Odisha News Portal

ଦେଖନ୍ତୁ ଏହି ଅଦ୍ଭୁତ ଭିଡିଓ ! ବାଳ କାଟିବା ସମୟରେ ପିଲାଟି କହିଲା ଏମିତି କଥା ଶୁଣିଲେ ଆପଣଙ୍କ ହୋସ ରହିବନି…..

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ପିଲା ବିଷୟରେ କହିବୁ ଯିଏ କି ବାଳ କାଟିବା ସମୟରେ ବାରିକକୁ ଧମକ ଦେବାର ସୋସିଆଲ ମିଡିଆରେ ଦେଖାଯାଉଛି । ତେବେ ଆପଣ ମାନେ ତ ଜାଣିଛନ୍ତି କି ଛୋଟ ପିଲା ମାନଙ୍କୁ ବାଳ କଟେଇବା କେତେ କଷ୍ଟକର ହୋଇଥାଏ । ଏହା ସହିତ ମଧ୍ୟ ବାରିକ ମାନେ ବି ବହୁତ ଧ୍ୟାନ ସହକାରେ ସେମାନଙ୍କର ବାଳ କଟାଇଥାନ୍ତି କାରଣ ଯଦି ପିଲାମାନେ ଟିକେ ହଲଚଲ କରିଦିଅନ୍ତି ତେବେ ସେମାନଙ୍କର କିଛି କ୍ଷତି ମଧ୍ୟ ହୋଇପାରେ । ଏହା ସହିତ ଏହି ଦୁଷ୍ଟ ପିଲାମାନେ ମଧ୍ୟ ସେହି ସମୟରେ ବହୁତ ହଇରାଣ ହରକତ କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ ପିଲା ବିଷୟରେ କହିବୁ ଯାହାର କଥା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ସୋସିଆଲ ମିଡିଆରେ ଏବେ ଏମିତି ଏକ ଛୁଆର ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ହସି ହସି ଗଡିଯିବେ । ଭିଡିଓ ରେ ପିଲାଟି ବାଳ କାଟିବା ସମୟରେ ଏମିତି ହଙ୍ଗାମା କରୁଛି କି ଯିଏ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବ ।

ତେବେ ପ୍ରାୟତଃ ଦେଖାଯାଏ କି ପିତା ମାତା ମାନେ ପିଲା ମାନଙ୍କର ଚୁଟି କଟାଇବାରେ ଝାଳ ବାହାରିଯାଏ ଏବଂ ଏମିତି ହଙ୍ଗାମା କରନ୍ତି ସେମାନେ ନିଜର କେଶରେ କଇଁଚି ଚାଲିବାକୁ ଦିଅନ୍ତି ନାହିଁ । ଏହିଠାରେ ମଧ୍ୟ ସେମିତି କିଛି ଘଟଣା ଘଟିଛି ଯେଉଁଥିରେ ପିଲାଟି କାନ୍ଦିବା ସହିତ ବାରିକକୁ ଧମକ ଦେଉଛି । ଏହା ସହିତ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖାଦେଇଛି କି ପିଲାଟି ଏକ ଚେୟାରରେ ବସି କାନ୍ଦୁଛି ଏବଂ ବାରିକ ତାହାର କେଶ କାଟୁଛି ।

ବାରିକ ତାର କେଶ କାଟିବା ମାତ୍ରେ ସେ ଜୋରରେ ପାଟି କରି କହୁଛି ଆରେ ତୁମେ କଣ କରୁଛ । ତୁମେ କଣ କେଶକୁ ସଂପୂର୍ଣ୍ଣ କାଟିବ କି । ବାରିକ ସେହି ପିଲାକୁ ଶାନ୍ତ କରିବା ପାିଁ ତାହାର ନାମ ପଚାରୁଛି । ସେ ପିଲାଟି କହୁଛି କି ମୋର ନାମ ଅନଶୂତ ଅଟେ ଏବଂ ଅନଶୂତର ବାଳ କାଟିବା ପାଇଁ ଚାହାନ୍ତି ନାହିଁ । ତାପରେ ପିଲାଟି ବହୁତ ନିରୀହତା ସହିତ ବାରିକକୁ ଧମକ ଦେବା ଆରମ୍ଭ କରୁଛି ।

ପିଲାଟି କହୁଛି କି ମୁଁ ମଧ୍ୟ କ୍ରୋଧିତ ମୁଁ ତମର ସମସ୍ତ କେଶ କାଟିଦେବି । ପିଲାଟି କହୁଛି କଣ କରୁଛ ତମେ ବାରିକ କହୁଛି ତମର ସେଭିଙ୍ଗ କରୁଛି । ତେବେ ପିଲାଟି କହୁଛି ମୁଁ ଗୋଟିଏ ଛୋଟ ପିଲା । ପିଲାଟି କହୁଛୁ ମୁଂ ତମକୁ ମାରିବି ମାରିକରି ତୁମକୁ ଠିକ କରିବି । ମୁଁ ବହୁତ କ୍ରୋଧିତ ଅଛି । ଏହି ପ୍ରିୟ ଊିଡିଓକୁ ତାଙ୍କର ପିତା ଅନୂପ ଟ୍ୱିଟରରେ ସେୟାର କରିଛନ୍ତି । ଯାହା ପରେ କି ସେ ଛୋଟ ପିଲାଟିର ଭିଡିଏଟି ପୂରା ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।