Odisha News Portal

ରାଣୀ ପଣ୍ଡା ଜୀବନରେ ଆସିଲା ସବୁଠାରୁ ବଡ ଦୁଃଖ , ବାପି ପଣ଼୍ଡାଙ୍କ ପାଇଁ କାନ୍ଦୁଛନ୍ତି ରାନୀ , ବାପି କରିଛନ୍ତି ଏମିତି କିଛି କାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ….

ପୁଣି ଚର୍ଚ୍ଚାରେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା । ରାଣୀ ପଣ୍ଡା ଜୀବନରେ ଆସିଲା ସବୁଠାରୁ ବଡ ଦୁଃଖ । ରାଣୀ ପଣ୍ଡା କହିଲେ ମୋର କିଛି ହେଲେ ଦାୟୀ ହେବେ ବାପି ପଣ୍ଡା । ବାପି ପଣ୍ଡାଙ୍କ ପାଇଁ ଆଜି ରାଣୀ ପଣ୍ଡାଙ୍କ ଆଖିରେ ଲୁହ । କାନ୍ଦି କାନ୍ଦି ରାଣୀ ପଣ୍ଡା ଆରୋପ ଲଗାଇଛନ୍ତି ବାପି ପଣ୍ଡାଙ୍କ ଉପରେ । ତେବେ କଣ ଆରୋପ ଲଗାଇଛନ୍ତି ରାଣୀ ପଣ୍ଡା ଚାଲନ୍ତୁ ଏ ବିଷୟରେ ,ସଂମ୍ପୂର୍ଣ୍ଣ ଡିଟେଲ୍ସ୍ ଜାଣିନେବା । ରାଣୀ ପଣ୍ଡାଙ୍କୁ ଆସିଛି ହତ୍ୟାର ଧମକ । ଏ ନେଇ ଅଭିଯୋଗ କରିଛନ୍ତି ରାଣୀ ପଣ୍ଡା । ଏକ ଅଜଣା ନମ୍ବରରୁ ରାଣୀଙ୍କୁ ଫୋନ ଆସିଥିଲା ଏବଂ ସେପଟୁ କୁହାଯାଇଥିଲା କି ତୁ ରାଣୀ ପଣ୍ଡା ନୁହେଁ ବରଂ ଡ୍ୟାସ୍ ପଣ୍ଡା ବୋଲି ।

ମାଳି ସାହିରେ ଧନ୍ଦା କରୁଥିଲୁ , ଏହାସହିତ ରାଣୀଙ୍କୁ ଅତି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରା ଯାଇଥିଲା । ଏହାକୁ ନେଇ ରାଣୀ ଆଜି ଗଣ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ମୋ ଜୀବନ ପ୍ରତି ବିପଦ ରହିଛି , ମୋତେ ମାରି ଦେବାକୁ ଚାହୁଁଛନ୍ତି । ମୋର ଯଦି କିଛି ହୋଇଯାଏ ତେବେ ଯାତ୍ରାରେ ଦୈତାରୀ ପଣ୍ଡା , ଗୋରହରି , ହୀରାଲାଲ୍ ଏବଂ ବାପି ପଣ୍ଡା ହେବେ ଦାୟୀ ।
ବାପି ପଣ୍ଡା ମୋତେ ଜୀବନ ରୁ ମାରି ଦେବାକୁ ଚାହୁଁଛି । ତେବେ ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ତଳେ ଯାତ୍ରା କଳାକାର ମାନଙ୍କର ଦାବି ନେଇ ଭୂବନେଶ୍ବର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକରେ ହୋ ହାଲା୍ କରିଥିବା ରାଣୀ ପଣ୍ଡା ଏକ ଷ୍ଟୁଡିଓରେ ବାପି ପଣ୍ଡାଙ୍କ ସହିତ ତୁ ତୁ ମେ ମେ ହୋଇ ଥିଲେ । ଏ

ପରିକି ରାଣୀ ବାପି ପଣ୍ଡାଙ୍କ ଘରେ ପଶି ପିଟିବେ ବୋଲି ଖୋଲା ଧମକ ଦେଇଥିଲେ ଗଣ ମାଧ୍ୟମରେ । ଯାହା ଫଳରେ ବାପି ପଣ୍ଡା ମଧ୍ୟ କିଛି ସମୟ ପାଇଁ ଉତ୍ୟକ୍ତ ହୋଇ ଯାଇଥିଲେ । ସେ ମଧ୍ୟ ରାଗି ଯାଇ ଥିଲେ । କିନ୍ତୁ ବର୍ତ୍ତମାନ ରାଣୀ ପଣ୍ଡା ବାପି ପଣ୍ଡା ଙ୍କ ନାଁ ରେ ଅଭିଯୋଗ ଆଣିଛନ୍ତି ଯେ ବାପି ପଣ୍ଡା ତାଙ୍କୁ ମାରିବାକୁ ହତ୍ୟା ଧମକ ଦେଉଛନ୍ତି । ଏହା ସହିତ ତାଙ୍କର ବିବାହ ମଧ୍ୟ ଭାଙ୍ଗି ଦେଉଛନ୍ତି । ତାଙ୍କ ଜୀବନକୁ ବରବାଦ୍ କରି ଦେବେ ବୋଲି ମଧ୍ୟ ଧମକ ଦେଉଛନ୍ତି ।


ଯାତ୍ରା ଜଗତର କିଛି ନାମୀ ଦାମୀ କଳାକାର ଯେ ରାଣୀ ପଣ୍ଡାଙ୍କ ପଛରେ ପଡିଛନ୍ତି ବୋଲି ରାଣୀ ପଣ୍ଡା ନିଜେ ଗଣ ମାଧ୍ୟମରେ ସୂଚନା ଦେଇଛନ୍ତି । ଗଣ ମାଧ୍ୟମ ଆଗରେ ରାଣୀ ପଣ୍ଡା କାନ୍ଦି କାନ୍ଦି ତାଙ୍କ ଜୀବନର ଦୁଋଖ ବଖାଣିଛନ୍ତି । ସେ କହିଛନ୍ତି ଯଦି ଆଗକୁ ମୋର କିଛି ହୋଇ ଯାଏ ତ ଏଥି ପାଇଁ ଦାୟୀ ରହିବେ ବାପୀ ପଣ୍ଡା । ତେବେ କଣ ସତରେ ରାଣୀ ପଣ୍ଡାଙ୍କୁ ହତ୍ୟା ଧମକ ଦେଇଛନ୍ତି ବାପି ପଣ୍ଡା ?

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।