Odisha News Portal

ବଦଳିଲା ଲର୍ଣ୍ଣର୍ ଡ୍ରାଇଭିଂ ଲାଇସେନସ୍ ର ନିୟମାବଳି ଏଣିକି 20 ଟି ପ୍ରଶ୍ନ ସହିତ ଏହି ଖାସ୍ ନିୟମ ,ଗାଡିଚାଳକ ହୋଇଥିଲେ ନିଶ୍ଚିତ ଜାଣନ୍ତୁ …..

ତେବେ ବର୍ତ୍ତମାନ ର ସବୁଠୁ ବଡ ଖବର । ବଦଳିଲା ଲର୍ଣ୍ଣର୍ ଡ୍ରାଇଭିଂ ଲାଇସେନସ୍ ର ନିୟମାବଳି । ତେବେ ଚାଲନ୍ତୁ ଜାଣିବା କଣ ରହିଛି ସଂମ୍ପୂର୍ଣ୍ଣ ଖବର । ସେଥି ପାଇଁ ଆପଣ ମାନେ ଆମର ଏହି ଲେଖା ଟି କୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ ନଚେତ ଆପଣ ମଧ୍ୟ ଅସୁବିଧା ର ସମ୍ମୁଖୀନ ହୋଇ ପାରନ୍ତି । ତେବେ ଚାଲନ୍ତୁ ଆଲୋଚନା କରିବା ସଂମ୍ପୂର୍ଣ୍ଣ ବଷୟ ବସ୍ତୁ ଉପରେ । ତେବେ ସରକାର ବିଭିନ୍ନ ସମୟ ରେ ବିଭିନ୍ନ ନୀତି ନୀୟମ ସବୁ ଜାରି କରିଛନ୍ତି ଡ୍ରାଇଭିଂ ଲାଇସେନସ୍ ପାଇଁ ।

ଏହା ସହିତ ବାଇକ ଚାଳକ ଙ୍କ ପାଇଁ ମଧ୍ୟ ଅନେକ ଗାଇଡ ଲାଇନ୍ ସବୁ ଜାରି କରିଛନ୍ତି । ତେବେ ସଡକ ଦୁର୍ଘଟଣା କୁ ରୋକିବା ପାଇଁ ବିଭିନ୍ନ ସମୟ ରେ ବିଭିନ୍ନ ନୀତି ନିୟମ ସବୁ ଜାରି କରି ଲୋକ ମାନଙ୍କୁ ସତର୍କ କରିବା ସହିତ ସେମାନଙ୍କ ପାଇଁ ଅନେକ ସୁବିଧା ମଧ୍ୟ ଆଣି ଦେଇଛନ୍ତି ।

କହି ବାକୁ ଗଲେ ଆମ ର ସରକାର ଲୋକ ମାନଙ୍କ ଉନ୍ନତି ପାଇଁ ସବୁ ବେଳେ ତତ୍ପର ହୋଇ ରହି ଥାନ୍ତି । ତେବେ ବର୍ତ୍ତମାନ ସମୟ ରେ ପୁଣି ଏକ ନିୟମ ଜାରି ହୋଇଛି ଲର୍ଣ୍ଣର୍ ଡ୍ରାଇଭିଂ ଲାଇସେନସ୍ ପାଇଂ । ଯାହା ଆପଣ ମାନଙ୍କ ର ଜାଣିବା ନିତ୍ୟାନ୍ତ ଜରୁରି ଅଟେ ।

ତେବେ ବଦଳିଲା ଲର୍ଣ୍ଣର୍ ଡ୍ରାଇଭିଂ ଲାଇସେନସ୍ ର ନିୟମାବଳି । ଆଉ ଏଣିକି ଲର୍ଣ୍ଣର୍ ଲାଇସେନସ୍ ପାଇଂ ନିୟମ ଅଧିକ କଡା କଡି ସହ ବ୍ୟବସ୍ଥା ରେ ସରଳି କରଣ କରା ଯାଇଛି । ଏହି ବ୍ୟବସ୍ଥା ଅଧିକ ସ୍ବଚ୍ଛ କରିବା ପାଇଁ ରାଜ୍ୟ ର ସମସ୍ତ 38 ଟି ଆରଟିଓ ରେ ଥି୍ବା ଲର୍ଣ୍ଣିଂ ଲାଇସେନସ୍ ସେଣ୍ଟର୍ ରେ ଆଇପି କ୍ୟାମେରା ଲାଗିବ ।

ତେବେ ଏହି ମାସ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ଏବଂ କ୍ୟାମେରା ରେ ଉତ୍ତୋଳିତ ଭିଡିଓ ଫୁଟେଜ୍ କୁ କଟକ ସ୍ଥିତ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏସଟିଏ ପରି ଚାଳନା କରିବେ । ସେହି ଭଳି ପରୀକ୍ଷା ର ମାନ ବୃଦ୍ଧି ଲାଗି ପୂର୍ବ ରୁ ଥିବା 10 ଟି ପ୍ରଶ୍ନ ବଦଳ ରେ ଏଣିକି୍ 20 ଟି ପ୍ରଶ୍ନ ର ଉତ୍ତର ଦେବା କୁ ପଡିବ ।

ତେବେ ସେହି ଭଳି ଭାବ ରେ କମ୍ପ୍ୟୁଟର , ମାଉସ୍ ବଦଳ ରେ ଟଚ୍ ସ୍କ୍ରିନ ସୁବିଧା ରହିବ । ଲର୍ଣ୍ଣର୍ ଲାଇସେନସ୍ ସେଣ୍ଟର ର ପାର୍ଥୀ ଙ୍କ ସୁବିଧା ଏବଂ ପ୍ରସ୍ତୁତି ପାଇଁ ମକ୍ ଟେଷ୍ଟ ର ସୁବାଧା ଯୋଗାଇ ଦିଆ ଯିବ ବା ପୂ୍ର୍ବ ରୁ ମକ୍ (Mock) ଟେଷ୍ଟ କରିବେ ବୋଲି ଏସଟିଏ ପକ୍ଷ ରୁ ଏ ନେଇ ସୂଚନା ଦିଆ ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।