ଆଜି ଆମେ ଆପଣ ମାନଙ୍କୁ ସେହି ପୁଅ ଏବଂ ଝିଅ ମାନଙ୍କ ସ୍ୱଭାବ ବିଷୟରେ କଥା ହେବା ଯାହାଙ୍କର ନାମ ଇଂରାଜୀ ଅକ୍ଷର B ରୁ ଆରମ୍ଭ ହୋଇଥାଏ । ସମସ୍ତଙ୍କ ଜୀବନରେ ପ୍ରାୟତଋ ତାଙ୍କର ନାମର ମହତ୍ତ୍ୱ ଅଧିକ ରହିଥାଏ । ପ୍ରତ୍ୟେକ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ସେମାନଙ୍କର ଜୀବନରେ ବହୁତ ପ୍ରଭାବ ପକାଇଥାଏ । ନାମର ପ୍ରଥମ ଅକ୍ଷରରୁ ହିଁ ବ୍ୟକ୍ତିର ସ୍ୱଭାବ ବିଷୟରେ ବହୁତ କିଛି ଜଣାପଡିଥାଏ । ପ୍ରାୟତଃ ପ୍ରତ୍ୟେକ ବ୍ୟକ୍ତି ନିଜର ନାମର ପ୍ରଥମ ଅକ୍ଷରରୁ ହିଁ ନିଜର ବ୍ୟକ୍ତିତ୍ୱ ବିଷୟରେ ଜାଣିବା ପାଇଁ ଚାହିଁଥାନ୍ତି । ଏହା ମଧ୍ୟ ସତ୍ୟ କି ନିଜର ନାମର ପ୍ରଥମ ଅକ୍ଷରରୁ ହିଁ ନିଜର କଥା ବିଷୟରେ ସମସ୍ତ କଥା ଜାଣିପାରିବେ ।
B ନାମର ବ୍ୟକ୍ତିର ଶାରିରୀକ ଗଠନ ଶୈଳୀ ଶରୀର ଆକର୍ଷର ଏବଂ ଆଖି ମୁନିଆ ଟାଇପର ହୋଇଥାଏ । ଏହି ବ୍ୟକ୍ତିଙ୍କର ସ୍ୱଭାବ ବିଷୟରେ କହିଲେ ଏମାନେ ସର୍ବଦା କିଛି ନା କିଛି ନୂଆ ରାସ୍ତା ଖୋଜିବାରେ ଲାଗିଥାନ୍ତି । ଏହି ନାମର ବୟକ୍ତି କୌଣସି ଗୋଟିଏ କାର୍ଯ୍ୟରେ ସନ୍ତୁଷ୍ଟ ହୋଇନଥାନ୍ତି ଏମାନଙ୍କୁ ଭିନ୍ନ ଭିନ୍ନ କାର୍ଯ୍ୟ କରିବାକୁ ପସନ୍ଦ ହୋଇଥାଏ ।
ଏମାନେ ନିଜ ରାସ୍ତା ନିଜେ ହିଁ ତିଆରି କରିଥାନ୍ତି , ଏମାନେ କୌଣସି ବ୍ୟକ୍ତିକୁ ସହଜରେ ବିଶ୍ୱାସ କରନ୍ତି ନାହିଁ , ଯେଉଁଥିପାଇଁ ଏମାନଙ୍କର ସାଙ୍ଗ ମାନଙ୍କ ସଂଖ୍ୟା ବହୁତ କମ ହୋଇଥାଏ । ଏମାନେ ବହୁତ କମ ଲୋକମାନଙ୍କୁ ବିଶ୍ୱାସ କରିଥାନ୍ତି ଏବଂ ୟାହାକୁ ବିସ୍ୱାସ କରିଥାନ୍ତି ତା ସହିତ ସର୍ବଦା ରହିଥାନ୍ତି । B ନାମର ବ୍ୟକ୍ତି ମାନେ ବହୁତ ସୌନ୍ଦର୍ଯ୍ୟଧାରୀ ହୋଇଥାନ୍ତି । ଏମାନଙ୍କୁ ପ୍ରକୃତି ସହ ରହିବା ପାଇଁ ବହୁତ ଭଲ ଲାଗିଥାଏ ।
ଏମାନଙ୍କୁ ଏପରି ଜାଗା ବୁଲିବା ପାଇଁ ପସନ୍ଦ ହୋଇଥାଏ ଯେଉଁଠାରେ ପ୍ରାକୃତିକ ପରିବେଶ ସବୁଠୁ ସୁନ୍ଦର ହୋଇଥାଏ । ଏମାନେ ନିଜ ଭିତରେ ହିଁ ସମସ୍ତ କଥା ସିକରେଟ କରି ରଖିଥାନ୍ତି । ଏମାନେ ଅଯଥା ବିବାଦରୁ ସର୍ବଦା ନିଜକୁ ଦୂରେଇ ରଖିଥାନ୍ତି । ଏହି ନାମର ବ୍ୟକ୍ତି ମାନେ ଶାନ୍ତ ସ୍ୱଭାବର ହୋଇଥାନ୍ତି ମାତ୍ର ଯେତେବେଳେ ଏମାନଙ୍କୁ କ୍ରୋଧ ଆସିଥାଏ ତେବେ ଏମାନେ କାହାର ହେଲେ ମଧ୍ୟ କଥା ଶୁଣନ୍ତି ନାହିଁ । ପ୍ରାୟତଃ ଏମାନେ ନିଜର କ୍ରୋଧକୁ ଲୁଚେଇକରି ରଖିଥାନ୍ତି । ଏମାନଙ୍କର ଠାରୁ କୌଣସି ତର୍କରେ ଜିତିବା ବହୁତ କଷ୍ଟକର ହୋଇଥାଏ ।
B ନାମର ବ୍ୟକ୍ତି ମାନଙ୍କର କ୍ୟାରିୟର
ଏମାନେ ନିଜର କ୍ୟାରିୟରକୁ ନେଇ କରି ବହୁତ ହିଁ ଚିନ୍ତା କରିଥାନ୍ତି । ଏମାନେ ନିଜର ସିକରେଟକୁ କାହା ଆଗରେ ହେଲେ ମଧ୍ୟ କହିଥାନ୍ତି । ଏପରି ଲୋକମାନେ ନିଜର ପ୍ରତ୍ୟେକ କାର୍ଯ୍ୟ ଚୁପଚାପ ହିଁ କରିଥାନ୍ତି । ଏମାନେ ନିଜର ପ୍ରତ୍ୟେକ କାମ ସଂପୂର୍ଣ୍ଣ ମନଦେଇ କରିଥାନ୍ତି ଏହା ସହ ନିଜର କାର୍ଯ୍ୟ କ୍ଷେତ୍ରରେ ଭଲ ପଦରେ ରହିଥାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।