ବାଛନ୍ତୁ ନିଜର ଜନ୍ମ ବର୍ଷ ଏବଂ ଜାଣନ୍ତୁ ନିଜ ଜୀବନର କିଛି ଅଜଣା କଥା ସମ୍ପର୍କରେ …….

ସମସ୍ତେ ନିଜ ଭବିଷ୍ୟତ କଥା ଜାଣିବା ପାଇଂ ବହୁତ ଆଗ୍ରହୀ ଥାଆନ୍ତି । କୌଣସି ମଣିଷର ଜନ୍ମ ତାରିଖ ଏବଂ ଜନ୍ମ ମାସ ଦ୍ଵାରା ସେହି ବ୍ୟକ୍ତିର ବ୍ୟକ୍ତିତ୍ଵ ବିଷୟରେ ବହୁତ୍ କିଛି ଜାଣି ହୁଏ । ଆଜି ଆମେ ଆପଣଙ୍କ ଜନ୍ମ ମସିହା ଅନୁସାରେ ଆପଣଙ୍କର କଣ ସବୁ ଭଲ ଗୁଣ ରହିଛି ଏହି ସମ୍ବନ୍ଧରେ ଜାଣିବା । ଯଦି ଆପଣ 1980 ମସିହା କିମ୍ବା ତାପରେ ଜନ୍ମ ହୋଇଛନ୍ତି ତେବେ ନିଜର ଜୀବନ ବିଷୟରେ କିଛି ଅଜଣା କଥା ଜାଣିବା ପାଇଁ ଏହି ଲେଖାଟିକୁ ସମ୍ପୂର୍ଣ ପଢନ୍ତୁ ।

1980- ଆପଣ ସର୍ବଦା ଆଗରେ ରହିବା ପାଇଁ ପସନ୍ଦ କରିଥାନ୍ତି । ସମସ୍ତେ ଆପଣଙ୍କୁ ବହୁତ ଭଲ ମଧ୍ୟ ପାଇଥାନ୍ତି । ଅନ୍ୟ ମାନଙ୍କୁ ସବୁବେଳେ ସାହାଯ୍ୟ ସରହୋଗ କରିଥାନ୍ତି କିନ୍ତୁ ଆପଣଙ୍କ ଭିତରେ କିଛି ମାତ୍ରାର ଅହଂ ଭାବ ରହିଥାଏ ତାଙ୍କୁ ନିଜ ନିୟନ୍ତ୍ରଣରେ ରଖନ୍ତୁ।

1981 ଆପଣଙ୍କୁ ନିଜ ଲାଇଫରେ ସ୍ଵତନ୍ତ୍ରତା ବହୁତ ପସନ୍ଦ ହୋଇଥାଏ ତେଣୁ ଆପଣ ସର୍ବଦା କଠିନ ପରିଶ୍ରମ କରିଥାନ୍ତି।

1982- ଆପଣ ବହୁତ୍ ସୁନ୍ଦର ଏବଂ ସଚ୍ଚୋଟ ହୋଇଥାନ୍ତି । ଆପଣ ସାମାନ୍ୟ ଇମୋସ୍ନାଲ୍ ସ୍ଵଭାବର ହୋଇ ଥାଆନ୍ତି।।

1983- ଆପଣ ବହୁତ୍ ଦୟାଳୁ ସ୍ଵଭାବର ହୋଇଥାନ୍ତି । ସମସ୍ତଙ୍କୁ ସ୍ନେହ କରି ଥାଆନ୍ତି ।

1984- ଆପଣ ଖୁବ୍ ହସମୁଖ୍ ସ୍ଵଭାବର ବ୍ୟକ୍ତି ହୋଇ ଥାଆନ୍ତି । ଆପଣଙ୍କର ଏହି ଗୁଣ ପାଇଁ ଆପଣଙ୍କୁ ସମସ୍ତେ ପସନ୍ଦ କରି ଥାଆନ୍ତି ।

1985- ଏହି ବର୍ଷରେ ଜନ୍ମ ହୋଇଥିବା ଲୋକ ବହୁତ ପ୍ରାକ୍ଟିକାଲ ହୋଇଥାଆନ୍ତି। ନିଜ କାମକୁ ନିଜ ହିସାବରେ କରିବା ପାଇଁ ପସନ୍ଦ କରିଥାଆନ୍ତି । ତେବେ ନିଜ କ୍ରୋଧ ଉପରେ ସାମାନ୍ୟ ନିୟନ୍ତ୍ରଣ ରଖନ୍ତୁ ।

1986- ଆପଣଙ୍କ ଚିନ୍ତାଧାରା ସବୁବେଳେ ଭିନ୍ନ ହୋଇଥାଏ । ଆପଣ କାହାକୁ କେବେ ଅନୁସରଣ କରନ୍ତି ନାହିଁ ।


1987- ଆପଣ ନିଜ ଜୀବନ ସାଥିକୁ ଖୁବ୍ ପସନ୍ଦ କରି ଥାଆନ୍ତି ଓ ତାଙ୍କ ପାଇଁ ସବୁକିଛି କରି ଥାଆନ୍ତି ।

1988- ଆପଣ ବହୁତ୍ ପ୍ରଭାବଶାଳୀ ବ୍ୟକ୍ତି ଅଟନ୍ତି । ଭିଡ ଭିତରେ ନିଜ ପରିଚୟ ସୃଷ୍ଟି କରିବା ଆପଣଙ୍କୁ ଭଲ ଭାବରେ ଆସିଥାଏ ।

1989 – ଆପଣ ସବୁ କାର୍ଯ୍ୟ ବହୁତ୍ ଆତ୍ମବିଶ୍ଵାସ ସହିତ କରି ଥାଆନ୍ତି ଓ କଠିନ ପରିଶ୍ରମୀ ହୋଇ ଥାଆନ୍ତି।

1990- ଆପଣ ବହୁତ୍ ଭାବୁକ ସ୍ଵଭାବ ର ହୋଇ ଥାଆନ୍ତି। ସବୁ କାର୍ଯ୍ୟ ରେ ଖୁବ୍ ଶୀଘ୍ର ହାର ମାନି ଯାଇଥାନ୍ତି ।

1991- ଆପଣ ବହୁତ୍ ଖୁସି ପ୍ରକୃତି ର ବ୍ୟକ୍ତି ବିଶେଷ ଓ ରଚନାତ୍ମକ ହୋଇ ଥାଆନ୍ତି । ସବୁବେଳେ କିଛି ନୂଆ ଶିଖିବା ପାଇଁ ଚେଷ୍ଟା କରି ଥାଆନ୍ତି ।

1992- ଆପଣ ନିଜ ଦକ୍ଷତା ଉପରେ ବିଶ୍ୱାସ କରନ୍ତି ଓ ସବୁ କାର୍ଯ୍ୟ ଆରାମରେ କରନ୍ତି।

1993- ଆପଣ ବହୁତ୍ ଶଚା ହୃଦୟର ବ୍ୟକ୍ତି ଅଟନ୍ତି । ଆପଣଙ୍କ ପରିବାରକୁ ବହୁତ୍ ଭଲ ପାଇ ଥାଆନ୍ତି ।

1994- ଆପଣ ବହୁତ୍ ଫ୍ରେଣ୍ଡଲି ନେଚର୍ ର ହୋଇଥାଆନ୍ତି।

1995- ଆପଣ ମାନଙ୍କ କଳ୍ପନା ଶକ୍ତି ବହୁତ୍ ଅଧିକ ହୋଇଥାଏ। ଆପଣ ନିଜ ଅନୁଭବରୁ ଶିଖି ଯାଇଥାଆନ୍ତି ।


1996- ଆପଣ ଧନ ଉପାର୍ଜନ କରିବାର ବହୁତ୍ ରାସ୍ତା ଆପଣ ଖୋଜି ନିଅନ୍ତି ।

1997- ଆପଣ ନିଜ ଜୀବନସାଥି ପ୍ରତି ସମର୍ପିତ ଥାଆନ୍ତି ।

1998- ଆପଣ ବହୁତ୍ ଭଲ ଓ ଇମୋଶ୍ନାଲ୍ ବ୍ୟକ୍ତି ଅଟନ୍ତି । ନିଜ କାମ ନିଜେ କରିବା ପାଇଁ ପସନ୍ଦ କରନ୍ତି । ହୃଦୟ ରୁ ବହୁତ୍ ଭଲ ଅଟନ୍ତି ।

1999- ବହୁତ୍ ପ୍ରଭାବଶାଳୀ ବ୍ୟକ୍ତି ଅଟନ୍ତି । ଭିଡ ଭିତରେ ନିଜ ପରିଚୟ ସୃଷ୍ଟି କରିଥାଆନ୍ତି ।

2000- ଆପଣ ବହୁତ୍ ଶଚା ହୃଦୟର ବ୍ୟକ୍ତି ଅଟନ୍ତି । ଆପଣ ଙ୍କ ପରିବାରକୁ ବହୁତ୍ ଭଲ ପାଇଥାଆନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment