Odisha News Portal

ଏଥି ମଧ୍ୟରୁ ବାଛନ୍ତୁ ଗୋଟିଏ ରଙ୍ଗ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ, ସ୍ୱଭାବ ଏବଂ ଚରିତ୍ର , ଲକ୍ଷଣ କିପରି ?

ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ କିଛି ନା କିଛି କରିବା ପାଇଁ ଚାହାନ୍ତି , ମାତ୍ର ପ୍ରତ୍ୟେକ ବ୍ୟକ୍ତିର ଇଚ୍ଛା ସମାନ ନଥାଏ । ସେମାନଙ୍କ ଚାଲିଚଳନ , ଜୀବନଶୈଲା ପ୍ରତ୍ୟେକ କ୍ଷେତ୍ରରେ ସମସ୍ତେ ଅନ୍ୟ ମାନଙ୍କ ଠାରୁ ଭିନ୍ନ ହୋଇଥାଏ । ଏ ଜଗତରେ ଗୋଟିଏ ମନୁଷ୍ୟ ପରି ଆଉ କେହି ହୋଇନଥାଏ , ସେ କେବଳ ଜଣେ ସେହି ହୋଇଥାଏ ତାପରି ସଂସାରରେ ଅନ୍ୟ କେହି ହେଲେ ମଧ୍ୟ ନଥାଏ । ପ୍ରତ୍ୟେକ ବ୍ୟକ୍ତି ମାନେ ଆଇନା ସଦୃଶ ହୋଇଥାନ୍ତି ସେମାନଙ୍କୁ କଣ ପସନ୍ଦ ନା ପସନ୍ଦ ସେମାନଙ୍କର ସ୍ୱଭାବ , ଲକ୍ଷଣ ଆଇନା ସଦୃଶ ହୋଇଥାଏ । ତେବେ ଜଣେ ବ୍ୟକ୍ତି କୁ ପରକ୍ଷିବା ପାଇଁ ତାକୁ ପ୍ରଥମେ ଜାଣିବା ଦରକରା ।

ତେବେ ଏହା ବ୍ୟତୀତ ଜଣେ ବ୍ୟକ୍ତିର ସ୍ୱଭାବ ଏବଂ ଲକ୍ଷଣରୁ ମଧ୍ୟ ଜଣାପଡିଯିବ କି ସେ କିପରି ମନୁଷ୍ୟ ଟିଏ । ତାର ବ୍ୟକ୍ତିତ୍ୱ କେଉଁ ପରି ଅଟେ , ତେବେ ସମସ୍ତ କଥା ବିଷୟରେ ନଜାଣିପାରିଲେ ମଧ୍ୟ କିଛି କଥା ବିଷୟରେ ଜାଣିହୁଏ । ଜଣେ ବ୍ୟକ୍ତିର ସ୍ୱଭାବରୁ ତାର ବିଷୟରେ ବହୁତ କିଛି କଥା ଜଣାପଡିଥାଏ । ଆମେ ଆପଣ ମାନଙ୍କୁ ତିନୋଟି ରଙ୍ଗ ବିଷୟରେ କହିବୁ ଯେଉଂ ରହ୍ଗରୁ ଜମାପଡିଥାଏ କି ଆପଣ ମାନଙ୍କର ସ୍ୱବାବ ଏବଂ ଚରିତ୍ର , ଲକ୍ଷଣ କିପରି ହୋଇଥିବ । ତେବେ ାସନ୍ତୁ ଜାଣିବା ସେହି ତିନୋଟି ରଙ୍ଗ ବିଷୟରେ ।

1–ନୀଳ ରଙ୍ଗ

ଯଦି ଆପଣ ମାନେ ନୀଳ ରଙ୍ଗ ବାଚିଛନ୍ତି ତେବେ ଆପଣ ମାନେ ଜାଣିରଖନ୍ତୁ କି ଆପଣଙ୍କର ଜୀବନରେ ବିଭିନ୍ନ ସମୟ ଧରି ସମସ୍ୟା ଲାଗି ରହିଛି । ଏହି କାରଣରୁ ଆପଣଙ୍କର ଚିନ୍ତାରେ ମାନସିକ ସ୍ତରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ମାତ୍ର ଏହା ଆପଣ ମାନଙ୍କୁ ଅଧିକ ଶକ୍ତିଶାଳୀ ମଧ୍ୟ କରିଦେଇଛି । ଆପଣ ବହୁତ ଗମ୍ଭୀର ବ୍ୟକ୍ତି ଅଟନ୍ତି ଯିଏ କି ଅଯଥାରେ ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତି ନାହିଁ । ସେମାନେ ନିଜର ଭବିଷ୍ୟତ ଏବଂ କ୍ୟାରିୟରକୁ ନେଇ ସର୍ବଦା ଅଗ୍ରସର ହୋଇ ରହିଥାନ୍ତି ।

2–ହଳଦିଆ ରଙ୍ଗ

 

ଯଦି ଆପଣ ମାନେ ହଳଦିଆ ରଙ୍ଗକୁ ବାଛିଛନ୍ତି ତେବେ ଆପଣ ମାନେ ବହୁତ ଧୋର୍ୟ୍ୟବାନ , ବିବେକବାନ ଓ ଜ୍ଞାନୀ ବ୍ୟକ୍ତି ଅଟନ୍ତି । ଆପଣ ମାନେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । ମାତ୍ର ଆପଣଙ୍କର କ୍ରୋଧ ଏବଂ ଚିଡଚିଡା ସ୍ୱଭାବ ମଧ୍ୟ ଅଧିକ ରହିଥାଏ । ଟିକେ ଟିକେ କଥାରେ ରାଗିଲା ଭଳି କିଛି ଗୁଣ ଆପଣଙ୍କର ପାଖରେ ରହିଥାଏ । ଆପଣ ମାନେ ବହୁତ ଅଧିକ ଖର୍ଚ୍ଚୀ ସ୍ୱଭାବର ବ୍ୟକ୍ତି ମଧ୍ୟ ଅଟନ୍ତି । ମାତ୍ର ଆପଣଙ୍କର ଏକ ନିଶ୍ଚିତ ସମୟ ସୀମା ମଦ୍ୟରେ ଆପଣଙ୍କର ଜୀବନରେ ଏକ ବହୁତ ବଡ ପରିବର୍ତ୍ତନ ଦେଖାଦେବ ।

3–ଲାଲ ରଙ୍ଗ

ଯଦି ଆପଣ ମାନେ ଲାଲ ରଙ୍ଗର ବାଚିଛନ୍ତି ତେବେ ଆପଣ ବହୁତ ସୁନ୍ଦରୀ ଅଟନ୍ତି । ଆପଣ ମନ ମୋହିନେଲା ଭଲି ବ୍ୟକ୍ତି ଅଟନ୍ତି । ମାତ୍ର କେତେକ ସମୟରେ ଆପଣ ମାନେ ଅତି ସହଜରେ ଠକାମିର ଶିକାର ହୋଇଥାନ୍ତି । ଆପଣ ମାନଙ୍କର ସବୁଠୁ ଅଧିକ ରୁଚି ରଚନାତ୍ମକ କାର୍ଯ୍ୟରେ ରହିଥାଏ । ବହୁତ ବିଦ୍ୟ ଗୁଣର ଅଧିକାରୀ ହୋଇଥାନ୍ତି ।