛାରେ ବିବାହ କରିଥାନ୍ତି।
ସେହିଭଳି 4, 16, 25 ଏହି ତାରିଖ ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ବହୁତ୍ କମ୍ ଲଭ୍ ମେରେଜ କରିଥିବାର ଦେଖାଯାଏ।
ସେହିପରି ମାସର 8, 17, 24,26 ମାନଙ୍କ ର ମୂଳ ଅଙ୍କ 8 ହୋଇଥିବାରୁ ଶନି ଏମାନଙ୍କର ସ୍ବାମୀ ଅଟନ୍ତି। ଏମାନେ କ୍ଵଚିତ ପ୍ରେମ ବିବାହ କରନ୍ତି ଏବଂ 2, 11, 20, 29 ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ପ୍ରେମ ବିବାହ କରିଥାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।