Odisha News Portal

ବାବା ଭାଙ୍ଗାଙ୍କର ମୃତ୍ୟୁ ପ୍ବର୍ବରୁ ମହା ଭବିଷ୍ୟବାଣୀ , 2021 ରେ ଆସିବ ବଡ ପ୍ରଳୟ ! ମୃତ୍ୟୁ ପୂର୍ବରୁ କରିଥିଲେ କରୋନାର ଭବିଷ୍ୟବାଣ….

ବାବା ଭାଙ୍ଗାଙ୍କର ଭବିଷ୍ୟବାଣୀ , 2021 ରେ ଆସିବ ବଡ ପ୍ରଳୟ । ମୃତ୍ୟୁ ପୂର୍ବରୁ କରିଥିଲେ କରୋନାର ଭବିଷ୍ୟବାଣୀ । 94 ବର୍ଷ ପୂର୍ବରୁ କରୋନା ଭୂତାଣୁର ଭବିଷ୍ୟ ବାଣୀ କରିଥିଲେ ବାବା ଭାଙ୍ଗା ଯାହାକୁ ସତ ହୋଇଛି ଏବଂ ଆଗକୁ କଣ ଘଟିବ ସେ ବିଷୟରେ ମଧ୍ୟ କହିଛନ୍ତି । 94 ବର୍ଳ ପୂର୍ବରୁ କରୋନାର ଭବିଷ୍ୟ ବାଣୀ କରାଯାଇଥିଲା ଏହି ଭବିଷ୍ୟବାଣୀ ସେହି ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିଲା ଯାହାର ଆଜି ପର୍ଯ୍ୟନ୍ତ ଭବିଷ୍ୟ ବାଣୀ ସତ୍ୟ ହୋଇଛି । ଯେମିତିକି ସୋଭିଏତ ରୁଷିଆର ବିଖଣ୍ଟର , 2001 ରେ ବିଶ୍ୱ ଟ୍ରେଣ୍ଟ ର ଆତଙ୍କବାଦୀ ଆକ୍ରମଣ ।

1997 ରେ ପ୍ରିନ୍ସ ଡାଇନାଙ୍କର ମୃତ୍ୟୁ । 2004 ମସିହାରେ ହୋଇଥିବା ଜାପାନର ସୁନାମି ଆଦି ସତ୍ୟ ହୋଇସାରିଛି । ବାବା ଭାଙ୍ଗ 1911 ମସିହାରେ ପଲଗେରିଆରେ ଜନ୍ମ ଗ୍ରହଣ କରିଥିଲେ , ଏହା ପରେ ମାତ୍ର ବାର ବର୍ଷ ବୟସରେ ଆସିଥିବା ଝ଼ଡ ପରେ ସେ ନିଜର ଆଖି ହରାଇଥିଲେ ।

ଉଭୟ ଅକି ହରାଇବା ପରେ ସେ ଅନୁଭବ କଲେ କି ସେ ଭବିଷ୍ୟତ ଦେଖିପାରୁଛନ୍ତି । ଏହା ପରେ 1966 ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା । ବାବା ଭାଙ୍ଗା ମୃତ୍ୟୁ ପୂର୍ବରୁ 100 ଟି ଭବିଷ୍ୟବାଣୀ କହିଥିଲେ । 2020 ମସିହାରେ ହୋଇଥିବା ଅନେକ ପୂର୍ବାନୁମାନ ଏଥିରେ ଅନ୍ତଭୁକ୍ତ ରହିଛି । ଯାହା ପରେ ଗୋଟିଏ ପରେ ଗୋଟିଏ ସତ୍ୟ ବୋଲି ପ୍ରମାଣିତ ହେଉଛି ।

2021 ରେ ବାବା ଭାଙ୍ଗା କହିଥିଲେ କି ଏହି ବର୍ଷ ଅତ୍ୟନ୍ତ ଖରାପ ରହିବ । ଆସିବ ପ୍ରଳୟ , ଅଜ୍ଞାତ ରୋଗ ମଣିଷକୁ ତାହାର ଶିକାର କରିବ । ମାତ୍ର ଏହି ଭବିଷ୍ୟବାଣୀର ସବୁଠୁ ବଡ କଥା ହେଉଛି କି 2021 ରେ ସବୁଠୁ ବଡ କର୍କଟ ରୋଗର ଚିକିତ୍ସା ମିଳିବ । ଏହା ସହ 2021 ରେ ଆକାଶରୁ ବଡ ବଡ ଉଲକାପିଣ୍ଡ ଖସିବ ବୋଲି ବାବାଙ୍କର ପୁସ୍ତକରେ ଦର୍ଶାଯାଇଛି ।

ୟୁରୋପରେ ରାସାୟନିକ ଆକ୍ରମଣର ଆଶଙ୍କା ରହିଛି , ରୁଷର ରାଷ୍ଟ୍ରପତି ଭ୍ଲାଗମିଦର ପୁଟିଙ୍କୁ ହତ୍ୟା କରାଯିବ । ଏହା ସହିତ ଆମେରାକିରା ରାଷ୍ଟ୍ରପତି ଡୋଲାଲ୍ଟ ଟ୍ରମ୍ପଙ୍କ ବିଷୟରେ ବାବା ଭଙ୍ଗା କହିଛନ୍ତି କି ତାଙ୍କୁ ଏକ ରହସ୍ୟମୟ ରୋଗ ହେବ, ଯେଉଁ କାରଣରୁ ସେ ଶ୍ରବଣ ଶକ୍ତି ହରାଇବା ସହ ତାଙ୍କୁ ବ୍ରେନ୍ ଟ୍ରାମା ହୋଇପାରେ ।

ଅନ୍ୟ ଗ୍ରହରେ ଜୀବନ ସନ୍ଧାନ ବା ଏଲିଆନ ସଂପର୍କରେ 2021 ରେ ସୂଚନା ମିଳିବ । ଏହା ସହ ଚାଇନାର ଶକ୍ତି ବୃଦ୍ଧି ପାଇବ ବୋଲି ବାବା ଭାଙ୍ଗା ପୁସ୍ତକରେ କହିଛନ୍ତି । ଏହାଛଡା ବାବା ଭଙ୍ଗା କହିଛନ୍ତି , ୟୁରୋପରେ ଇସ୍ଲାମ କଠୋରପନ୍ଥୀ ଆକ୍ରମଣ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।