Odisha News Portal

ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ: ୨୦୨୧ରେ ଆସିବ ପ୍ରଳୟ, ସାରା ବିଶ୍ବକୁ କବଜା କରିବ ଏକ ବଡ଼ ‘ଡ୍ରାଗନ୍’, ଟ୍ରମ୍ପ ଓ ପୁଟିନ୍…! ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ….

ଆମ ବିସ୍ୱରେ ବିଜ୍ଞାନନର କେତେ ଅଗ୍ରଗତି ହେଲାଣି , ପ୍ରତ୍ୟେକ କ୍ଷେତ୍ରରେ ଆମେ ମାନେ ବିଜ୍ଞାନକୁ ବିଶ୍ୱାସ କରୁଛୁ । ଏବେକା ସମୟରେ ଲୋକମାନେ ଭୂତ , ପ୍ରେତ , ଆଦି କିଛି ଅଲୌକିକ କଥା ସଂପର୍କରେ ସେତେ ଧ୍ୟାନ ଦିଅନ୍ତି ନାହିଁ କି ବିଶ୍ୱାସ କରନ୍ତି ନାହିଁ କାରଣ ବିଜ୍ଞାନ ଯୁଗରେ ସେ ସମସ୍ତ କିଛି ହେଲେ ମଧ୍ୟ ନାହିଁ । ମାତ୍ର କେତେକ ଲୋକଙ୍କ ମନରେ ମଧ୍ୟ ଜ୍ୟୋତିଷ ଶାସ୍ତ୍ର , ପୁରାଣ କଥା ଆଦି ଉଲ୍ଲେଖ ରହିଛି । ତେବେ କେତେକ କ୍ଷେତ୍ରରେ ବିଜ୍ଞାନ ମଦ୍ୟ ସେହି ସମସ୍ତ କଥାକୁ ଗ୍ରହଣ କରେ ।ଆପଣ ମନେ ତ ଜାଣନ୍ତି ଆମର ସମାଜକୁ ନେଇ କରି କେତେକ ଲୋକମାନେ କେତେ ଭବିଷ୍ୟ ବାଣୀ କରିଥାନ୍ତି  ।

କେଉଁ ବର୍ଷ କଣ ହେବ କାହାର ଶୁଭ ହେବ କାହାର ହେବ ନାହିଁ ସମସ୍ତ କଥାକୁ ନେଇ କରି ଭବିଷ୍ୟବାଣୀ କରିତାନ୍ତି ସେହି ଲୋକମାନେ ସିନା ଜିବୀତ ନଥାନ୍ତି ମାତ୍ର ସେମାନଙ୍କର ଭବିଷ୍ୟବାଣୀ ଏବେ ମଧ୍ୟ ରହିଅଛି ଏବଂ ଯାହା କେତେକ କ୍ଷେତ୍ରରେ ସତ୍ୟ ମଧ୍ୟ ହୋଇଅଛି । ତେବେ ଆଜି ଆମେ ଆପଣ ମାନଙ୍କୁ ସେପରି କିଛି ଭବିଷ୍ୟବାଣୀ ସଂପର୍କରେ କହିବୁ , କି 2021 ବର୍ଷଟି ଆମ ମାନଙ୍କ ପାଇଁ ଶୁଭ ହେବ କି ନାହିଁ ଏବଂ ଏହି ବର୍ଷରେ କଣ ହେବାର ଅଛି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ । 

ବାଲକାନର ବିଶିଷ୍ଟ ଭବିଷ୍ୟବକ୍ତା ବାବା ଭାଙ୍ଗା କହିଛନ୍ତି କି 2020 ଅପେକ୍ଷା 2021 ରେ ଅଧିକ ପ୍ରଳୟ ହେବ । ନୋଷ୍ଟ୍ରାଡାମସ୍‌ଙ୍କ ଭଳି ବାବା ଭାଙ୍ଗା 2021 କୁ ନେଇ କରିଛନ୍ତି ଭବିଷ୍ୟବାଣୀ । 86 ବର୍ଷ ବୟସରେ 1966 ରେ ବାବା ଭାଙ୍ଗାଙ୍କର ମୃତ୍ୟୁ ହୋଇଥିଲା । ତେବେ ସେ 9/11 ଆକ୍ରମଣ, ବ୍ରେକଜିଟ୍ ସଙ୍କଟ ସହିତ ସାରା ବିଶ୍ୱରେ ଘଟି ସାରିଥିବା ଘଟଣା ଉପରେ ସମ୍ପୂର୍ଣ୍ଣ ସଠିକ୍ ଭବିଷ୍ୟବାଣୀ କରିଥିଲେ ଭଙ୍ଗା । 2021 କୁ ନେଇ ସେ କହିଥିଲେ ବିଶ୍ୱକୁ ଅନେକ ଗୁଡିଏ ପ୍ରଳୟ ଓ ଗମ୍ଭୀର ବିପତ୍ତିର ସମ୍ମୁଖୀନ ହେବାକୁ ପଡିବ ।

ବାବାଙ୍କ କହିବା ଅନୁସାରେ, ପେଟ୍ରୋଲିୟମ ଉତ୍ପାଦନ ରୋକିବା ପରେ ଟ୍ରେନ ସୂର୍ଯ୍ୟ ରଶ୍ମି ଜରିଆରେ ପବନରେ ଉଡିବ । ଏହା ସହିତ ଆମେରାକିରା ରାଷ୍ଟ୍ରପତି ଡୋଲାଲ୍ଟ ଟ୍ରମ୍ପଙ୍କ ବିଷୟରେ ବାବା ଭଙ୍ଗା କହିଛନ୍ତି କି ତାଙ୍କୁ ଏକ ରହସ୍ୟମୟ ରୋଗ ହେବ, ଯେଉଁ କାରଣରୁ ସେ ଶ୍ରବଣ ଶକ୍ତି ହରାଇବା ସହ ତାଙ୍କୁ ବ୍ରେନ୍ ଟ୍ରାମା ହୋଇପାରେ ।

ଏହା ସହିତ ରୁଷର ରାଷ୍ଟ୍ରପତି ବ୍ଲାମିଦାର ପୁଟିଙ୍କ ସଂପର୍କରେ କହିଛନ୍ତି କି ପୁଟିନଙ୍କ ଉପରେ ତାଙ୍କର ଦେଶରେ ଅନେକ ଲୋକ ମାରାଣାତ୍ମକ ଆକ୍ରମଣ କରିବେ । ଏହାଛଡା ବାବା ଭଙ୍ଗା କହିଛନ୍ତି , ୟୁରୋପରେ ଇସ୍ଲାମ କଠୋରପନ୍ଥୀ ଆକ୍ରମଣ କରିବେ । ତେବେ ଏତେ ସମସ୍ତ ଦୁର୍ଘଟଣା ସଂପର୍କରେ କହିବା ପରେ ଏକ ଏକ ଭଲ କଥା କହିଛନ୍ତି କି ଏହି ବର୍ଷ 2021 ରେ ସାରା ବିଶ୍ୱ କ୍ୟାନସର ଭଳି ରୋଗରୁ ମୁକ୍ତି ପାଇବ ଅର୍ଥାତ ବିଶ୍ୱକୁ ଚଳିତ ବର୍ଷ କ୍ୟାନସରର ଚିକିତ୍ସା ମିଳିଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।