Odisha News Portal

Breking News – ଓଡ଼ିଆ ଚଳଚିତ୍ର ଜଗତକୁ ଆସିଲା ବଡ ଦୁଖଦଃ ଖବର । ଏହି ପ୍ରସିଦ୍ଧ ଅଭିନେତା ଙ୍କର ହେଲା ଆକସ୍ମିକ ମୃତ୍ୟୁ, ମୁଖ୍ୟମନ୍ତ୍ରୀ କଲେ ଶୋକ ପ୍ରକାଶ….

ଓଲିଉଡ ଜଗତରେ ପୁଣି ଥରେ ଆସଲା ଦୁଃଖଦ ଖବର , କାରଣ ଓଲିଉଡରେ ପୁଣି ଜମେ କଲାକାରଙ୍କର ମୃତ୍ୟୁ ହୋଇଛି , ଯାହାପାଇଁ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ଆପଣ ମାନେ ତ ଜାଣିଛନ୍ତି କି ଏହି 2020 ଟି ଲୋକମାନଙ୍କ ପାଇଁ କେତେ ଭୟଙ୍କର ଏଟେ , ଏହା ସହିତ କଳାକାର ଜଗତ ପାଇଁ ମଧ୍ୟ ଏହି 2020 ମସିହାଟି ତାର ଖରାପ ପ୍ରଭାବ ପକାଇଛି । କାହିଁକିନା ଏହି ଗତ କିଛି ମାସ ଭିତରେ ଲଗାତାର କରି ନାମୀ ଦାମୀ କଳାକାର ମାନଙ୍କର ମୃତ୍ୟୁ ହୋଇଛି । ଯେଉଁଥିପାଇଁ କଲାକାର ଜଗତରେ ହାହାକାର ପଡିଯାଇଛି ।

ଏବେକା ସମୟରେ ଏଲିଉଡ ଜଗତରେ ନାମୀ ଦାମୀ ପ୍ରସିଦ୍ଧ ସଂଙ୍ଗିତ ନିର୍ଦ୍ଦେଶକଙ୍କର ଶାନ୍ତନୁ ମହାପାତ୍ରଙ୍କର ମୃତ୍ୟୁ ହୋଇଛି । ତାଙ୍କର ମୃତ୍ୟୁରେ ସାରା ଓଡିଆ ପିଲ୍ମ ଜଗତ ଦୁଃଖରେ ଭାଙ୍ଗିପଡିଛି ।

ସୂଚନା ଅନୁସାରେ କି ସେ ନିମୋନିଆରେ ଆକ୍ରାନ୍ତ ଥିଲେ ଯେଉଁଥିପାଇଁ ଚିକିତ୍ସା ମଧ୍ୟ ହେଉଥିଲେ ମାତ୍ର ଜୀବନ ସହ ଲଢେଇ କରୁ କରୁ ସେ ଆଜି ନିଜର ପ୍ରାଣ ତ୍ୟାଗ କରିଛନ୍ତି । ସେ ହେଉଛନ୍ତି ଓଡିଆ ଚଳଚ୍ଚିତ୍ରର ପ୍ରଥମ ସଂଙ୍ଗିତ ନିର୍ଦ୍ଦେଶକ ଅଟନ୍ତି ଯିଏ କି ଓଡିଆ ଜଗତକୁ ବଞ୍ଚାଇ କରି ରଖିଛନ୍ତି । ତେବେ ତାଙ୍କର ଓହି ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ସହିତ ନାମୀ ଦାମୀ ଲୋକମାନେ ମଧ୍ୟ ବହୁତ ଶୋକବ୍ୟକ୍ତି କରିଛନ୍ତି ।

ଶାନ୍ତନୁ ମହାପାତ୍ର 1936 ମସିହାରେ ନଭେମ୍ବର ମାସ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ତେବେ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 84 ବର୍ଷ ହୋଇଥିଲା । ସେ ଓଡିଆ ଜଗତ ପ୍ରତି ବହୁତ ହିଟ ପ୍ରଦାନ କରିଛନ୍ତି ଯେପରିକି ଅରିନ୍ଧତୀ , ସୂର୍ଯ୍ୟମୁଖୀ , ମେଘମୁକ୍ତି , ପ୍ରିୟତମା , ଅଗ୍ନିପରୀକ୍ଷା , ଡୋରା , ଜଗାବଳିଆ , ଗୋଲାମଗିରି , ଭଲି ଅନେକ ସୁପରହିଟ ଫିଲ୍ମରେ ସଂଙ୍ଗିତ ନିର୍ଦ୍ଦେଶନା ପ୍ରଦାନ କରିଛନ୍ତି ।

ଏବେ ମଧ୍ୟ ତାଙ୍କର ଗୀତ ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ ମହ୍ଲାର ମେଷ ସାଜିଲି ବହୁତ ଲୋକପ୍ରିୟ ହୋଇ ରହିଛି । ସେ କେବଳ ଓଡିଆରେ ନୁହେଁ ବରଂ ହିନ୍ଦୀ , ବଙ୍ଗଲାରେ ମଧ୍ୟ ନିଜର ପ୍ରତିଭା ଦେଖାଇଛନ୍ତି । କଲାତ୍ମକ ହିନ୍ଦୀ ଚଳଚ୍ଚିତ୍ର ସୋଧରେ ସେ ସ୍ୱର ସଂୟୋଜନା କରିଥିଲେ । ତାଙ୍କୁ 1979 ମସିହାରେ ସ୍ୱର୍ଣ୍ଣକୋମଳ ପୁରଷ୍କାର ମଧ୍ୟ ପ୍ରାପ୍ତ ହୋଇଥିଲା ।

ଏହା ସହିତ 2004 ରେ ଲଳିତ ଏକାଡେମୀ ପୁରସ୍କାର ଏବଂ 1995 ରେ ଓଡିଆ ପିଲ୍ମ କ୍ରିକିଟ ଆୱାଡ ସମେତ ବବହୁତ ଫୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ତାଙ୍କର ଶେଷ ଓଡିଆ ସଂଙ୍ଗିତ ନିର୍ଦ୍ଦେସିତ ପିଲ୍ମ ତୁମେ ହିଁ ସାଥୀ ମୋର 2011 ରେ ରିଲିଜ ହୋଇଥିଲା ଏହା ପରେ ସେ ଆଉ ନିର୍ଦ୍ଦେଶନା ପ୍ରଦାନ କରିନାହାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।