Odisha News Portal

! ବାପା ୮୦ ହଜାର କୋଟିର ମାଲିକ ଏବଂ ପୁଅ ମାତ୍ର ୩୦ ଲକ୍ଷ ଟଙ୍କା ପାଇଁ ଖେଳୁଛନ୍ତି IPL ଖେଳାଳୀ ଙ୍କ ନାମ ଜାଣିଲେ ଆପଣ ଙ୍କ ପାଦତଳୁ ମାଟି ଖସିଯିବ…..

0 4

ସାଧାରଣରତଃ ଭାରତୀୟମାନେ କ୍ରିକେଟ ପ୍ରେମୀ ହୋଇଥାନ୍ତି । ତେବେ ଆପଣ ମାନେ ତ ନିଶ୍ଚିତ IPL ମ୍ୟାଚ୍ ଦେଖୁଥିବେ । ଆଉ ଏହି ଆଇପିଏଲ ମ୍ୟାଚ୍ ର ପ୍ଲେଏର ମାନଙ୍କୁ ମଧ୍ୟ ବହୁତ ଭଲ ଭାବରେ ଜାଣି ଥିବେ । ଅଲଗା ଅଲଗା ଦଳର ଅଲଗା ଅଲଗା ଖେଳାଳି ଆପଣ ମାନଙ୍କର ପସନ୍ଦ ହୋଇ ଥିବେ ନିହାତି । ତେବେ ଆଜି ଆମେ ଆପଣଙ୍କୁ ଜଣେ ଏମିତି କ୍ରିକେଟ ପ୍ଲେଏରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ନିଜ ବାପାଙ୍କ ର ପ୍ରାୟ 80 ହଜାର କୋଟି ଟଙ୍କାର ସମ୍ପତି କୁ ଛାଡ଼ି IPL ଖେଳୁଛନ୍ତି । ତେବେ ନିଜର ଆଲିସାନ ଦୁନିଆକୁ ଛାଡି ଖେଳ ଜଗତ ରେ ଯୋଗ ଦେଇଛନ୍ତି । ତେବେ ଚାଲନ୍ତୁ ଜାଣିବା କିଏ ସେହି ଖେଳାଳି ଆଉ କଣ ପାଇଁ ସେ ଏମିତି କରିଛନ୍ତି ।

ଯଦି ଖେଳ ଦୁନିଆ କଥା କହିବା ତେବେ କୁହାଯାଏ ଯେ ଯଦି କେହି ଖେଳ ଦୁନିଆରେ ଥରେ ପାଦ ଥାପି ଦିଏ ତେବେ ତାର କ୍ୟାରିୟର ବନିଗଲା, ତା ଲାଇଫ୍ ସେଟ୍ ହୋଇଗଲା । କିନ୍ତୁ ବହୁତ ଜଣ ଖେଳାଳୀ ଅଛନ୍ତି ଯେଉଂମାନେ କି କେବଳ ନିଜର ସୌକ ପାଇଁ ଏହି ଖେଳ ଖେଳିଥାନ୍ତି , ଆଉ କେତେକ ଖେଳାଳୀ ନିଜର କ୍ୟାରିୟର ପାଇଁ ଖେଳୁଥିବା ବେଳେ ଅନ୍ୟ କେତେକ ଖେଳାଳୀ ଦେଶ ପାଇଁ ଖେଳିଥାନ୍ତି । ପ୍ରତ୍ୟେକ ଏହି ବର୍ଷ IPL ରୁ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି ପ୍ଲେଏର ମାନେ ।


ତେବେ ସବୁଠାରୁ ବଡ କଥା ହେଉଛି ଯେ ଏହି IPL ଖେଳାଳି ମାନଙ୍କ ଭିତରେ ଜଣେ ଏମିତି ଖେଳାଳି ଅଛନ୍ତି ଯାହାଙ୍କ ବାପାଙ୍କର ସମ୍ପତି ପ୍ରାୟ 80 ହଜାର କୋଟି ଟଙ୍କା ହେବ କିନ୍ତୁ ସେ ମାତ୍ର 30 ଲକ୍ଷ ଟଙ୍କା ପାଇଁ IPL ଖେଳୁଛନ୍ତି । ତେବେ ଆମେ ଆଉ କାହା ବିଷୟରେ କହୁ ନାହିୁ ବରଂ ଆପଣଙ୍କର ପ୍ରିୟ ଖେଳାଳୀ ଆରୀୟନ୍ ବିର୍ଲାଙ୍କ ବିଷୟରେ କହୁଛୁ । ସେ କେବଳ ନିଜର ସୌକ ଏବଂ କ୍ରିକେଟ ପ୍ରତି ଥିବା ଦୁର୍ବଳତା ପାଇଁ କ୍ରିକେଟ ଖେଳୁଛନ୍ତି ।

ଯଦି ଆମେ ଆରୀୟନ୍ ବିର୍ଲାଙ୍କ ବିଷୟରେ କହିବା ତେବେ ସେ ଆଦିତ୍ୟ ବିର୍ଲା ଗ୍ରୁପ ଅଫ୍ କମ୍ପାନୀର ଚେୟାରମ୍ୟାନ ମଙ୍ଗଳଙ୍କର ଗୋଟିଏ ମାତ୍ର ପୁଅ ଅଟନ୍ତି । ଆଉ ପୂର୍ବବର୍ଷ ଅର୍ଥାତ 2019ରେ ରାଜସ୍ଥାନ ରୟାଲ ଆରୀୟନ ବିର୍ଲାଙ୍କୁ 30 ଲକ୍ଷ ଟଙ୍କା ଦେଇ ସାମିଲ କରିଥିଲା ଦଳରେ । ଯାହାକି ତାଙ୍କ ଆଗରେ ବହୁତ କମ୍ ଏମାଉଣ୍ଟ ଅଟେ । ହେଲେ ସେ ନିଜ ଦକ୍ଷତା ଅନୁସାରେ ଟଙ୍କା ରୋଜଗାର କରିବାକୁ ପସନ୍ଦ କରନ୍ତି ।

ଆଉ ଯଦି ତାଙ୍କ ବାପାଙ୍କ ସମ୍ପତି ବିଷୟରେ କହିବା ତେବେ ତାଙ୍କର ବର୍ତ୍ତମାନର ସମ୍ପତି ପ୍ରାୟ 80 ହଜାର କୋଟି ଟଙ୍କା । ଆଉ ବର୍ତ୍ତମାନ ତାଙ୍କର କମ୍ପାନୀ କେବଳ ଭାରତରେ ନୁହେଁ ବରଂ ଭାରତ ବାହାରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ନାମ ସୃଷ୍ଟି କରିସାରିଲାଣି । କିଛି ସୂତ୍ରରୁ ଜଣାପଡିଛି ଯେ ଆରୀୟାନ ବିର୍ଲା କେବଳ କ୍ରିକେଟରେ ନୁହଁ ବରଂ ନିଜ ବାପାଙ୍କୁ ବ୍ୟବସାୟରେ ମଧ୍ୟ ସାହାର୍ଯ୍ୟ କରିଥାଆନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।