Odisha News Portal

ବାଃ ବାଃ ରେ ପୁଅ ! ଚାଷୀ ପୁଅ ହେଲେ ଇସ୍ରୋ ବୈଜ୍ଞାନିକ, ଓଡ଼ିଶାର ପୁଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ……

ଆଜିର ଦୁନିଆରେ ମନୁଷ୍ୟ ପାଇଁ କୌଣସି କାମ କରିବା ଅସାଧ୍ୟ ନୁହେଁ , ଯେତେ କଠିନ କାମ ହେଉଥାଉ ନା କାହିଁକି ତାହା ମନୁଷ୍ୟ ଦ୍ୱାରା ଯେ ହୋଇପାରିବ ନାହିଁ ତାହା କହିହେବ ନାହିଁ । କାରଣ କୌଣସି କାମ କରିବା ପାଇଁ ଦୃଢ ମନୋବଳ ଏବଂ ଇଚ୍ଛାଶକ୍ତି ରହିଲେ ସମସ୍ତ କାମ ଅତି ସହଜରେ ହୋଇପାରିବ । ଯଦି ଆପଣ ମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଚାହିଁଛନ୍ତି ତେବେ ସେଠାରେ ପହଞ୍ଚିବାପାଇଁ ହେଲେ ଆପଣଙ୍କୁ ବହୁତ କଷ୍ଟ କରିବାକୁ ପଡେ ।

କାହିଁକିନା ବିନା କଷ୍ଟରେ ବିନା ପରିଶ୍ରମରେ ଆପଣଙ୍କର କୌଣସି କାମ ହୋଇପାରିବ ନାହିଁ , କଥାରେ ଅଚି କଷ୍ଟ କଲେ କୃଷ୍ନ ଦେଖାଦିଅନ୍ତି ଅର୍ଥାତ କଷ୍ଟ କଲେ ଆପଣ ମାନେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବେ ।

ତେବେ ସେହିପରି ଏକ ଘଟଣା ଆମ ମାନଙ୍କ ସାମ୍ନାରେ ଦେଖିବାକୁ ମିଳିଛି , ଯେଉଁଥିରେ ନିଜର ଦୃଢ ମନୋବଳ ଏବଂ ଇଚ୍ଛାଶକ୍ତି ବଳରେ ସେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିଛି । ତାର ଏହି ସଫଳତା ପାଇଁ ସେ ନିଜେ ବହୁତ ଖୁସି ହେବା ସହିତ ତାର ପରିବାର ଲୋକମାନେ ମଧ୍ୟ ବହୁତ ଖୁସି ଆଛନ୍ତି ।

କାହିଁକନା ଗୋଟିଏ ଗରିବ ପରିବାର ଗୋଟିଏ ଚାଷୀର ପୁଅ ହୋଇ ଦୁନିଆର ଏତେ ବଡ ମଣିଷ ହୋଇପାରିଛି , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଆମେ ଆପଣ ମାନଙ୍କୁ ଯାହାର ବିଷୟରେ କହୁଛୁ ସେ ହେଉଛି ବରଗଡ ଜିଲ୍ଲା ଆମ୍ବପଲି ବ୍ଲକ ଝରପଲ୍ଲୀ ଗ୍ରାମର ନିହାର ରଞ୍ଜନ ପ୍ରଧାନ । ଯିଏ କି ଏବେ ଇସ୍ରୋର ବଡ ବୈଜ୍ଞାନିକ ହୋଇପାରିଛନ୍ତି । ତେବେ ପିଲା ଦିନରୁ ହିଁ ସେ ବିଜ୍ଞାନ ପ୍ରତି ବହୁତ ଆକୃଷ୍ଟ ଥିଲେ , ବିଜ୍ଞାନର ସମସ୍ତ କଥାକୁ ସେ ଅତି ଧ୍ୟାନ ସହକାରେ ଗ୍ରହଣ କରୁଥିଲେ ଏବଂ ତା ପ୍ରତି ବିଶେଷ ଧ୍ୟାନ ଦେଉଥିଲେ ।

ତେବେ ପିଲାର ଏପରି ଏକ ସଫଳତା ଦେଖିକରି ବାପା ମା ବହୁତ ଖୁସି ହୋଇଯାଇଛନ୍ତି । ବାପା ମା ତାଙ୍କର ପୁତ୍ର ଶ୍ରେୟ ତାର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କୁ ପ୍ରଦାନ କରିଛନ୍ତି । ପିଲା ବେଳରୁ ହିଁ ସେ ବୈଜ୍ଞାନିକ ହେବା ପାଇଁ ଇଚ୍ଛା କରୁଥିଲେ ଏଥିପାଇଁ ବହୁତ କଠିନ ପରିଶ୍ରମ ମଧ୍ୟ କରିଛନ୍ତି । ତେେ ଆଜି ତାହାର ସେହି କଠିନ ପରିଶ୍ରମ ଏବଂ ଇଚ୍ଛାଶକ୍ତି ବଳରେ ସେ ନିଜର ସ୍ୱପ୍ନକୁ ସାକାର କରିପାରିଛି ।

ତେବେ ସେ ଜଣେ ଚାଷୀର ପୁତ୍ର ହୋଇ ଓଡିଶାର ପିଲା ହୋଇ ଏପରି ଏକ ଗର୍ବ ସମସ୍ତଙ୍କ ପାଇଁ ଆଣିପାରିଛନ୍ତି ନିଜକୁ ବୈଜ୍ଞାନିକ ସାବ୍ୟସ୍ତ କରି । ନିହାର ରଞ୍ଜନ ଇଟ୍ରୋର ଜଣେ ବୈଜ୍ଞାନିକ ହୋଇପାରିଛନ୍ତି , ଯାହା ପାଇଁ ସେ ବହୁତ ଖୁସି ଅଟନ୍ତି ଏବଂ ତାୀଙ୍କର ପରିବାରରେ ମଦ୍ୟ ସମସ୍ତେ ବହୁତ ହିଁ ଖୁସି ଅଟନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।