ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ବାବୁସାନ ଓ ତାଙ୍କର ପତ୍ନୀ ତୃପ୍ତି କୁ ନେଇକି କିଛି କଥା ଶୁଣିବାକୁ ମିଳିଛି | ଆଉ କୁହାଯାଉଛି କି ଅଲିଉଡ ଇଣ୍ଡୋଷ୍ଟ୍ରି ର ଚକଲେଟ ହିରୋ ଭାବରେ ପରିଚିତ ସମସ୍ତଙ୍କର ପ୍ରିୟର ଏକ୍ଟର ବାବୁସାନ ବର୍ତ୍ତମାନ ତାଙ୍କର ପତ୍ନୀ ତୃପ୍ତି ଙ୍କୁ ନେଇକି ଯାଉଛନ୍ତି ମୁମ୍ବାଇ | ତାହା ସହିତ ବାବୁସାନ ଓ ତୃପ୍ତି ଙ୍କ ଭିତରେ ଥିବା ପାରିବାରିକ ବିବାଦ ଓ ମନ ମାଳିନ ର ସମାପ୍ତି ଘଟିଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଖବର ଉପରେ ଟିକିଏ ନଜର ପକାଇବା |
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ବାବୁସାନ ଓ ତାଙ୍କର ପତ୍ନୀ ତୃପ୍ତି ଙ୍କ ସହିତ ଫେମସ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କର ପ୍ରେମ ସମ୍ପର୍କ କୁ ନେଇକି ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥିଲା | ଆଉ ଯାହା ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା ବୋଲି ମଧ୍ୟ କୁହାଯାଉଛି | ଆଉ ଯେଉଁଥିପାଇଁ ବାବୁସାନ ପ୍ରକୃତି ମିଶ୍ର ଙ୍କୁ ନେଇକି ଚେନ୍ନାଇ ପଳେଇ ଯାଇଥିଲେ | ଆଉ ଯେଉଁଥିପାଇଁ ବାବୁସାନ ଆଉ ତାଙ୍କର ପତ୍ନୀ ଙ୍କ ମଧ୍ୟରେ ଥିବା ଭଲ ପାଇବା ଆଉ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥିଲା ବୋଲି କୁହାଯାଉଥିଲା |
ତେବେ ପରେ ବାବୁସାନ ଙ୍କର ଦେହ ଅସୁସ୍ଥ ଥିବାର ଖବର ପାଇବା ମାତ୍ରକେ ତୃପ୍ତି ହସ୍ପିଟାଲ ରେ ପହଞ୍ଚି ଯାଇଥିଲେ ଆଉ ବାବୁସାନ ଙ୍କର ଯେଉଁଭଳି ଭାବରେ ସେବା ଯତ୍ନ କରିଥିଲେ ସେଥିରୁ ବେଶ ଭଲ ଭାବରେ ଜାଣି ହେଉଥିଲା କି ତୃପ୍ତି ଙ୍କ ମନରେ ବାବୁ ଙ୍କ ପ୍ରତି କେତେ ଭଲ ପାଇବା ଥିଲା | ଆଉ ଯେଉଁଥିପାଇଁ ବାବୁସାନ ଜାଣି ପାରିଥିଲେ କି ତାଙ୍କର ପ୍ରକୃତ ତୃପ୍ତି ତାଙ୍କର ପତ୍ନୀ ତୃପ୍ତି ଙ୍କ ପାଖରେ ଥିଲା ବୋଲି | ଆଉ ଯାହା ପାଇଁ ଦମନ ଫ୍ଲିମ ଟି ହିଟ ହେବାକୁ ଲାଗିଥିଲା ଆଉ ବାବୁସାନ ଙ୍କର ଏହି ଅଭିନୟ ସମସ୍ତଙ୍କୁ ବେଶ ପସନ୍ଦ ମଧ୍ୟ ଆସିଥିଲା ବୋଲି କୁହାଯାଉଛି |
ଆଉ ଯେଉଁଥିପାଇଁ ବର୍ତ୍ତମାନ ବାବୁସାନ ତାଙ୍କର ପତ୍ନୀ ତୃପ୍ତି ନଙ୍କୁ ନେଇକି ମୁମ୍ବାଇ ଯାଉଛନ୍ତି ତାହା ପୁଣି ତାଙ୍କର ଦମଦାର ଫ୍ଲିମ “ଦମନ ” ଫ୍ଲିମ ର ପ୍ରୋମସନ ପାଇଁ | ଆଉ ଯାହା କୋରାପୁଟିଆ ଭାଷା ରେ ରିଲିଜ ହୋଇଥିଲା ଓ ତାହାକୁ ଡୋବିଙ୍ଗ କରିକି ହିନ୍ଦୀ ଭାଷା ରେ ରିଲିଜ କରିବା ପାଇଁ | ଆଉ ଜବ ନେସନେଲ ଟିଭି ରେ ପ୍ରକାଶ ପାଇବାକୁ ଯାଉଛି ବୋଲି କହିଛନ୍ତି ବାବୁସାନ ଆଉ ଯେଉଁଥିପାଇଁ ସେ ତାଙ୍କର ପତ୍ନୀ ଙ୍କୁ ନେଇକି ଯାଉଛନ୍ତି ମୁମ୍ବାଇ ବୋଲି କହିଛନ୍ତି | ଆଉ ତାହା ସମ୍ଭବ ହୋଇଛି କେବଳ ଦର୍ଶକ ମାନଙ୍କର ଭଲ ପାଇବା ପାଇଁ | ଆଉ ବାବୁ ଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।