Odisha News Portal

ବାସ ମୁହଁରେ ହାଲୁକା ଉଷମ ପାଣି ପିଇଲେ ମିଳିଥାଏ ଏହି ଶାରୀରିକ ଫାଇଦା ,ଜାଣିଲେ ଆପଣ ମଧ୍ୟ ବିଶ୍ବାସ କରିପାରିବେନି…..

ସକାଳେ ଉଟି ଆପଣ ମାନେ ବ୍ରସ କରୁଛନ୍ତି କି ଚା ପିଉଛନ୍ତି କି ତେବେ ତାହା କରିବା ସଂପୂର୍ଣ୍ଣ ଭୁଲ ଅଟେ । କାରଣ ବାସି ମୁହଁରେ ଆମର ଯେଉଁ ଲାଳ ଅଂଶ ରହିଥାଏ ତାହା ପେଟ ଭିତରକୁ ଯିବା ବହୁତ ଭଲ ହୋଇଥାଏ । ଯଦି ଆପଣ ମାନେ ବାସି ମୁହଁରେ ଲାଳକୁ ଆଖିର ତଳେ କଳା ପଡିଥିବା ଜାଗାରେ ରଖନ୍ତି ତାହେଲେ ଏହା ମାସକ ଭିତରେ ଭଲ ହୋଇଯିବ। ଆପଣ ମାନେ ସକାଳୁ ଉଟି ବିନା ବ୍ରସ କରି ଏକ ଗ୍ଲାସ ଉଷୁମ ପାଣି ପିଇବା ଉଚିତ । ଏହା ଦ୍ୱାରା ଆପଣ ମାନଙ୍କୁ ବହୁତ ଲାଭ ମିଳିବ । ପାମଇ ଆମ ଶରୀରରେ 60 ରୁ 70 ପ୍ରତିଶତ ରହିଥାଏ ।

ୟେତେବେଳେ ଜମେ ମନୁଷ୍ୟ ଜନ୍ମ ହୋଇଥାଏ ସେତେବେଳେ ଗୋଟିଏ ପିଲାର ଶରୀର 70 ପ୍ରତିଶତ ପାଣିରେ ତିଆରି ହୋଇଥାଏ । ଆପଣ ମାନେ ଯେତେବେଳେ ପାମଇ ପିଅନ୍ତି ସେହି ସମୟରେ ପାଣିକୁ ରହି ରହି ପିଇବା ଉଚିତ ।

ପ୍ରକୃତିର ନିୟମ ଅନୁସାରେ ଆମ ମାନଙ୍କୁ ପାଣଇ ଢକ ଢକ କରି ପିଇବା ଉଚିତ କିନ୍ତୁ ଆମେ ମାନେ ପାଣିକୁ ବହୁତ ଶୀଘ୍ର ହିଁ ପିଇଦେଉ ଏଥିପାଇଁ ଆମ ଶରୀର ରୋଗାଗ୍ରସ୍ତ ହୋଇଥାଏ । ଆପଣ ମାନଙ୍କୁ ସକାଳେ ଉଠି ପ୍ରଥମେ ଉଷୁମ ପାଣି ପିଇବା ଉଚିତ । ଏହା କରିବା ଦ୍ୱାରା ଆପଣଙ୍କର ଅନେକ ରୋଗ ମଧ୍ୟ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।
ମୋଟାପଣକୁ ନେଇ କରି ଆଜିକାଲି ସମସ୍ତେ ଚିନ୍ତାରେ ରହିଛନ୍ତି । ସମସ୍ତ ଲୋକ ସେମାନଙ୍କ ଓଜନ କମ କରିବା ପାଇଁ ଚାହାନ୍ତି । ଯଦି ଆପଣଙ୍କ ପାଖରେ ସମୟ ନାହିଁ ଜିମ ବା ଏକ୍ସାସାଇଜ କରିବା ପାଇଁ ତେବେ ଆପଣ ମାନେ ସକାଳୁ ଉଟି ଉଷୁମ ପାଣିର ସେବନ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ଓଜନ ଧୀରେ ଧୀରେ କମିବାକୁ ଲାଗିବ । ଆପଣ ମାନେ ସକାଳୁ ଉଟି ଖାଲି ପେଟରେ ଉଷୁମ ପରାଣି ପିଇଟେ ଆପଣଙ୍କର ଡାଇଜେସନ ଭଲ ରହିବ ।

ଆମର ଅନ୍ତନଳୀ ଶକ୍ତ ହୋଇଯିବ . ଆମର ବୁଦ୍ଧିନାଳ ଶକ୍ତ ହୋଇଯିବ । ଉଷୁମ ପାଣି ପିଇଲେ ଆପଣଙ୍କର ବୁଦ୍ଧିକାରକ ଶକ୍ତି ବଢିବ । ଏହା ବ୍ୟତୀତ ଗ୍ୟାସ ସମସ୍ୟା ଦୂର କରିବା ପାଇଁ ଉଷୁମ ପାଣି ବହୁତ ଦରକାରୀ ହୋଇଥାଏ । ଗ୍ୟାସର ସମସ୍ୟା ଏକ ବହୁତ ହିଁ ବଡ ସମସ୍ୟା ଅଟେ । ଯଦି ଆପଣ ମାନେ ବାସି ମୁହଁରେ ଉଷୁମ ପାଣି ପିଇବେ ତେବେ ଆପଣଙ୍କର ଶରୀରରେ ଏସିଜର ମାତ୍ରା କମ ହୋଇଯିବ ।

ଏହା ସହ ଯେଉଁ ଡାଇବେଟିସ ଏବଂ ଥାଇରଡର ସମସ୍ୟା ରହିଛି ତାହା ସମସ୍ତ ଦୂର ହୋଇଯିବ । ଉଷୁମ ପାଣି ପିଇବା ଦ୍ୱାରା ଗ୍ୟାର ସମସ୍ୟା ଦୂର ହେବ ଏବଂ ପିତ୍ତର ସମସ୍ୟା ମଧ୍ୟ ଦୂର ହେବ । ଯଦି ଆପଣଙ୍କର ଶରୀରେ କେଉଁଟି କଷ୍ଟ ହେଉଥାଏ ତେବେ ଆପଣ ମାନେ ବାସି ମୁହଁରେ ଉଷୁମ ପାଣି ପିଇଲେ ତାହା ସମସ୍ତ ଦୂର ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।