Odisha News Portal

ବାହାଘର ଆଗରୁ ଟଙ୍କା ସୁନା ନେଇ କନିଆଁ ଫେରାର , ଗାଏବ ହୋଇଗଲେ କନିଆ ଘର ପୁରା ପରିବାର… ଦେଖନ୍ତୁ Video

ବେଳେ ବେଳେ ଏମିତି ଅଭାବନୀୟ ଘଟଣା ସବୁ ସୋସିଆଲ ମିଡ଼ିଆରେ ନଜରରେ ଆସିଥାଏ। ଆଉ ଅଧିକାଂଶ ସମୟରେ ପ୍ରେମ ସମ୍ପର୍କ କୁ ନେଇ ଅନେକ ଘଟଣା ସମ୍ନାକୁ ଆସିଥାଏ। ଆଉ ଏବେ ଏଠାରେ ସେହିପରି ଏକ ଘଟଣା ଯେଉଁଠାରେ ପ୍ରେମ ହେବା ଦୁଇ ପରିବାର ମିଶିକରି ବିବାହ ପାଇଁ ପ୍ରସ୍ତୁତ କଲେ ହେଲେ ଶେଷରେ କନ୍ୟା ଯାହା କଲା ଜାଣିବା ପରେ ମୁଣ୍ଡରେ ହାତ ଦେବେ। ଏହିଠାରେ ଏବେ ଏକ ଘଟଣା ସମ୍ନାକୁ ଆସିଛି ଯାହା ଗୋଟିଏ ପ୍ରେମ ବିବାହ କୁ ନେଇ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହେବାରେ ଲାଗିଛି।

ଆଉ ଏବେ ପୁଣି ପ୍ରେମ ବିବାହ କୁ ନେଇ ଏକ ଘଟଣା ଚର୍ଚ୍ଚାକୁ ଆସିଛି। ଘଟଣା ଟିରେ ଜଣେ ଉଭୟ ପୁଅ ଓ ଝିଅ ଦୁହେଁ ଦୁହିଁଙ୍କୁ ପ୍ରେମ କରିବା ଶେଷରେ ଯାହା ହେଲା ତାହା ଏବେ ଅଭିଯୋଗ ଆଣିଛନ୍ତି ପୁଅ ଘର ଲୋକ। ଏହିପରି ଘଟଣା ଅନେକ ସମୟରେ ନଜର କୁ ଆସିଥାଏ ଯାହାର ମୂଳର କାରଣ ପ୍ରେମ ହିଁ ରହିଥାଏ। ଏଠାରେ ସେହିପରି ପ୍ରେମ କୁ ନେଇ ଏଜ ବିବାଦ ଦେଖା ଦେଇଛି ଯାହା ଦେଖିବାକୁ ମିଳିଛି ଯେ ଵିଵାହ ଘର ଅଧାରୁ ଅଟକି ଯାଇଛି।ଏଠାରେ ଜାଣିବାକୁ ମିଳିଛି ଯେ ଉଭୟ ପୁଅ ଓ ଝିଅ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ହେବା ପରେ ବିବାହ ପାଇଁ ଘରେ କହିଥିବା ଏଠାରେ ସୁଚନା ମିଳିଛି।ଆଉ ଘଟଣା ଟିରେ ବାହାଘର ହେବାକୁ ଯିବା ସମୟରେ କନ୍ୟା ଫେରାର ଯାହା ଏଠାରେ ଜାଣିବାକୁ ମିଳିଛି।

କେବଳ ଝିଅ ଫେରାର ନାହିଁ ତ ସହିତ ସେହି ଝିଅ ଘରର ସମସ୍ତ ଲୋକ ମଧ୍ୟ ସେଠାରୁ ପଳେଇ ଯାଇଛନ୍ତି ଯାହା ଏଠାରେ ସୂଚନା ଯୋଗ୍ୟ। ଘଟଣାଟି କୁ ନେଇ ବର୍ତ୍ତମାନ ସମୟରେ ବର ଘର ଲୋକ ଅଭିଯୋଗ କରିଛନ୍ତି ଥାନାରେ ଏବଂ ଏହାକୁ ପୋଲିସ ମଧ୍ୟ ତଦନ୍ତ ଜୋର ଦାର ଚଲେଇଛି। ଏବେ ଘଟଣାଟିରେ ବାହାଘର ପାଇଁ ସବୁ ଆୟୋଜନ ଏବଂ ବନ୍ଧୁବର୍ଗ ମାନଙ୍କୁ ସନ୍ଦେଶ ପଠେଇ ମଧ୍ୟ ଥିଲେ ଆଉ ଏପଟେ ପୁଅ ଘର ଲୋକ ଝିଅ କୁ ସୁନା ଗହଣା ,ଟଙ୍କା ପଇସା ଦେବା ପରେ ସମସ୍ତେ ନେଇକି ପଳେଇଛନ୍ତି ଯାହା ଏହିଠାରେ ଜାଣିବାକୁ ମିଳିଛି।

ଏହି ଘଟଣା ଟି ଏକ ଭିନ୍ନ ଧରଣର ଯାହା କୁ ନେଇ ପୋଲିସ ଏବେ ତଦନ୍ତ ଚଲେଇଛି। ବାହାଘର ହେଵା ପାଇଁ ମାତ୍ର ୨ ଦିନ ରହିଥିଲା ହେଲେ ପରିବାର ସହିତ କନ୍ୟା ଫେରାର ଯାହା ବର୍ତ୍ତମାନ ଅଡ଼ୁଆ ରେ ବର ଘର ଲୋକ।ତାଙ୍କର ସୁନା ଗହଣା ଓ ଟଙ୍କା ପଇସା ମଧ୍ୟ ଚାଲିଗଲା ଆଉ କନ୍ୟା ମଧ୍ୟ ପଳେଇ ଗଲା। ବର ପରିବାର ଓ କନ୍ୟା ପରିବାର ଦୁହେଁ ଏକ ଘରର ଉପର ତାଲା ଏବଂ ଜଣେ ତଳେ ତାଲା ରେ ରହୁଥିଲେ ଯାହା ଜାଣିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।