Odisha News Portal

ବଡ଼ ଖବର – ସୁପ୍ରିମକୋର୍ଟ କଲେ ବଡ ଘୋଷଣା ଆଉ ଅସୁବିଧା ନାହିଁ ଭାରତରେ ଦେହ ବେପାରରକୁ ମିଳିଲା ଅନୁମତି

0 42

ସୁପ୍ରିମ କୋର୍ଟର ଐତିହାସିକ ନିଷ୍ପତି, ଭାରତରେ ଦେହ ବ୍ୟବସାୟୀଙ୍କୁ ମିଳିଲା ଅନୁମତି । ତେବେ ଆଜିର ସମୟରେ ପ୍ରତ୍ୟେକ ଦିନ ଆମ ସମାଜରେ କିଛି ନା କିଛି ଘଟଣା ଆମ ନଜର କୁ ଆସିଥାଏ । ଆଉ ଏପରି ମଧ୍ୟ କୁହାଯାଏ ନିଜର ପେଟ ପୋଷିବା ପାଇଁ ଯେଉଁ ଭୁଲ କରାଯାଏ ତାହାକୁ ଭୁଲ କୁହାଯାଏ ନାହିଁ । ତେଣୁ ବର୍ତ୍ତମାନର ଏହି ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ଲୋକ କିଛି ନାଁ କିଛି କାର୍ଯ୍ୟରେ ସର୍ବଦା ନିୟୋଜିତ ରହିଥାନ୍ତି, କାହିଁକି ନାଁ କର୍ମ ମନକରିଲେ ଅର୍ଥ ଆସିବ କେଉଁଠୁ ? ଆଉ ଟଙ୍କା ନରହିଲେ ଆଜିର ଦୁନିଆରେ କେହି କାହାକୁ ବି ଚିହ୍ନିନଥାନ୍ତି ।

ତେବେ ପ୍ରତ୍ୟେକ ଲୋକଙ୍କର ଧନ ଉପାର୍ଜନ କରିବାର କୌଶଳ ଅଲଗା ଅଲଗା ହୋଇଥାଏ । ଆପଣମାନେ ନିଶ୍ଚୟ ଦେହ ବ୍ୟପାର ନାଁ ଶୁଣିଥିବେ । ଆଉ ଆମେମାନେ ଏହି ଦେହ ବ୍ୟପାରୀଙ୍କୁ ବହୁତ ଘୃଣା କରିଥାଉ କିନ୍ତୁ କଣ କେବେ ଆପଣ ଚିନ୍ତା କରିଛନ୍ତି ଯେ ସମସ୍ତ ଦେହ ବ୍ୟପାରି ନିଜ ଇଚ୍ଛାରେ ଏହି ଧନ୍ଦା କରିନଥାନ୍ତି ,

ବେଳେବେଳେ ପରିସ୍ଥିତି ସେମାନଙ୍କୁ ବାଧ୍ୟ କରିଥାଏ ଏପରି କାର୍ଯ୍ୟ କରିବା ପାଇଁ । ଦେହ ବେପାର ଯେଉଁ ଥିରେ ନିଜର ପରିବାରର ଭରଣ ପୋଷଣ କରିବା ପାଇଁ ଗୋଟିଏ ନାରୀ ଜଣେ ଅଜଣା ପୁରୁଷ ପାଖରେ ନିଜର ଶରୀରକୁ ବିକ୍ରି କରିଦିଏ।ଦେହ ବ୍ୟାପାରକୁ ସମାଜରେ ଏକ ବଡ ଅପରାଧ ବୋଲି ମନାଯାଏ । କିନ୍ତୁ ଏହାକୁ ନେଇ ବମ୍ବେ ହାଇକୋର୍ଟ ଆଜି ଏକ ବଡ ଶୁଣାଣି କରି , ଦେହ ବ୍ୟାପାରକୁ ମଞ୍ଜୁରି ଦେଇସାରିଛି ।

ବମ୍ବେ ହାଇକୋର୍ଟ ବିଚାରପତି କହିଛନ୍ତି, ଦେହ ବେପାର ଏକ ଅପରାଧ ନୁହଁ । ନିଜ ଇଛାରେ କରୁଥିବା ବ୍ୟାପାରକୁ ଅପରାଧ କୁହାଯିବ ନାହିଁ । ଏକ ଗଣ ଦୁଷ୍କର୍ମରେ ତିନିଜଣ ମହିଳାଙ୍କ ସହ ଜଡିତ ଏକ ମାମଲାର ଶୁଣାଣି ବେଳେ ହାଇକୋର୍ଟ ସେମାନଙ୍କୁ ସଂସୋଧନ କରି ମୁକ୍ତକରୁ ବୋଲି କହିଛନ୍ତି ।

ତିନି ଜଣ ମହିଳାଙ୍କ ସହ ଜଡିତ ଶରୀର ବ୍ୟାପାର ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ କୈଣସି ବୟସ୍କ ମହିଳାଙ୍କ ନିଜର ବୃତ୍ତି ବାଛିବା ଅଧିକାର ରହିଛି ଏବଂ ତାଙ୍କ ବିନା ଅନୁମତିରେ ସଂସ୍କାର ଗୃହରେ ବେଶି ସମୟ ରଖାଯାଇ ପାରିବ ନାହିଁ ।

ଜଷ୍ଟିସ ପ୍ରତିରାଜ୍ ଚାବନ୍ ଏହି ପରି ପିଟିସନ୍ ଦାଖଲ କରିଥିବା ତିନିଜଣ ଯୁବତୀଙ୍କୁ ମୁକ୍ତ କରିବା ନିର୍ଦ୍ଦେଶ ଦେଇଥିବା ବେଳେ କହିଛନ୍ତି ଯେ ଅନୈତିକ କାରବାର ଆଇନ୍ 1956 ଉଦ୍ଦେଶ୍ୟରେ ଦେହବ୍ୟାପାରକୁ ବନ୍ଦ କରିବା ନୁହଁ ବରଂ ଏହି ନିୟମ ଅନୁସାରେ କୈଣସି ବ୍ୟବସ୍ଥା ନାହିଁ ଯାହା ଗଣଦୁଷ୍କର୍ମକୁ ଅପରାଧ ବୋଲି ବିବେଚନା କରେ,

କିମ୍ବା ଗଣ ଦୁଷ୍କର୍ମରେ ଜଡିତ ଲୋକଙ୍କୁ ଦଣ୍ଡିତ କରେ ଏବଂ ଏହି ନିୟମ ଅନୁଯାୟୀ କେବଳ ବ୍ୟବସାୟୀକ ଉଦ୍ଦେଶ୍ୟ , ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳ କାର୍ଯ୍ୟ ପାଇଁ ଯୌନଶୋଷଣ ବୋଲି ବିବେଚନା କରେ ।

 

ଜଷ୍ଟିସ କହିଛନ୍ତି, ସମ୍ବିଧାନ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଏବଂ ମନ ପସନ୍ଦର ସ୍ଥାନରେ ରହିବାର ଅଧିକାର ରହିଛି । ଏହା କହି ଗଣଦୁଷ୍କର୍ମ ମୁକ୍ତ ହୋଇଥିବା ଝିଅଙ୍କୁ ସଂସ୍କାର ଗୃହ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।